ପାରାଦ୍ଵୀପରେ କରୋନା ଆତଙ୍କ : ବନ୍ଦରରେ ଲାଗିଥିବା ଏକ ଜାହାଜରୁ ୧୪ କରୋନା ପଜିଟିଭ ଚିହ୍ନଟ

The Sakala Picture
Published On

ପାରାଦ୍ବୀପ : ପାରାଦ୍ଵୀପ ବନ୍ଦରର ଏକ ଜାହାଜରୁ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତୁତକରିନ୍ ବନ୍ଦରରୁ କୋଇଲା ଆଣି ପାରାଦ୍ଵୀପ ବନ୍ଦରକୁ ଆସିଥିବା ଏମଭି-ଏପି କାଏସ୍ ନାମକ ଏକ ଜାହାଜର ୧୪ ଜଣ ସଦସ୍ୟଙ୍କୁ କରୋନା ପଜିଟିଭ ଚିହ୍ନଟ କରାଯାଇଛି। ସେହି ଜାହାଜରେ ୨୪ ଜଣ ସଦସ୍ୟ ଆସିଥିବା ବେଳେ ୧୪ ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା। ତୁତକରିନ୍ ବନ୍ଦର ପକ୍ଷରୁ ୧୪ ଜଣଙ୍କ ସ୍ବାବ ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କ […]

ପାରାଦ୍ବୀପ : ପାରାଦ୍ଵୀପ ବନ୍ଦରର ଏକ ଜାହାଜରୁ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତୁତକରିନ୍ ବନ୍ଦରରୁ କୋଇଲା ଆଣି ପାରାଦ୍ଵୀପ ବନ୍ଦରକୁ ଆସିଥିବା ଏମଭି-ଏପି କାଏସ୍ ନାମକ ଏକ ଜାହାଜର ୧୪ ଜଣ ସଦସ୍ୟଙ୍କୁ କରୋନା ପଜିଟିଭ ଚିହ୍ନଟ କରାଯାଇଛି। ସେହି ଜାହାଜରେ ୨୪ ଜଣ ସଦସ୍ୟ ଆସିଥିବା ବେଳେ ୧୪ ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା। ତୁତକରିନ୍ ବନ୍ଦର ପକ୍ଷରୁ ୧୪ ଜଣଙ୍କ ସ୍ବାବ ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତୁତକରିନ୍ ବନ୍ଦର ପକ୍ଷରୁ ପାରାଦ୍ଵୀପ ବନ୍ଦରକୁ ସୂଚନା ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ପାରାଦ୍ଵୀପ ବନ୍ଦର ପକ୍ଷରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଦ୍ଵାରା ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ପାରାଦ୍ଵୀପ ବନ୍ଦର ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାହାଜକୁ ପାରାଦୀପ ବନ୍ଦର ପକ୍ଷରୁ ସମ୍ପୁର୍ଣ୍ଣ ସାନିଟାଇଜ କରାଯିବା ପରେ ଆଙ୍କରେଜ ଏରିଆକୁ ପଠାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

29 Mar 2021 By The Sakala

ପାରାଦ୍ଵୀପରେ କରୋନା ଆତଙ୍କ : ବନ୍ଦରରେ ଲାଗିଥିବା ଏକ ଜାହାଜରୁ ୧୪ କରୋନା ପଜିଟିଭ ଚିହ୍ନଟ

ପାରାଦ୍ବୀପ : ପାରାଦ୍ଵୀପ ବନ୍ଦରର ଏକ ଜାହାଜରୁ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତୁତକରିନ୍ ବନ୍ଦରରୁ କୋଇଲା ଆଣି ପାରାଦ୍ଵୀପ ବନ୍ଦରକୁ ଆସିଥିବା ଏମଭି-ଏପି କାଏସ୍ ନାମକ ଏକ ଜାହାଜର ୧୪ ଜଣ ସଦସ୍ୟଙ୍କୁ କରୋନା ପଜିଟିଭ ଚିହ୍ନଟ କରାଯାଇଛି। ସେହି ଜାହାଜରେ ୨୪ ଜଣ ସଦସ୍ୟ ଆସିଥିବା ବେଳେ ୧୪ ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା। ତୁତକରିନ୍ ବନ୍ଦର ପକ୍ଷରୁ ୧୪ ଜଣଙ୍କ ସ୍ବାବ ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତୁତକରିନ୍ ବନ୍ଦର ପକ୍ଷରୁ ପାରାଦ୍ଵୀପ ବନ୍ଦରକୁ ସୂଚନା ଦିଆଯାଇଥିଲା।

ପାରାଦ୍ଵୀପ ବନ୍ଦର ପକ୍ଷରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଦ୍ଵାରା ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ପାରାଦ୍ଵୀପ ବନ୍ଦର ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାହାଜକୁ ପାରାଦୀପ ବନ୍ଦର ପକ୍ଷରୁ ସମ୍ପୁର୍ଣ୍ଣ ସାନିଟାଇଜ କରାଯିବା ପରେ ଆଙ୍କରେଜ ଏରିଆକୁ ପଠାଇ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର