ପୁଲିସ ଓ ଡାକ୍ତର ପରିଚୟ ଦେଇ କରୁଥିଲେ ବ୍ରାଉନସୁଗର ବେପାର, ମାଡ଼ିବସିଲା ଏସଟିଏଫ୍

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରୁ ପୁଣି କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ପୁଲିସକୁ ଚକମା ଦେବା ପାଇଁ ପୁଲିସ ଓ ଡାକ୍ତର ପରିଚୟ ଦେଇ ଚଳାଉଥିଲେ କାରବାର । ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ କାରବାର କରୁଥିବା ବେଳେ ମାଡ଼ି ବସିଛି ଏସଟିଏଫ୍‌ । ଦୁଇ ଗିରଫ ଅଭିଯୁକ୍ତ ହେଲେ କପିଳ ଦେବ ମଜୁମଦାର ଓ ରଶ୍ମିରଞ୍ଜନ ଭୋଳ । ବ୍ରାଉନସୁଗର କାରବାର ପାଇଁ ଜଣେ ପୁଲିସ ଓ ଆଉ ଜଣେ ଏମସ ଡାକ୍ତରର ନକଲି ପରିଚୟପତ୍ର ତିଆରି […]

ଭୁବନେଶ୍ୱର: ରାଜଧାନୀରୁ ପୁଣି କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ପୁଲିସକୁ ଚକମା ଦେବା ପାଇଁ ପୁଲିସ ଓ ଡାକ୍ତର ପରିଚୟ ଦେଇ ଚଳାଉଥିଲେ କାରବାର । ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ କାରବାର କରୁଥିବା ବେଳେ ମାଡ଼ି ବସିଛି ଏସଟିଏଫ୍‌ । ଦୁଇ ଗିରଫ ଅଭିଯୁକ୍ତ ହେଲେ କପିଳ ଦେବ ମଜୁମଦାର ଓ ରଶ୍ମିରଞ୍ଜନ ଭୋଳ । ବ୍ରାଉନସୁଗର କାରବାର ପାଇଁ ଜଣେ ପୁଲିସ ଓ ଆଉ ଜଣେ ଏମସ ଡାକ୍ତରର ନକଲି ପରିଚୟପତ୍ର ତିଆରି କରିଥିଲେ। ସେମାନଙ୍କ ନିକଟରୁ ୧ କେଜି ୨୩୮ ଗ୍ରାମ୍‌ ବ୍ରାଉନସୁଗର ଜବତ ହୋଇଛି । ୧୭ ହଜାର ଟଙ୍କା ସହ ଫେକ୍‌ ପରିଚୟପତ୍ର ମଧ୍ଯ ଜବତ କରିଛି ଏସଟିଫ୍। ଜବତ ବ୍ରାଉନସୁଗରର ମୂଲ୍ଯ କୋଟିଏରୁ ଅର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଶାଢ଼ୀ ପାଇଁ ସ୍ୱାମୀକୁ ହତ୍ୟା କଲା ପତ୍ନୀ: ପ୍ରେସର କୁକର ଢାଙ୍କୁଣିରେ ପିଟିବା ପରେ ତଣ୍ଟି ଚିପି ନେଲା ଜୀବନ

28 May 2022 By The Sakala

ପୁଲିସ ଓ ଡାକ୍ତର ପରିଚୟ ଦେଇ କରୁଥିଲେ ବ୍ରାଉନସୁଗର ବେପାର, ମାଡ଼ିବସିଲା ଏସଟିଏଫ୍

ଭୁବନେଶ୍ୱର: ରାଜଧାନୀରୁ ପୁଣି କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ପୁଲିସକୁ ଚକମା ଦେବା ପାଇଁ ପୁଲିସ ଓ ଡାକ୍ତର ପରିଚୟ ଦେଇ ଚଳାଉଥିଲେ କାରବାର । ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ କାରବାର କରୁଥିବା ବେଳେ ମାଡ଼ି ବସିଛି ଏସଟିଏଫ୍‌ । ଦୁଇ ଗିରଫ ଅଭିଯୁକ୍ତ ହେଲେ କପିଳ ଦେବ ମଜୁମଦାର ଓ ରଶ୍ମିରଞ୍ଜନ ଭୋଳ । ବ୍ରାଉନସୁଗର କାରବାର ପାଇଁ ଜଣେ ପୁଲିସ ଓ ଆଉ ଜଣେ ଏମସ ଡାକ୍ତରର ନକଲି ପରିଚୟପତ୍ର ତିଆରି କରିଥିଲେ। ସେମାନଙ୍କ ନିକଟରୁ ୧ କେଜି ୨୩୮ ଗ୍ରାମ୍‌ ବ୍ରାଉନସୁଗର ଜବତ ହୋଇଛି । ୧୭ ହଜାର ଟଙ୍କା ସହ ଫେକ୍‌ ପରିଚୟପତ୍ର ମଧ୍ଯ ଜବତ କରିଛି ଏସଟିଫ୍। ଜବତ ବ୍ରାଉନସୁଗରର ମୂଲ୍ଯ କୋଟିଏରୁ ଅର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର