ପୁଣି ଜବତ ହେଲା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର

The Sakala Picture
Published On

ଜଳେଶ୍ବର: ପୁଣି ଜବତ ହେଲା ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର । ଜଳେଶ୍ବର ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ କମର୍ଦା ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି। ପଶ୍ଚିମବଙ୍ଗରୁ ଓଡିଶା ଚାଲାଣ ବେଳେ ଏହି ବ୍ରାଉନସୁଗର ଜବତ ହୋଇଥିବା ଜଣାପଡ଼ିଛି।  ଏହାର ପରିମାଣ ଏକ କେଜି ରହିଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏଥି ସହ ଦୁଇ ଜଣ ବ୍ରାଉନସୁଗର […]

ଜଳେଶ୍ବର: ପୁଣି ଜବତ ହେଲା ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର । ଜଳେଶ୍ବର ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ କମର୍ଦା ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି। ପଶ୍ଚିମବଙ୍ଗରୁ ଓଡିଶା ଚାଲାଣ ବେଳେ ଏହି ବ୍ରାଉନସୁଗର ଜବତ ହୋଇଥିବା ଜଣାପଡ଼ିଛି।  ଏହାର ପରିମାଣ ଏକ କେଜି ରହିଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏଥି ସହ ଦୁଇ ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରାଯାଇଥିବା ସୂଚନା ।

ଆହୁରି ପଢ଼ନ୍ତୁ: ୫ ବର୍ଷ ପରେ ଖୋଲିଲା ସିନ୍ଧୁଦୁର୍ଗ 'ଫୋଣ୍ଡା ଘାଟ ଦୁର୍ଘଟଣା'ର ରହସ୍ୟ, ୨ ଲକ୍ଷ ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଥିଲେ ସାଙ୍ଗ

12 Oct 2022 By The Sakala

ପୁଣି ଜବତ ହେଲା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର

ଜଳେଶ୍ବର: ପୁଣି ଜବତ ହେଲା ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର । ଜଳେଶ୍ବର ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ କମର୍ଦା ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି। ପଶ୍ଚିମବଙ୍ଗରୁ ଓଡିଶା ଚାଲାଣ ବେଳେ ଏହି ବ୍ରାଉନସୁଗର ଜବତ ହୋଇଥିବା ଜଣାପଡ଼ିଛି।  ଏହାର ପରିମାଣ ଏକ କେଜି ରହିଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏଥି ସହ ଦୁଇ ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରାଯାଇଥିବା ସୂଚନା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର