ଚିଡ଼ିଚିଡ଼ାପଣ ଦୂର କରେ ଭିଟାମିନ୍‌-‘ପି’ ….

The Sakala Picture
Published On

ଶରୀରରକୁ ସୁସ୍ଥ ରହିବା ପାଇଁ ଖାଦ୍ୟରୁ ମିଳୁଥିବା ‘ଭିଟାମିନ୍-ପି’ର ଆବଶ୍ୟକତା ରହିଛି। ‘ପି’ର ଅର୍ଥ ଫ୍ଲେବର, ଯାହାକି ସ୍ବାଦିଷ୍ଟ ଖାଦ୍ୟ ସେବନ କରିବା ପରେ ଖୁସି ପ୍ରଦାନ କରେ। ଏହା ଆଣ୍ଟିଅକ୍ସିଡାଣ୍ଟ ପରି କାମ କରିଥାଏ। ଏହି ଭିଟାମିନ୍ ଚିଡ଼ିଚିଡ଼ା, ପାଚନ ଆଦି ବିକାର ଲକ୍ଷଣକୁ କମ୍ କରିବାରେ ସାହାଯ୍ୟ ହୋଇଥାଏ। ଦୃଢ ରୋଗ ପ୍ରତିରୋଧକ ଶକ୍ତି: ଭିଟାମିନ୍ ପି ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ। ତେଣୁ ବିଭିନ୍ନ ସଂକ୍ରମଣ କାରଣରୁ ହେଉଥିବା […]

ଶରୀରରକୁ ସୁସ୍ଥ ରହିବା ପାଇଁ ଖାଦ୍ୟରୁ ମିଳୁଥିବା ‘ଭିଟାମିନ୍-ପି’ର ଆବଶ୍ୟକତା ରହିଛି। ‘ପି’ର ଅର୍ଥ ଫ୍ଲେବର, ଯାହାକି ସ୍ବାଦିଷ୍ଟ ଖାଦ୍ୟ ସେବନ କରିବା ପରେ ଖୁସି ପ୍ରଦାନ କରେ। ଏହା ଆଣ୍ଟିଅକ୍ସିଡାଣ୍ଟ ପରି କାମ କରିଥାଏ। ଏହି ଭିଟାମିନ୍ ଚିଡ଼ିଚିଡ଼ା, ପାଚନ ଆଦି ବିକାର ଲକ୍ଷଣକୁ କମ୍ କରିବାରେ ସାହାଯ୍ୟ ହୋଇଥାଏ।

ଆହୁରି ପଢ଼ନ୍ତୁ: ଆପଣଙ୍କ ଡିଏନ୍ଏରେ ଲୁଚି ରହିଛି କି ଆଲଜାଇମର୍ସ? ପରିବାରର ଇତିହାସ ବିଷୟରେ କ'ଣ କହୁଛନ୍ତି ଡାକ୍ତର ଜାଣନ୍ତୁ

ଦୃଢ ରୋଗ ପ୍ରତିରୋଧକ ଶକ୍ତି: ଭିଟାମିନ୍ ପି ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ। ତେଣୁ ବିଭିନ୍ନ ସଂକ୍ରମଣ କାରଣରୁ ହେଉଥିବା ରୋଗ

ଆହୁରି ପଢ଼ନ୍ତୁ: ଭିଟାମିନ୍ 'ଡି' ସପ୍ଲିମେଣ୍ଟ: ହାଡ଼ର ସୁସ୍ଥତା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ୧୦ଟି ଶ୍ରେଷ୍ଠ ବିକଳ୍ପ

ନିୟନ୍ତ୍ରଣରେ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଭିଟାମିନ୍‌- ପି ଯୁକ୍ତ ବ୍ଲୁବେରୀ, ବ୍ଲାକବେରୀ, ଲେମ୍ବୁ, ପାଳଙ୍ଗ, ବ୍ରୋକଲି ଆଦି ସେବନ ଦ୍ବାରା ହୃଦ୍‌ରୋଗ, ମଧୁମେହ ତଥା କର୍କଟ ପରି  ଗମ୍ଭୀର ରୋଗ ନିୟନ୍ତ୍ରଣ ରୁେହ। ଦୃଷ୍ଟିଶକ୍ତି ବୃଦ୍ଧିରେ ସହାୟକ ହୁଏ।

ଆହୁରି ପଢ଼ନ୍ତୁ: ସାବଧାନ! ମେନୋପଜ୍ ପରେ ବଢ଼ିପାରେ ହୃଦ୍‌ରୋଗର ବିପଦ, ଜାଣନ୍ତୁ କିପରି ରହିବେ ସୁସ୍ଥ

ତ୍ବଚାକୁ ସୁସ୍ଥ ରଖେ: ଭିଟାମିନ୍ ପି ତ୍ବଚା ସମ୍ବନ୍ଧୀୟ ସମସ୍ୟା ଦୂର କରେ। ମୁହଁରେ ଦାଗ କିମ୍ବା ବ୍ରଣ ଆଦି ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ। ଚେହେରାରେ ଭାଙ୍ଗ ପଡ଼ିନଥାଏ।

ଓଜନ ନିୟନ୍ତ୍ରଣକାରୀ: ନିୟନ୍ତ୍ରଣ ପାଇଁ ଏହା ସବୁଠୁ ଉତ୍ତମ ବିକଳ୍ପ। ପାଚନ ଏବଂ ପୋଷକତତ୍ତ୍ବକୁ ଅବଶୋଷଣରେ ସୁଧାର ଆଣୁଥିବାରୁ ଏହା ଶରୀରରୁ ଅଧିକ ଚର୍ବିକୁ କମାଇଥାଏ।  ମୋଟାପା ସମସ୍ୟାର ଭୟ ରୁହେ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp