ଟପ ମାଓ ନେତା ସୁଧାକର ନିହତ, ଥିଲା ୪୦ ଲକ୍ଷ ଟଙ୍କାର ପୁରସ୍କାର..

The Sakala Picture
Published On

ମାଲକାନଗିରି: ଲାଲବାହିନୀକୁ ବଡ଼ ଝଟକା। କେନ୍ଦ୍ରୀୟ କମିଟିର ସଦସ୍ୟ ସୁଧାକର ନିହତ। ବିଜାପୁର ଏନକାଉଣ୍ଟରରେ ସେ ନିହତ ହୋଇଛନ୍ତି। ସୁଧାକରଙ୍କ ମୁଣ୍ଡ ଉପରେ ୪୦ ଲକ୍ଷ ଟଙ୍କାର  ପୁରସ୍କାର ଥିଲା । ଡିଆରଜି ଏବଂ ଏସଟିଏଫ ବାହିନୀର ଅପରେସନ୍ ବେଳେ ସୁଧାକର ନିହତ ହୋଇଛନ୍ତି। ଗତ ମେ ମାସରେ କେଶବ ରାଓ ନିହତ ହେବା ପରେ ସୁଧାକରଙ୍କ ମୃତ୍ୟୁ ମାଓ ସଂଗଠନକୁ ବଡ଼ ଝଟକା ଲାଗିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁରର ଜାତୀୟ ଉଦ୍ୟାନରେ ଗୁଳି ବିନିମୟ […]

ମାଲକାନଗିରି: ଲାଲବାହିନୀକୁ ବଡ଼ ଝଟକା। କେନ୍ଦ୍ରୀୟ କମିଟିର ସଦସ୍ୟ ସୁଧାକର ନିହତ। ବିଜାପୁର ଏନକାଉଣ୍ଟରରେ ସେ ନିହତ ହୋଇଛନ୍ତି। ସୁଧାକରଙ୍କ ମୁଣ୍ଡ ଉପରେ ୪୦ ଲକ୍ଷ ଟଙ୍କାର  ପୁରସ୍କାର ଥିଲା । ଡିଆରଜି ଏବଂ ଏସଟିଏଫ ବାହିନୀର ଅପରେସନ୍ ବେଳେ ସୁଧାକର ନିହତ ହୋଇଛନ୍ତି। ଗତ ମେ ମାସରେ କେଶବ ରାଓ ନିହତ ହେବା ପରେ ସୁଧାକରଙ୍କ ମୃତ୍ୟୁ ମାଓ ସଂଗଠନକୁ ବଡ଼ ଝଟକା ଲାଗିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁରର ଜାତୀୟ ଉଦ୍ୟାନରେ ଗୁଳି ବିନିମୟ ଜାରି ରହିଛି।

ଆହୁରି ପଢ଼ନ୍ତୁ: OLXରେ ଶସ୍ତା ଘର ଭଡ଼ାର ପ୍ରଲୋଭନ ଦେଖାଇ ଠକେଇ, ମାଆ ଓ ପୁଅ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର