ଟ୍ବିଟରକୁ ବାଏ ବାଏ କଲେ କରଣ ଜୋହର, ଜାଣନ୍ତୁ କାହିଁକି…

The Sakala Picture
Published On

ମୁମ୍ବାଇ: ସୋସିଆଲ ମିଡିଆ ସାଇଟ ଟ୍ବିଟରକୁ ବାଏ୍‌ ବାଏ୍‌ କଲେ ବଲିଉଡ଼ର ଖ୍ୟାତନାମା ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର । ମାତ୍ର କ’ଣ ପାଇଁ ସେ ଏଭଳି ନିଷ୍ପତି ନେଲେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଥର ଟ୍ରୋଲିଂ ପାଇଁ ନୁହେଁ ବରଂ ସବୁ ବିବାଦରୁ ଦୂରରେ ରହିବା ପାଇଁ କରଣ ନେଇଛନ୍ତି ଏଭଳି ନୂଆ ନିଷ୍ପତ୍ତି । ଶେଷଥର ପାଇଁ ଟ୍ବିଟ କରି କରଣ ଲେଖିଛନ୍ତି ‘‘ମୁଁ ନିଜ ପାଇଁ ଜାଗା […]

ମୁମ୍ବାଇ: ସୋସିଆଲ ମିଡିଆ ସାଇଟ ଟ୍ବିଟରକୁ ବାଏ୍‌ ବାଏ୍‌ କଲେ ବଲିଉଡ଼ର ଖ୍ୟାତନାମା ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର । ମାତ୍ର କ’ଣ ପାଇଁ ସେ ଏଭଳି ନିଷ୍ପତି ନେଲେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଥର ଟ୍ରୋଲିଂ ପାଇଁ ନୁହେଁ ବରଂ ସବୁ ବିବାଦରୁ ଦୂରରେ ରହିବା ପାଇଁ କରଣ ନେଇଛନ୍ତି ଏଭଳି ନୂଆ ନିଷ୍ପତ୍ତି । ଶେଷଥର ପାଇଁ ଟ୍ବିଟ କରି କରଣ ଲେଖିଛନ୍ତି ‘‘ମୁଁ ନିଜ ପାଇଁ ଜାଗା ତିଆରି କରୁଛି । ମୋତେ ଆହୁରି ପଜିଟିଭ ଏନର୍ଜି ଦରକାର । ଏଥିପାଇଁ ନୁଆ ପଦକ୍ଷେପ ନେଇଛି । ଗୁଡ୍‌ବାଏ ଟ୍ବିଟର ’’ ।

ଆହୁରି ପଢ଼ନ୍ତୁ: 'ଭୂତ ବଙ୍ଗଳା'ରେ ଅକ୍ଷୟ କୁମାର ଏବଂ ପ୍ରିୟଦର୍ଶନଙ୍କ ସହ କାମ କରିବା ନେଇ ପରେଶ ରାୱଲଙ୍କ ବଡ଼ ବୟାନ: କହିଲେ 'ଏମାନଙ୍କ ସହ ଥିଲେ ହିମୋଗ୍ଲୋବିନ୍ ବଢ଼ିଯାଏ'

ନେପୋଟିଜିମ ଓ ଷ୍ଟାରକିଡ୍ସଙ୍କୁ ପ୍ରମୋଟ କରୁଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇ ଆସୁଛି । କିଛି ବି ପୋଷ୍ଟ କରନ୍ତୁ ସବୁବେଳେ ଟ୍ରୋଲରଙ୍କ ଟାର୍ଗେଟରେ ଥାଆନ୍ତି କରଣ । କଫି ୱିଥ୍‌ କରଣ ସୋ’ର ପ୍ରତି ଏପିସୋଡରେ ଆଲିଆଙ୍କୁ ପ୍ରମୋଟ ହେଉ କି ସାରା ଓ ଜାହ୍ନବୀଙ୍କ ମଧ୍ୟରେ ଜାହ୍ନବୀଙ୍କୁ ସମର୍ଥନ ସବୁକ୍ଷେତ୍ରରେ କରଣ ବିବାଦ ଘେରକୁ ଆସିଛନ୍ତି । ହୁଏତ ଏଥିପାଇଁ କରଣ ଟ୍ବିଟରକୁ ଗୁଡ୍‌ବାଏ କହିଥିବା ନେଇ ଚର୍ଚ୍ଚା ହେଉଛି ।

ଆହୁରି ପଢ଼ନ୍ତୁ: ରିଲିଜ୍ ହେଲା 'ଡାକୋଇଟ୍‌' ଟ୍ରେଲର: ଅଦିଭି ଶେଷ ଓ ମୃଣାଳ ଠାକୁରଙ୍କ ଦମଦାର ଆକ୍ସନ, ଜାଣନ୍ତୁ କେବେ ହେବ ମୁକ୍ତିଲାଭ

ସେହିପରି କରଣଙ୍କ ଶେଷ ଟ୍ବିଟରେ ମଧ୍ୟ ସେ ଟ୍ରୋଲିଂର ଶିକାର ହୋଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ସାର୍‌ ଯଦି ଭାରତର ସୁଖ ଶାନ୍ତି ଚାହୁଁଛନ୍ତି କଫି ୱିଥ କରଣ କଚରା (ଅଳିଆ) ବି ହଟାଇ ଦିଅନ୍ତୁ । ଆଉ ଜଣେ ୟୁଜର ଲେଖିଛନ୍ତି ଏହି ଆକାଉଣ୍ଟ ବନ୍ଦ କରି କରଣ ଏକ ଅଜଣା ଆକାଉଣ୍ଟ ବ୍ୟବହାର କରିବେ ।

ଆହୁରି ପଢ଼ନ୍ତୁ: ୫୭ ବର୍ଷ ବୟସରେ ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେଲେ 'ଖିଚଡ଼ି' ଫେମ୍ ଅଭିନେତା ଜେଡି ମଜିଠିୟା

10 Oct 2022 By The Sakala

ଟ୍ବିଟରକୁ ବାଏ ବାଏ କଲେ କରଣ ଜୋହର, ଜାଣନ୍ତୁ କାହିଁକି…

ମୁମ୍ବାଇ: ସୋସିଆଲ ମିଡିଆ ସାଇଟ ଟ୍ବିଟରକୁ ବାଏ୍‌ ବାଏ୍‌ କଲେ ବଲିଉଡ଼ର ଖ୍ୟାତନାମା ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର । ମାତ୍ର କ’ଣ ପାଇଁ ସେ ଏଭଳି ନିଷ୍ପତି ନେଲେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଥର ଟ୍ରୋଲିଂ ପାଇଁ ନୁହେଁ ବରଂ ସବୁ ବିବାଦରୁ ଦୂରରେ ରହିବା ପାଇଁ କରଣ ନେଇଛନ୍ତି ଏଭଳି ନୂଆ ନିଷ୍ପତ୍ତି । ଶେଷଥର ପାଇଁ ଟ୍ବିଟ କରି କରଣ ଲେଖିଛନ୍ତି ‘‘ମୁଁ ନିଜ ପାଇଁ ଜାଗା ତିଆରି କରୁଛି । ମୋତେ ଆହୁରି ପଜିଟିଭ ଏନର୍ଜି ଦରକାର । ଏଥିପାଇଁ ନୁଆ ପଦକ୍ଷେପ ନେଇଛି । ଗୁଡ୍‌ବାଏ ଟ୍ବିଟର ’’ ।

ନେପୋଟିଜିମ ଓ ଷ୍ଟାରକିଡ୍ସଙ୍କୁ ପ୍ରମୋଟ କରୁଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇ ଆସୁଛି । କିଛି ବି ପୋଷ୍ଟ କରନ୍ତୁ ସବୁବେଳେ ଟ୍ରୋଲରଙ୍କ ଟାର୍ଗେଟରେ ଥାଆନ୍ତି କରଣ । କଫି ୱିଥ୍‌ କରଣ ସୋ’ର ପ୍ରତି ଏପିସୋଡରେ ଆଲିଆଙ୍କୁ ପ୍ରମୋଟ ହେଉ କି ସାରା ଓ ଜାହ୍ନବୀଙ୍କ ମଧ୍ୟରେ ଜାହ୍ନବୀଙ୍କୁ ସମର୍ଥନ ସବୁକ୍ଷେତ୍ରରେ କରଣ ବିବାଦ ଘେରକୁ ଆସିଛନ୍ତି । ହୁଏତ ଏଥିପାଇଁ କରଣ ଟ୍ବିଟରକୁ ଗୁଡ୍‌ବାଏ କହିଥିବା ନେଇ ଚର୍ଚ୍ଚା ହେଉଛି ।

ସେହିପରି କରଣଙ୍କ ଶେଷ ଟ୍ବିଟରେ ମଧ୍ୟ ସେ ଟ୍ରୋଲିଂର ଶିକାର ହୋଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ସାର୍‌ ଯଦି ଭାରତର ସୁଖ ଶାନ୍ତି ଚାହୁଁଛନ୍ତି କଫି ୱିଥ କରଣ କଚରା (ଅଳିଆ) ବି ହଟାଇ ଦିଅନ୍ତୁ । ଆଉ ଜଣେ ୟୁଜର ଲେଖିଛନ୍ତି ଏହି ଆକାଉଣ୍ଟ ବନ୍ଦ କରି କରଣ ଏକ ଅଜଣା ଆକାଉଣ୍ଟ ବ୍ୟବହାର କରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp