ଗଜପତିରୁ ୪ ଫୁଟର ବଜ୍ରକାପ୍ତା ଉଦ୍ଧାର

The Sakala Picture
Published On

ଗଜପତି: ମୋହନାରୁ ବଜ୍ରକାପ୍ତା ଉଦ୍ଧାର । ଗଜପତି ଜିଲ୍ଲା ଅଡବା ଥାନା ଚିଡ଼ାଙ୍ଗପଙ୍କା ଗ୍ରାମରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ମୋହନା ବନବିଭାଗ ଏବଂ ଅଡବା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା । ଏକ କାଠ କୋରଡ଼ରେ ବଜ୍ରକାପ୍ତାକୁ ରଖାଯାଇଥିଲା । ଉଦ୍ଧାର ବଜ୍ରକାପ୍ତାର ଲମ୍ବ 4 ଫୁଟ 2 ଇଞ୍ଚ ହୋଇଥିବା ବେଳେ ବୟସ ପ୍ରାୟ 4 ବର୍ଷ ହେବ । ସେପଟେ ବିକ୍ରି ଉଦ୍ଦେଶ୍ୟରେ ବଜ୍ରକାପ୍ତାକୁ ରଖାଯାଇଥିବା ବନବିଭାଗ ସନ୍ଦେହ କରୁଛି […]

ଗଜପତି: ମୋହନାରୁ ବଜ୍ରକାପ୍ତା ଉଦ୍ଧାର । ଗଜପତି ଜିଲ୍ଲା ଅଡବା ଥାନା ଚିଡ଼ାଙ୍ଗପଙ୍କା ଗ୍ରାମରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ମୋହନା ବନବିଭାଗ ଏବଂ ଅଡବା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା । ଏକ କାଠ କୋରଡ଼ରେ ବଜ୍ରକାପ୍ତାକୁ ରଖାଯାଇଥିଲା । ଉଦ୍ଧାର ବଜ୍ରକାପ୍ତାର ଲମ୍ବ 4 ଫୁଟ 2 ଇଞ୍ଚ ହୋଇଥିବା ବେଳେ ବୟସ ପ୍ରାୟ 4 ବର୍ଷ ହେବ ।

ଆହୁରି ପଢ଼ନ୍ତୁ: ମଝି ଚିଲିକାରେ ବାଟବଣା ହେଲା ସରକାରୀ ଭସାପୋଲ: ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଉଦ୍ଧାର

ସେପଟେ ବିକ୍ରି ଉଦ୍ଦେଶ୍ୟରେ ବଜ୍ରକାପ୍ତାକୁ ରଖାଯାଇଥିବା ବନବିଭାଗ ସନ୍ଦେହ କରୁଛି । ଉଦ୍ଧାର ବଜ୍ରକାପ୍ତା ଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ବଜ୍ରକାପ୍ତା ରଖିଥିବା ଅଭିଯୋଗ ରେ ଚିଡ଼ାଙ୍ଗପଙ୍କା ଗାଁର ଦାଦା ପୁତୁରା ଯାକବ ମାଝୀ ଏବଂ ଏସୋ ମାଝୀଙ୍କୁ ଅଟକ ରଖି ବନବିଭାଗ ତଦନ୍ତ ଜାରି ରଖିଛି । ବନବିଭାଗ ଏବଂ ସ୍ପେସାଲ ସ୍ୱାର୍ଡ ଚଳାଇଛି ଅପରେସନ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତିର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ନିବେଦନ

27 Nov 2021 By The Sakala

ଗଜପତିରୁ ୪ ଫୁଟର ବଜ୍ରକାପ୍ତା ଉଦ୍ଧାର

ଗଜପତି: ମୋହନାରୁ ବଜ୍ରକାପ୍ତା ଉଦ୍ଧାର । ଗଜପତି ଜିଲ୍ଲା ଅଡବା ଥାନା ଚିଡ଼ାଙ୍ଗପଙ୍କା ଗ୍ରାମରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ମୋହନା ବନବିଭାଗ ଏବଂ ଅଡବା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା । ଏକ କାଠ କୋରଡ଼ରେ ବଜ୍ରକାପ୍ତାକୁ ରଖାଯାଇଥିଲା । ଉଦ୍ଧାର ବଜ୍ରକାପ୍ତାର ଲମ୍ବ 4 ଫୁଟ 2 ଇଞ୍ଚ ହୋଇଥିବା ବେଳେ ବୟସ ପ୍ରାୟ 4 ବର୍ଷ ହେବ ।

ସେପଟେ ବିକ୍ରି ଉଦ୍ଦେଶ୍ୟରେ ବଜ୍ରକାପ୍ତାକୁ ରଖାଯାଇଥିବା ବନବିଭାଗ ସନ୍ଦେହ କରୁଛି । ଉଦ୍ଧାର ବଜ୍ରକାପ୍ତା ଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ବଜ୍ରକାପ୍ତା ରଖିଥିବା ଅଭିଯୋଗ ରେ ଚିଡ଼ାଙ୍ଗପଙ୍କା ଗାଁର ଦାଦା ପୁତୁରା ଯାକବ ମାଝୀ ଏବଂ ଏସୋ ମାଝୀଙ୍କୁ ଅଟକ ରଖି ବନବିଭାଗ ତଦନ୍ତ ଜାରି ରଖିଛି । ବନବିଭାଗ ଏବଂ ସ୍ପେସାଲ ସ୍ୱାର୍ଡ ଚଳାଇଛି ଅପରେସନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର