ନିଶାରାଣୀ ‘ମଇନା’ ସମେତ ୨ ଗିରଫ, ପୁଡ଼ିଆ ଗୋଟାକୁ ବିକୁଥିଲେ ୩୫୦ଟଙ୍କା

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ବ୍ରାଉନସୁଗର କାରବାର ଥମୁନି ନାଁ ଧରୁନି। ପୁଣି ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାରର ପଣ୍ଡାପାର୍କ ବସ୍ତିରୁ ନିଶାରାଣୀ ସମେତ ୨ଜଣକୁ ଅବକାରୀ ଟିମ୍‍ ଗିରଫ କରିଛି। ଅବକାରୀ ଅଧିକାରୀ ଗ୍ରାହକ ବେଶର ବ୍ରାଉନସୁଗର କିଣିବାକୁ ଯାଇ ୨ଜଣଙ୍କୁ କାବୁ କରିବା ସହ ବ୍ରାଉନସୁଗର ଜବତ କରିଛି। ଗିରଫ ଦୁଇଜଣ ହେଲେ ନିଶାରାଣୀ ମଇନା ନାୟକ (୪୦) ଓ ତୋଫାନ ନାୟକ(୩୬)। ସେମାନଙ୍କ ଠାରୁ ୧୦୨ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଜବତ ବ୍ରାଉନସୁଗର ମୂଲ୍ୟ ୧୦ […]

ଭୁବନେଶ୍ୱର: ରାଜଧାନୀରେ ବ୍ରାଉନସୁଗର କାରବାର ଥମୁନି ନାଁ ଧରୁନି। ପୁଣି ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାରର ପଣ୍ଡାପାର୍କ ବସ୍ତିରୁ ନିଶାରାଣୀ ସମେତ ୨ଜଣକୁ ଅବକାରୀ ଟିମ୍‍ ଗିରଫ କରିଛି। ଅବକାରୀ ଅଧିକାରୀ ଗ୍ରାହକ ବେଶର ବ୍ରାଉନସୁଗର କିଣିବାକୁ ଯାଇ ୨ଜଣଙ୍କୁ କାବୁ କରିବା ସହ ବ୍ରାଉନସୁଗର ଜବତ କରିଛି। ଗିରଫ ଦୁଇଜଣ ହେଲେ ନିଶାରାଣୀ ମଇନା ନାୟକ (୪୦) ଓ ତୋଫାନ ନାୟକ(୩୬)। ସେମାନଙ୍କ ଠାରୁ ୧୦୨ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଜବତ ବ୍ରାଉନସୁଗର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି ବିକାଶ ନାୟକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ପୁଡ଼ିଆ ଗୋଟାକୁ ୩୫୦ଟଙ୍କା

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ଗିରଫ ଦୁଇ ନିଶା ବେପାରୀ ଖୋର୍ଦ୍ଧାରୁ ବ୍ରାଉନସୁଗର ଆଣି ବସ୍ତିରେ ବିକ୍ରି କରିଥାନ୍ତି। ସେଠାରୁ ବ୍ରାଉନସୁଗର ଆଣି ବସ୍ତିରେ ଛୋଟ ଛୋଟ ପୁଡ଼ିଆ କରି ବିକ୍ରି କରିଥାନ୍ତି। ତେବେ ଭୁବନେଶ୍ୱର ଅବକାରୀ ଟିମ୍‍ ଖବରପାଇଁ ବସ୍ତିରେ ଚଢ଼ଉ କରିବ ବୋଲି ଯୋଜନା କରିଥିଲା। ଆଜି ସକାଳୁ ଅବକାରୀ ଟିମ୍‍ର ଜଣେ କର୍ମଚାରୀ ଗ୍ରାହକ ବେଶରେ ବ୍ରାଉନସୁଗର ଆଣିଥିଲେ। ଏହାପରେ ପୂରା ଟିମ୍‍ ସେମାନଙ୍କ ଘରେ ଚଢ଼ଉ କରି ପୁଳାପୁଳା ପୁଡିଆ ଜବତ କରିଥିଲା। ସେମାନେ ବ୍ରାଉନସୁଗର ପୁଡିଆ ପିଛା ୩୦୦ରୁ ୩୫୦ ଟଙ୍କା ବିକ୍ରି କରୁଥିଲେ। ତାଙ୍କ ଘରୁ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ବ୍ରାଉନ୍‍ସୁଗର ପୁଡ଼ିଆ ଘରୁ ଜବତ ହୋଇଥିଲା। ଗିରଫ ଦୁଇଜଣ ପ୍ରାୟ ୩ବର୍ଷ ଧରି ବ୍ରାଉନ ସୁଗର କାରବାର କରୁଥିବା ଅବକାରୀ ବିଭାଗ ଜାଣିବାକୁ ପାଇଛି।

03 Nov 2021 By The Sakala

ନିଶାରାଣୀ ‘ମଇନା’ ସମେତ ୨ ଗିରଫ, ପୁଡ଼ିଆ ଗୋଟାକୁ ବିକୁଥିଲେ ୩୫୦ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ବ୍ରାଉନସୁଗର କାରବାର ଥମୁନି ନାଁ ଧରୁନି। ପୁଣି ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାରର ପଣ୍ଡାପାର୍କ ବସ୍ତିରୁ ନିଶାରାଣୀ ସମେତ ୨ଜଣକୁ ଅବକାରୀ ଟିମ୍‍ ଗିରଫ କରିଛି। ଅବକାରୀ ଅଧିକାରୀ ଗ୍ରାହକ ବେଶର ବ୍ରାଉନସୁଗର କିଣିବାକୁ ଯାଇ ୨ଜଣଙ୍କୁ କାବୁ କରିବା ସହ ବ୍ରାଉନସୁଗର ଜବତ କରିଛି। ଗିରଫ ଦୁଇଜଣ ହେଲେ ନିଶାରାଣୀ ମଇନା ନାୟକ (୪୦) ଓ ତୋଫାନ ନାୟକ(୩୬)। ସେମାନଙ୍କ ଠାରୁ ୧୦୨ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଜବତ ବ୍ରାଉନସୁଗର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି ବିକାଶ ନାୟକ ସୂଚନା ଦେଇଛନ୍ତି।

ପୁଡ଼ିଆ ଗୋଟାକୁ ୩୫୦ଟଙ୍କା

ଗିରଫ ଦୁଇ ନିଶା ବେପାରୀ ଖୋର୍ଦ୍ଧାରୁ ବ୍ରାଉନସୁଗର ଆଣି ବସ୍ତିରେ ବିକ୍ରି କରିଥାନ୍ତି। ସେଠାରୁ ବ୍ରାଉନସୁଗର ଆଣି ବସ୍ତିରେ ଛୋଟ ଛୋଟ ପୁଡ଼ିଆ କରି ବିକ୍ରି କରିଥାନ୍ତି। ତେବେ ଭୁବନେଶ୍ୱର ଅବକାରୀ ଟିମ୍‍ ଖବରପାଇଁ ବସ୍ତିରେ ଚଢ଼ଉ କରିବ ବୋଲି ଯୋଜନା କରିଥିଲା। ଆଜି ସକାଳୁ ଅବକାରୀ ଟିମ୍‍ର ଜଣେ କର୍ମଚାରୀ ଗ୍ରାହକ ବେଶରେ ବ୍ରାଉନସୁଗର ଆଣିଥିଲେ। ଏହାପରେ ପୂରା ଟିମ୍‍ ସେମାନଙ୍କ ଘରେ ଚଢ଼ଉ କରି ପୁଳାପୁଳା ପୁଡିଆ ଜବତ କରିଥିଲା। ସେମାନେ ବ୍ରାଉନସୁଗର ପୁଡିଆ ପିଛା ୩୦୦ରୁ ୩୫୦ ଟଙ୍କା ବିକ୍ରି କରୁଥିଲେ। ତାଙ୍କ ଘରୁ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ବ୍ରାଉନ୍‍ସୁଗର ପୁଡ଼ିଆ ଘରୁ ଜବତ ହୋଇଥିଲା। ଗିରଫ ଦୁଇଜଣ ପ୍ରାୟ ୩ବର୍ଷ ଧରି ବ୍ରାଉନ ସୁଗର କାରବାର କରୁଥିବା ଅବକାରୀ ବିଭାଗ ଜାଣିବାକୁ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର