ଶୁକ୍ରବାର ରାଶିଫଳ (୨୨-୦୯-୨୦୨୩)

The Sakala Picture
Published On

ମେଷ: ପାରିବାରିକ କଳହ ଯୋଗ ରହିଛି। ଜୀବନସାଥୀଙ୍କ ସ୍ବାସ୍ଥ୍ୟକୁ ଅଧିକ ଧ୍ୟାନ ଦିଅନ୍ତୁ। ନୂତନ ଚାକିରି ଯୋଗ ରହିଛି। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଧ୍ୟାନ ଦେବେ। ବୃଷ: ମନ ଅଶାନ୍ତ ରହିବ। କାର୍ଯ୍ୟକ୍ଷେତ୍ରରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। ଆତ୍ମବିଶ୍ବାସ ହରାନ୍ତୁନି। ମିଥୁନ: ବ୍ୟବସାୟ ଆରମ୍ଭ କରିବାକୁ ଶୁଭ ସମୟ। ବନ୍ଧୁଙ୍କ ସହଯୋଗରେ କାର୍ଯ୍ୟ ପୂରା […]

ମେଷ: ପାରିବାରିକ କଳହ ଯୋଗ ରହିଛି। ଜୀବନସାଥୀଙ୍କ ସ୍ବାସ୍ଥ୍ୟକୁ ଅଧିକ ଧ୍ୟାନ ଦିଅନ୍ତୁ। ନୂତନ ଚାକିରି ଯୋଗ ରହିଛି। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଧ୍ୟାନ ଦେବେ।

ଆହୁରି ପଢ଼ନ୍ତୁ: ମହାଶିବରାତ୍ରିରେ ଦୁର୍ଲଭ ସଂଯୋଗ: ମହାଦେବଙ୍କ କୃପାରୁ ଏହି ୪ ରାଶି ହେବେ ମାଲାମାଲ, ଜାଣନ୍ତୁ କାହା ପାଇଁ ଶୁଭ?

ବୃଷ: ମନ ଅଶାନ୍ତ ରହିବ। କାର୍ଯ୍ୟକ୍ଷେତ୍ରରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। ଆତ୍ମବିଶ୍ବାସ ହରାନ୍ତୁନି।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୧-୦୨-୨୦୨୬)

ମିଥୁନ: ବ୍ୟବସାୟ ଆରମ୍ଭ କରିବାକୁ ଶୁଭ ସମୟ। ବନ୍ଧୁଙ୍କ ସହଯୋଗରେ କାର୍ଯ୍ୟ ପୂରା ହେବ। ମାନସିକ ଚିନ୍ତା ଲାଗି ରହିବ। ପାରିବାରିକ ଖୁସି ମିଳିବ। ମାନ ସମ୍ମାନ ବୃଦ୍ଧି ହେବ। ମହିଳାମାନଙ୍କ ଦାୟିତ୍ବ ବଢ଼ିବ।

ଆହୁରି ପଢ଼ନ୍ତୁ: Friday horoscope: ଶୁକ୍ରବାର ରାଶିଫଳ ( ୧୩-୦୨-୨୦୨୬ )

କର୍କଟ: କଥାବାର୍ତ୍ତା କରିବା ସମୟରେ ସଂଯମତା ରକ୍ଷା କରନ୍ତୁ। କାର୍ଯ୍ୟରେ ଆତ୍ମସନ୍ତୋଷ ମିଳିବ। ଖୁସି ଖବର ମିଳିପାରେ। ଧନପ୍ରାପ୍ତି ଯୋଗ ରହିଛି। ବିଦ୍ୟାର୍ଥୀଙ୍କ କୃତିତ୍ବରେ ଅଭିଭାବକ ଗର୍ବ ଅନୁଭବ କରିବେ।

ସିଂହ: ଅଫିସ୍‌ କାର୍ଯ୍ୟ ପାଇଁ ପରିବାରଠାରୁ ଦୂରରେ ରହିବେ। ଅଧିକ ଖର୍ଚ୍ଚାନ୍ତ ହେବେ। ସ୍ବାସ୍ଥ୍ୟପ୍ରତି ଯତ୍ନଶୀଳ ହୁଅନ୍ତୁ। ଭାଇଭଉଣୀଙ୍କ ସହଯୋଗ ମିଳିବ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ।

କନ୍ୟା: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଧାଁ ଧଉଡ଼ରେ ଦିନ ବିତିବ। ମାନସିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ଅଚାନକ ସମସ୍ୟା ଦେଖାଦେବ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ମହିଳାଙ୍କ ଦାୟିତ୍ବ ବଢ଼ିବ।

ତୁଳା: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟ ବୃଦ୍ଧି ଘଟିବ। ସମାଜରେ ମାନସମ୍ମାନ ପାଇବେ। କୌଣସି କାରଣରୁ ମନ ଭଲ ରହିବ ନାହିଁ। ଧାର୍ମିକ ସ୍ଥାନ ଯାତ୍ରା କରିପାରନ୍ତି। ବାଦ- ବିବାଦରୁ ଦୂରେଇ ରୁହନ୍ତୁ।

ବିଛା: ଆତ୍ମବିଶ୍ବାସ ଭରପୂର ରହିବ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ବର୍ତ୍ତମାନ ଉପଯୁକ୍ତ ସମୟ। ପରିବାରରେ ସୁଖ ଶାନ୍ତି ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତଯୋଗ ରହିଛି। ଆର୍ଥିକ ସହଯୋଗ ପାଇବେ।

ଧନୁ: ବ୍ୟବସାୟ ପାଇଁ ଯାତ୍ରା ଶୁଭଦାୟକ। ଅଯଥା ଯୁକ୍ତି କରନ୍ତୁନି। ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ନୂତନ ଜମି କ୍ରୟ କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବେ।

ମକର: କୌଣସି ମାମଲାରେ ଅଧିକ ଚିନ୍ତିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଦୂରସ୍ଥାନ ଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତ କରିବେ। ପ୍ରେମ ବ୍ୟାପାରରେ ଶୁଭ ।

କୁମ୍ଭ: ଅଟକି ରହିଥିବା କାମ ପୂରା ହେବ। ମହିଳାମାନେ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ବନ୍ଧୁଙ୍କ ସହ ସାକ୍ଷାତହେବ। ଉଦ୍ଧାର ଦେଇଥÒବା ଟଙ୍କା ଫେରିପାଇବାରେ ବିଳମ୍ବ ଘଟିବ।

ମୀନ: ଅନ୍ୟ କାହାକୁ ବିଶ୍ବାସ କରି ନିଜ ବ୍ୟବସାୟ ସମ୍ପର୍କିତ ତଥ୍ୟ ଦିଅନ୍ତୁନି। ଗୁରୁଜନଙ୍କ ପରାମର୍ଶ ନେଇ କାମ କରିବେ। ବିପରୀତ ସମୟରେ ଧୈର୍ଯ୍ୟହରା ହେବା ଆଦୌ ଅନୁଚିତ। ଜମି କିଣା ଯୋଗ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp