ଖୋର୍ଦ୍ଧାରୁ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ୩ଗିରଫ

The Sakala Picture
Published On

ଭୁବନେଶ୍ବର: ଏସଟିଏଫ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା । ଖୋର୍ଦ୍ଧା ବସଷ୍ଟାଣ୍ଡ ନିକଟକରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି ଏସଟିଏଫ। ଜବତ ବ୍ରାଉନସୁଗର ୧କେଜି ୨୬୫ ଗ୍ରାମ ହୋଇଥିବା ବେଳେ  ଆନୁମାନିକ ମୂଲ୍ଯ ୧ କୋଟି ୩୦ ଲକ୍ଷ ହେବ ବୋଲି ଜଣାପଡ଼ିଛି। ଏହି ବ୍ରାଉନସୁଗର କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ । ୩ ଅଭିଯୁକ୍ତ ହେଲେ କଟକର ଅଫତାବ୍‌, ଭଦ୍ରକର ମୁନ୍ନା ଓ ଖୋର୍ଦ୍ଧା ଜିଲ୍ଲାର ସୌରଭ ପଟ୍ଟନାୟକ । ଉଲ୍ଲେଖଯୋଗ୍ୟ […]

ଭୁବନେଶ୍ବର: ଏସଟିଏଫ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା । ଖୋର୍ଦ୍ଧା ବସଷ୍ଟାଣ୍ଡ ନିକଟକରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି ଏସଟିଏଫ। ଜବତ ବ୍ରାଉନସୁଗର ୧କେଜି ୨୬୫ ଗ୍ରାମ ହୋଇଥିବା ବେଳେ  ଆନୁମାନିକ ମୂଲ୍ଯ ୧ କୋଟି ୩୦ ଲକ୍ଷ ହେବ ବୋଲି ଜଣାପଡ଼ିଛି। ଏହି ବ୍ରାଉନସୁଗର କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ । ୩ ଅଭିଯୁକ୍ତ ହେଲେ କଟକର ଅଫତାବ୍‌, ଭଦ୍ରକର ମୁନ୍ନା ଓ ଖୋର୍ଦ୍ଧା ଜିଲ୍ଲାର ସୌରଭ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ୫ ବର୍ଷ ପରେ ଖୋଲିଲା ସିନ୍ଧୁଦୁର୍ଗ 'ଫୋଣ୍ଡା ଘାଟ ଦୁର୍ଘଟଣା'ର ରହସ୍ୟ, ୨ ଲକ୍ଷ ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଥିଲେ ସାଙ୍ଗ

ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟାରେ ଏହି ବ୍ରାଉନସୁଗାର ଜବତ ହୋଇଥିବା ନେଇ ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ଏସଟିଏଫ ଓ  କମିଶନରେଟ ପୁଲିସକୁ ମଧ୍ଯ ପୁଲିସ ଡିଜି ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୦ ପରଠାରୁ ଏସଟିଏଫ ନିଶାଦ୍ରବ୍ୟ କାରବାର ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଜାରି ରଖି ଏପର୍ଯ୍ଯନ୍ତ ମୋଟ ୩୬ କିଲୋଗ୍ରାମ ବ୍ରାଉନସୁଗର / ହେରୋଇନ ଏବଂ ୭୪ କ୍ୱିଣ୍ଟାଲ ୩୮ କିଲୋଗ୍ରାମ ଗଞ୍ଜେଇ ଜବତ କରିସାରିଛି। ଏହି ଘଟଣାରେ ୧୦୦ରୁ ଅଧିକ ନିଶା ବେପାରୀଙ୍କୁ ଗିରଫ କରାଯାଇଛି।

13 Aug 2021 By The Sakala

ଖୋର୍ଦ୍ଧାରୁ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ୩ଗିରଫ

ଭୁବନେଶ୍ବର: ଏସଟିଏଫ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା । ଖୋର୍ଦ୍ଧା ବସଷ୍ଟାଣ୍ଡ ନିକଟକରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି ଏସଟିଏଫ। ଜବତ ବ୍ରାଉନସୁଗର ୧କେଜି ୨୬୫ ଗ୍ରାମ ହୋଇଥିବା ବେଳେ  ଆନୁମାନିକ ମୂଲ୍ଯ ୧ କୋଟି ୩୦ ଲକ୍ଷ ହେବ ବୋଲି ଜଣାପଡ଼ିଛି। ଏହି ବ୍ରାଉନସୁଗର କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ । ୩ ଅଭିଯୁକ୍ତ ହେଲେ କଟକର ଅଫତାବ୍‌, ଭଦ୍ରକର ମୁନ୍ନା ଓ ଖୋର୍ଦ୍ଧା ଜିଲ୍ଲାର ସୌରଭ ପଟ୍ଟନାୟକ ।

ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟାରେ ଏହି ବ୍ରାଉନସୁଗାର ଜବତ ହୋଇଥିବା ନେଇ ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ଏସଟିଏଫ ଓ  କମିଶନରେଟ ପୁଲିସକୁ ମଧ୍ଯ ପୁଲିସ ଡିଜି ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୦ ପରଠାରୁ ଏସଟିଏଫ ନିଶାଦ୍ରବ୍ୟ କାରବାର ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଜାରି ରଖି ଏପର୍ଯ୍ଯନ୍ତ ମୋଟ ୩୬ କିଲୋଗ୍ରାମ ବ୍ରାଉନସୁଗର / ହେରୋଇନ ଏବଂ ୭୪ କ୍ୱିଣ୍ଟାଲ ୩୮ କିଲୋଗ୍ରାମ ଗଞ୍ଜେଇ ଜବତ କରିସାରିଛି। ଏହି ଘଟଣାରେ ୧୦୦ରୁ ଅଧିକ ନିଶା ବେପାରୀଙ୍କୁ ଗିରଫ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର