ବୁଧବାର ରାଶିଫଳ (୦୨-୦୪-୨୦୨୫)
ମେଷ: ଆରାମଦାୟକ ଜୀବନ ପାଇଁ ନୂତନ ଯୋଜନା କରିବେ। ପାରିବାରିକ ସମ୍ପର୍କରେ ଦୃଢ଼ତା ରହିବ। ନିଜ କାର୍ଯ୍ୟରେ ହେଳା କରିପାରନ୍ତି। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ। ବୃଷ: ପାରିବାରିକ ଜୀବନରେ ସୁଖଶାନ୍ତି ବୃଦ୍ଧି ପାଇବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବୃଦ୍ଧି ପାଇବ। ସହକର୍ମୀଙ୍କ ସହ ଉତ୍ତମ ସମ୍ପର୍କ ରହିବ। ଶାରୀରିକ ସମସ୍ୟା ଦେଖାଦେଇପାରେ। ପ୍ରେମ ବ୍ୟାପାରରେ ସଫଳ ହେବେ। ମିଥୁନ: ନୂତନ ନିବେଶ କରିବାରୁ ଦୂରେଇ ରୁହନ୍ତୁ। ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ […]
ମେଷ: ଆରାମଦାୟକ ଜୀବନ ପାଇଁ ନୂତନ ଯୋଜନା କରିବେ। ପାରିବାରିକ ସମ୍ପର୍କରେ ଦୃଢ଼ତା ରହିବ। ନିଜ କାର୍ଯ୍ୟରେ ହେଳା କରିପାରନ୍ତି। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ।
ବୃଷ: ପାରିବାରିକ ଜୀବନରେ ସୁଖଶାନ୍ତି ବୃଦ୍ଧି ପାଇବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବୃଦ୍ଧି ପାଇବ। ସହକର୍ମୀଙ୍କ ସହ ଉତ୍ତମ ସମ୍ପର୍କ ରହିବ। ଶାରୀରିକ ସମସ୍ୟା ଦେଖାଦେଇପାରେ। ପ୍ରେମ ବ୍ୟାପାରରେ ସଫଳ ହେବେ।
ମିଥୁନ: ନୂତନ ନିବେଶ କରିବାରୁ ଦୂରେଇ ରୁହନ୍ତୁ। ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ନେବେ। ସନ୍ତାନଙ୍କ ସହ ଅଧିକ ସମୟ କଟାଇବେ। ଦାମ୍ପତ୍ୟ ଜୀବନର ସମସ୍ୟା ଦୂର ହେବ।
କର୍କଟ: ଅକସ୍ମାତ୍ ଜୀବନରେ କୌଣସି ପରିବର୍ତ୍ତନ ଆସିବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିପାରେ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଆଗୁଆ ରହିବେ। ଦାମ୍ପତ୍ୟ ଜୀବନ ମଧୁର ରହିବ।
ସିଂହ:ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ପାଇବେ। ନିଜ ଇଚ୍ଛା ଅନୁଯାଇ ଫଳ ପାଇବେ ନାହିଁ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ। ନୂତନ ନିବେଶ କରିବାରୁ ନିବୃତ୍ତ ରୁହନ୍ତୁ। ପଡୋଶୀଙ୍କ ସହ ଭୁଲ୍ ବୁଝାମଣା ହୋଇପାରେ।
କନ୍ୟା: କୋର୍ଟ କଚେରୀ ମାମଲାରେ ବିଜୟ ହେବେ। ଗୁରୁ ଦାୟିତ୍ବ ମିଳିପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅନ୍ୟ ଉପରେ ବିଶ୍ବାସ କରି କଷ୍ଟ ପାଇପାରନ୍ତି। ପାରିବାରିକ ସମ୍ପର୍କ ମଧୁର ହେବ।
ତୁଳା: ଲୋକପ୍ରିୟତା ହାସଲ କରିବେ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। କ୍ୟାରିଅର ପାଇଁ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଗୃହରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବନ୍ଧୁବାନ୍ଧବଙ୍କ ପାଇଁ କାମ ବିଗିଡ଼ି ଯାଇପାରେ।
ବିଛା:ଦୀର୍ଘ ଦିନର ଆଶା ପୂରଣ ହେବ। ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଜୀବନସାଥୀଙ୍କ ସହ ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ପାଇବେ।
ଧନୁ: କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ସଙ୍ଗୀତ ପ୍ରତି ଆକର୍ଷିତ ହେବେ। ଆର୍ଥିକ କାରବାର କରିବା ସମୟରେ ଧ୍ୟାନ ଦିଅନ୍ତୁ। ସମସ୍ତ କାର୍ଯ୍ୟକୁ ଧ୍ୟାନର ସହ କରିବେ। ପରିବାର ସହ ଭ୍ରମଣ ଯୋଗ ରହିଛି ।
ମକର: ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଚିକିତ୍ସାରେ ଅଧିକ ବ୍ୟୟ ହୋଇପାରେ । ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ଚିନ୍ତିତ ରହିବେ। ବ୍ୟବସାୟ କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି।
କୁମ୍ଭ: ବିଶ୍ବାସର ପାତ୍ର ହେବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ବ୍ୟବସାୟରେ ଲାଭବାନ ହେବେ। ନୂଆ ଲୋକଙ୍କ ସହ ସାକ୍ଷାତ କରି ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ଯାତ୍ରା ସମୟରେ ସତର୍କ ରୁହନ୍ତୁ।
ମୀନ: ନୂତନ କାର୍ଯ୍ୟ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ। ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ପାଇଁ ନୂତନ ମାର୍ଗ ପାଇବେ। କୌଣସି କଥାକୁ ନେଇ ମନ ଊଣା ହୋଇପାରେ। ପୁରୁଣା ନିବେଶରୁ ଲାଭ ମିଳିବ।