ପ୍ରେମିକାକୁ ଖୁସି କରିବାକୁ ପ୍ରେମିକ କରୁଥିଲା ବ୍ରାଉନସୁଗର ବେପାର

The Sakala Picture
Published On

ଭୁବନେଶ୍ୱର: ପ୍ରେମିକାକୁ ଖୁସି କରିବାକୁ ପ୍ରେମିକର ବ୍ରାଉନସୁଗର ବେପାର । ଦୀପକ ବେହେରା ନାମକ ଜଣେ ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ଗିରଫ ବ୍ୟକ୍ତିଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି କମିଶନରେଟ୍‌ ପୁଲିସ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, କିଛି ଦିନ ହେବ ଦୀପକ ବେହେରା ବ୍ରାଉନ୍‌ସୁଗାର ବେପାର କରୁଥିବା ନେଇ ପୁଲିସ ନିକଟରେ ଗୁଇନ୍ଦା ସୂଚନା ରହିଥିଲା । ଏହିକ୍ରମରେ […]

ଭୁବନେଶ୍ୱର: ପ୍ରେମିକାକୁ ଖୁସି କରିବାକୁ ପ୍ରେମିକର ବ୍ରାଉନସୁଗର ବେପାର । ଦୀପକ ବେହେରା ନାମକ ଜଣେ ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ଗିରଫ ବ୍ୟକ୍ତିଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି କମିଶନରେଟ୍‌ ପୁଲିସ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

ଖବର ଅନୁଯାୟୀ, କିଛି ଦିନ ହେବ ଦୀପକ ବେହେରା ବ୍ରାଉନ୍‌ସୁଗାର ବେପାର କରୁଥିବା ନେଇ ପୁଲିସ ନିକଟରେ ଗୁଇନ୍ଦା ସୂଚନା ରହିଥିଲା । ଏହିକ୍ରମରେ ସୋମବାର ଦିନ କମିଶନରେଟ୍‌ ପୋଲିସ ଚଢାଉ କରି ଦୀପକ ବେହେରା ନାମକ ଜଣେ ବ୍ରାଉନ୍‌ସୁଗାର ବେପାରୀକୁ ଗିରଫ କରିଛି । ତାଙ୍କ ନିକଟରୁ ୨୮୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ ମଧ୍ୟ କରିଛି ପୁଲିସ । ଯାହାର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

16 Aug 2023 By The Sakala

ପ୍ରେମିକାକୁ ଖୁସି କରିବାକୁ ପ୍ରେମିକ କରୁଥିଲା ବ୍ରାଉନସୁଗର ବେପାର

ଭୁବନେଶ୍ୱର: ପ୍ରେମିକାକୁ ଖୁସି କରିବାକୁ ପ୍ରେମିକର ବ୍ରାଉନସୁଗର ବେପାର । ଦୀପକ ବେହେରା ନାମକ ଜଣେ ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ଗିରଫ ବ୍ୟକ୍ତିଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି କମିଶନରେଟ୍‌ ପୁଲିସ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, କିଛି ଦିନ ହେବ ଦୀପକ ବେହେରା ବ୍ରାଉନ୍‌ସୁଗାର ବେପାର କରୁଥିବା ନେଇ ପୁଲିସ ନିକଟରେ ଗୁଇନ୍ଦା ସୂଚନା ରହିଥିଲା । ଏହିକ୍ରମରେ ସୋମବାର ଦିନ କମିଶନରେଟ୍‌ ପୋଲିସ ଚଢାଉ କରି ଦୀପକ ବେହେରା ନାମକ ଜଣେ ବ୍ରାଉନ୍‌ସୁଗାର ବେପାରୀକୁ ଗିରଫ କରିଛି । ତାଙ୍କ ନିକଟରୁ ୨୮୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ ମଧ୍ୟ କରିଛି ପୁଲିସ । ଯାହାର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

https://www.thesakala.in/crime/brown-sugar-trade-that-boyfriends-make-to-please-their-girlfriends/article-24499
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର