ମନୋରଞ୍ଜନ

ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ନାଗା ଚୈତନ୍ୟଙ୍କୁ ନେଇ ଥିବା ଡିପଫେକ୍ ଏବଂ ଅଶ୍ଳୀଳ ଏଆଇ କଣ୍ଟେଣ୍ଟ ହଟାଇବାକୁ ୨୪ ଘଣ୍ଟାର ମୋହଲତ
'କାଲା ହିରଣ' ଫିଲ୍ମ ଉପରେ ସଲମାନ ଖାନଙ୍କ ବଡ଼ ଆକ୍ସନ: ନିର୍ମାତାଙ୍କୁ ପଠାଇଲେ ଲିଗାଲ ନୋଟିସ
ଲତା ମଙ୍ଗେସକରଙ୍କ ଯୁଗରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କିମ୍ବଦନ୍ତୀ ଗାୟିକା ସୁମନ କଲ୍ୟାଣପୁରଙ୍କ ପରଲୋକ
'ଗର୍ଭାବସ୍ଥାରେ ଦେବୀ, ମା' ହେବା ପରେ ମୋଟୀ ଡାକୁଛନ୍ତି': ପ୍ରସବ ପରେ ମହିଳାଙ୍କ ପ୍ରତି ସମାଜର ଦୃଷ୍ଟିକୋଣକୁ ନେଇ କିଆରା ଆଡଭାନୀଙ୍କ ବଡ଼ ବୟାନ
'ସୁକେଶଙ୍କ ସହ ସାମିଲ ଥିଲେ ଜ୍ୟାକଲିନ୍': ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀଙ୍କୁ 'ପୀଡ଼ିତା' ବଦଳରେ 'ଅଭିଯୁକ୍ତ' କହିଲେ କୋର୍ଟ

ସାମନ୍ଥାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରୀତମ୍

The Sakala Picture
Published On

ସାଉଥ ଇଣ୍ଡଷ୍ଟ୍ରୀର ବହୁ ଚର୍ଚ୍ଚିତ ଯୋଡ଼ି ସାମନ୍ଥା ଏବଂ ନାଗା ଚୈତନ୍ୟ ଅଲଗା ହୋଇ ସାରିଛନ୍ତି। ଉଭୟଙ୍କ ଛାଡ଼ପତ୍ରକୁ – ନେଇ ଗଣମାଧ୍ୟମରେ କଳ୍ପନାଜଳ୍ପନା ବା ଲାଗି ରହିଛି । ସାମନ୍ଥାଙ୍କ ପୂର୍ବ ହେୟାର ଷ୍ଟାଇଲିଷ୍ଟ ପ୍ରୀତମ୍ ଜୁକଲକରଙ୍କ ସହିତ ସମ୍ପର୍କ ଥିବାରୁ ଏହି ଛାଡ଼ପତ୍ର ହୋଇଛି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି । ଏବେ ଏନେଇ ମୁହଁ ଖୋଲିଛନ୍ତି ପ୍ରୀତମ୍ । ଏଭଳି ବୟାନବାଜି ଯୋଗୁଁ ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିବା ବୋଲି କହିଛନ୍ତି। ନାଗା […]

ସାଉଥ ଇଣ୍ଡଷ୍ଟ୍ରୀର ବହୁ ଚର୍ଚ୍ଚିତ ଯୋଡ଼ି ସାମନ୍ଥା ଏବଂ ନାଗା ଚୈତନ୍ୟ ଅଲଗା ହୋଇ ସାରିଛନ୍ତି। ଉଭୟଙ୍କ ଛାଡ଼ପତ୍ରକୁ – ନେଇ ଗଣମାଧ୍ୟମରେ କଳ୍ପନାଜଳ୍ପନା ବା ଲାଗି ରହିଛି । ସାମନ୍ଥାଙ୍କ ପୂର୍ବ ହେୟାର ଷ୍ଟାଇଲିଷ୍ଟ ପ୍ରୀତମ୍ ଜୁକଲକରଙ୍କ ସହିତ ସମ୍ପର୍କ ଥିବାରୁ ଏହି ଛାଡ଼ପତ୍ର ହୋଇଛି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି । ଏବେ ଏନେଇ ମୁହଁ ଖୋଲିଛନ୍ତି ପ୍ରୀତମ୍ । ଏଭଳି ବୟାନବାଜି ଯୋଗୁଁ ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିବା ବୋଲି କହିଛନ୍ତି। ନାଗା ଓ ସାମନ୍ଥାଙ୍କ ଛାଡ଼ପତ୍ର ପରେ ପ୍ରୀତମ୍ ସହିତ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

ଆହୁରି ପଢ଼ନ୍ତୁ: "ମୁଁ ସମ୍ପୂର୍ଣ୍ଣ ଲଣ୍ଡା, ଏହା ଏକ ୱିଗ୍": ବାଇପୋଲାର୍ ଡିଜଅର୍ଡର ଔଷଧ ଯୋଗୁଁ କେଶ ହରାଇବା ନେଇ ୟୋ ୟୋ ହନି ସିଂହଙ୍କ ଖୁଲାସା

ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଯୋଗୁଁ ନାଗା ଚୈତନ୍ୟ ଓ ସାମନ୍ଥା ଅଲଗା ହୋଇଗଲେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରୀତମ୍ କହିଥିଲେ ଯେ, ସମସ୍ତେ ଜାଣନ୍ତି ମୁଁ ସାମନ୍ଥାଙ୍କୁ ‘ଜିଜି’ ବୋଲି ଡାକେ।  ଆମ ଭାରତୀୟ ପରମ୍ପରାରେ ଭଉଣୀ ପାଇଁ ଏହା ଏକ ଉପଯୁକ୍ତ ଶବ୍ଦ । ସେତେବେଳେ ମୋ ସହିତ ତାଙ୍କ ପ୍ରେମ ସମ୍ପର୍କ କଥା ଉଠୁଛି କେଉଁଠୁ। ନାଗାଙ୍କର ଗୋଟିଏ ବୟାନ ଏଭଳି ଗୁଜବକୁ ଚୁପ୍ କରି ଦେଇପାରେ । କାରଣ ନାଗା ଚୈତନ୍ୟ, ସାମନ୍ଥା ଓ ତାଙ୍କ ଭିତରର ସମ୍ପର୍କକୁ ଜାଣନ୍ତି । ଏହାସହିତ ଏଭଳି ଏକ ସ୍ଥିତିରେ ସେ ସାମସ୍ଥାଙ୍କ ସହିତ ଅଛନ୍ତି ବୋଲି ପ୍ରୀତମ୍ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାପାଙ୍କ ଦ୍ୱିତୀୟ ବିବାହ ଓ ସାବତ ମା’ଙ୍କ ଅପରାଧବୋଧ: ପୂଜା ଭଟ୍ଟ କଲେ ବଡ଼ ଖୁଲାସା

13 Oct 2021 By The Sakala

ସାମନ୍ଥାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରୀତମ୍

ସାଉଥ ଇଣ୍ଡଷ୍ଟ୍ରୀର ବହୁ ଚର୍ଚ୍ଚିତ ଯୋଡ଼ି ସାମନ୍ଥା ଏବଂ ନାଗା ଚୈତନ୍ୟ ଅଲଗା ହୋଇ ସାରିଛନ୍ତି। ଉଭୟଙ୍କ ଛାଡ଼ପତ୍ରକୁ – ନେଇ ଗଣମାଧ୍ୟମରେ କଳ୍ପନାଜଳ୍ପନା ବା ଲାଗି ରହିଛି । ସାମନ୍ଥାଙ୍କ ପୂର୍ବ ହେୟାର ଷ୍ଟାଇଲିଷ୍ଟ ପ୍ରୀତମ୍ ଜୁକଲକରଙ୍କ ସହିତ ସମ୍ପର୍କ ଥିବାରୁ ଏହି ଛାଡ଼ପତ୍ର ହୋଇଛି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି । ଏବେ ଏନେଇ ମୁହଁ ଖୋଲିଛନ୍ତି ପ୍ରୀତମ୍ । ଏଭଳି ବୟାନବାଜି ଯୋଗୁଁ ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିବା ବୋଲି କହିଛନ୍ତି। ନାଗା ଓ ସାମନ୍ଥାଙ୍କ ଛାଡ଼ପତ୍ର ପରେ ପ୍ରୀତମ୍ ସହିତ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଯୋଗୁଁ ନାଗା ଚୈତନ୍ୟ ଓ ସାମନ୍ଥା ଅଲଗା ହୋଇଗଲେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରୀତମ୍ କହିଥିଲେ ଯେ, ସମସ୍ତେ ଜାଣନ୍ତି ମୁଁ ସାମନ୍ଥାଙ୍କୁ ‘ଜିଜି’ ବୋଲି ଡାକେ।  ଆମ ଭାରତୀୟ ପରମ୍ପରାରେ ଭଉଣୀ ପାଇଁ ଏହା ଏକ ଉପଯୁକ୍ତ ଶବ୍ଦ । ସେତେବେଳେ ମୋ ସହିତ ତାଙ୍କ ପ୍ରେମ ସମ୍ପର୍କ କଥା ଉଠୁଛି କେଉଁଠୁ। ନାଗାଙ୍କର ଗୋଟିଏ ବୟାନ ଏଭଳି ଗୁଜବକୁ ଚୁପ୍ କରି ଦେଇପାରେ । କାରଣ ନାଗା ଚୈତନ୍ୟ, ସାମନ୍ଥା ଓ ତାଙ୍କ ଭିତରର ସମ୍ପର୍କକୁ ଜାଣନ୍ତି । ଏହାସହିତ ଏଭଳି ଏକ ସ୍ଥିତିରେ ସେ ସାମସ୍ଥାଙ୍କ ସହିତ ଅଛନ୍ତି ବୋଲି ପ୍ରୀତମ୍ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର