ରାଉରକେଲାରେ ବିଭତ୍ସ ହତ୍ୟାକାଣ୍ଡ: ପୁର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କ ଗଳାକାଟି ହତ୍ୟା

Madhusudan Das Picture
Published On

ରାଉରକେଲା: ରାଉରକେଲାରେ ବିଭତ୍ସ ହତ୍ୟାକାଣ୍ଡ । ସଂଘବଦ୍ଧ ଆକ୍ରମଣ କରି ଜଣେ ଯୁବକଙ୍କ ଗଳାକାଟି ହତ୍ୟା । ସେକ୍ଟର ୬ ନିକଟରେ ସଙ୍ଘଵଦ୍ଧ ଭାବେ ଜଣେ ଯୁବକକୁ ଭୁଜାଲିରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ। ୬ରୁ ୭ ଜଣ ଯୁବକଙ୍କ ଗଳା କାଟି ହତ୍ୟା କରି ଫେରାର ହୋଇଯାଇଥିବା ସୂଚନା । ତେବେ ପୁର୍ବ ଶତୃତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ। ମୃତ ଯୁଵକ ସେକ୍ଟର ୬ ଅଞ୍ଚଳର ତୋଫାନ ବୋଲି ଚିହ୍ନଟ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା। ଘଟଣାସ୍ଥଳରେ ସେକ୍ଟର ୭ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

16 Jun 2026 By Madhusudan Das

ରାଉରକେଲାରେ ବିଭତ୍ସ ହତ୍ୟାକାଣ୍ଡ: ପୁର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କ ଗଳାକାଟି ହତ୍ୟା

ରାଉରକେଲା: ରାଉରକେଲାରେ ବିଭତ୍ସ ହତ୍ୟାକାଣ୍ଡ । ସଂଘବଦ୍ଧ ଆକ୍ରମଣ କରି ଜଣେ ଯୁବକଙ୍କ ଗଳାକାଟି ହତ୍ୟା । ସେକ୍ଟର ୬ ନିକଟରେ ସଙ୍ଘଵଦ୍ଧ ଭାବେ ଜଣେ ଯୁବକକୁ ଭୁଜାଲିରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ। ୬ରୁ ୭ ଜଣ ଯୁବକଙ୍କ ଗଳା କାଟି ହତ୍ୟା କରି ଫେରାର ହୋଇଯାଇଥିବା ସୂଚନା । ତେବେ ପୁର୍ବ ଶତୃତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ। ମୃତ ଯୁଵକ ସେକ୍ଟର ୬ ଅଞ୍ଚଳର ତୋଫାନ ବୋଲି ଚିହ୍ନଟ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା। ଘଟଣାସ୍ଥଳରେ ସେକ୍ଟର ୭ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର