କୋର୍ଟ ଚାଲାଣ ହେଲେ ସାଂସଦ ଅପରାଜିତାଙ୍କ ପିଏ ଧନେଶ୍ବର ଓ ସହଯୋଗୀ ଜ୍ୟୋତିରଞ୍ଜନ

The Sakala Picture
Published On

ଭୁବନେଶ୍ବର : ସାଂସଦ ଅପରାଜିତାଙ୍କ ପିଏ ଧନେଶ୍ୱର ବାରିକ ଓ ସହଯୋଗୀ ଜ୍ୟୋତିରଞ୍ଜନ ପଣ୍ଡାଙ୍କୁ କୋର୍ଟ ଚାଲାଣ କଲା ପୁଲିସ। ମେଡ଼ିକାଲରୁ ଡିସଚାର୍ଜ ପରେ ଲକ୍ଷ୍ମୀସାଗର ଥାନାକୁ ଅଣାଯାଇ କୋର୍ଟ ଚାଲାଣ କରାଯାଇଛି। ଫେବୃଆରୀ ୧୦ ରାତିରେ ସାଂସଦଙ୍କ ପୋଷ୍ଟର ମାରିବା ଘଟଣାରୁ ହୋଇଥିଲା ଗଣ୍ଡଗୋଳ। ୨ ଯୁବକଙ୍କୁ ମାଡ଼ମାରି ଲହୁଲୁହାଣ କରିଥିଲେ ଧନେଶ୍ୱର ଓ ଜ୍ୟୋତି। ଉଭୟଙ୍କୁ ୧୧ ତାରିଖରେ ଗିରଫ କରିଥିଲା କମିଶନରେଟ ପୁଲିସ। ସୂଚନାଯୋଗ୍ୟ ଗତ ୧୨ ତାରିଖରେ ସାଂସଦ ନିଖୋଜ ଥିବା ପୋଷ୍ଟର […]

ଭୁବନେଶ୍ବର : ସାଂସଦ ଅପରାଜିତାଙ୍କ ପିଏ ଧନେଶ୍ୱର ବାରିକ ଓ ସହଯୋଗୀ ଜ୍ୟୋତିରଞ୍ଜନ ପଣ୍ଡାଙ୍କୁ କୋର୍ଟ ଚାଲାଣ କଲା ପୁଲିସ। ମେଡ଼ିକାଲରୁ ଡିସଚାର୍ଜ ପରେ ଲକ୍ଷ୍ମୀସାଗର ଥାନାକୁ ଅଣାଯାଇ କୋର୍ଟ ଚାଲାଣ କରାଯାଇଛି। ଫେବୃଆରୀ ୧୦ ରାତିରେ ସାଂସଦଙ୍କ ପୋଷ୍ଟର ମାରିବା ଘଟଣାରୁ ହୋଇଥିଲା ଗଣ୍ଡଗୋଳ। ୨ ଯୁବକଙ୍କୁ ମାଡ଼ମାରି ଲହୁଲୁହାଣ କରିଥିଲେ ଧନେଶ୍ୱର ଓ ଜ୍ୟୋତି। ଉଭୟଙ୍କୁ ୧୧ ତାରିଖରେ ଗିରଫ କରିଥିଲା କମିଶନରେଟ ପୁଲିସ।

ଆହୁରି ପଢ଼ନ୍ତୁ: ହୋଲି ରାତିରେ ଅମ୍ବିକାପୁରରେ ଲୋମହର୍ଷଣକାରୀ ଘଟଣା: ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ, ପାଣି ଟାଙ୍କିରେ ଲୁଚାଇଲା ଶବ

ସୂଚନାଯୋଗ୍ୟ ଗତ ୧୨ ତାରିଖରେ ସାଂସଦ ନିଖୋଜ ଥିବା ପୋଷ୍ଟର ମରାକୁ ନେଇ ପିଏ ଧନେଶ୍ୱରଙ୍କ ସମେତ ୧୦ରୁ ଅଧିକ ଯୁବକ ଶୁଭମ୍‌ ହୀରାଙ୍କୁ  ମରଣାନ୍ତକ ଆକ୍ରମଣ କରିଥିଲେ । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମର୍ଥକ ମାଡ଼ ମାରିଥିବା ନେଇ ଲଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ଶୁଭମ୍‌ଙ୍କ ମା’ ସୀପ୍ରା । ଆକ୍ରମଣକାରୀଙ୍କ ମଧ୍ୟରେ ସାଂସଦଙ୍କ ପିଏ ଥିବା ମଧ୍ୟ ସେ କହିଥିଲେ । କିନ୍ତୁ ଏବେ ଅଭିଯୁକ୍ତମାନେ ସ୍ୱାସ୍ଥ୍ୟଗତ ସମସ୍ୟାର ଆଳ ଦେଖାଇ ମେଡିକାଲରେ ଭଲ କ୍ୟାବିନ୍‌ରେ ମଉଜ କରୁଥିବା ଜଣାପଡିଥିଲା। ଏହାପରେ ଖୋଦ୍‌ ଶୁଭମ୍‌ଙ୍କ ମା ଏନେଇ ଭୁବନେଶ୍ୱର ଡିସିପିଙ୍କୁ ଅଭିଯୋଗ କରିଥିଲେ । ଆକ୍ରମଣକାରୀଙ୍କୁ ତୁରନ୍ତ  ଦଣ୍ଡ ମିଳୁ ବୋଲି ସେ ଦାବି କରିଥିଲେ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

17 Feb 2021 By The Sakala

କୋର୍ଟ ଚାଲାଣ ହେଲେ ସାଂସଦ ଅପରାଜିତାଙ୍କ ପିଏ ଧନେଶ୍ବର ଓ ସହଯୋଗୀ ଜ୍ୟୋତିରଞ୍ଜନ

ଭୁବନେଶ୍ବର : ସାଂସଦ ଅପରାଜିତାଙ୍କ ପିଏ ଧନେଶ୍ୱର ବାରିକ ଓ ସହଯୋଗୀ ଜ୍ୟୋତିରଞ୍ଜନ ପଣ୍ଡାଙ୍କୁ କୋର୍ଟ ଚାଲାଣ କଲା ପୁଲିସ। ମେଡ଼ିକାଲରୁ ଡିସଚାର୍ଜ ପରେ ଲକ୍ଷ୍ମୀସାଗର ଥାନାକୁ ଅଣାଯାଇ କୋର୍ଟ ଚାଲାଣ କରାଯାଇଛି। ଫେବୃଆରୀ ୧୦ ରାତିରେ ସାଂସଦଙ୍କ ପୋଷ୍ଟର ମାରିବା ଘଟଣାରୁ ହୋଇଥିଲା ଗଣ୍ଡଗୋଳ। ୨ ଯୁବକଙ୍କୁ ମାଡ଼ମାରି ଲହୁଲୁହାଣ କରିଥିଲେ ଧନେଶ୍ୱର ଓ ଜ୍ୟୋତି। ଉଭୟଙ୍କୁ ୧୧ ତାରିଖରେ ଗିରଫ କରିଥିଲା କମିଶନରେଟ ପୁଲିସ।

ସୂଚନାଯୋଗ୍ୟ ଗତ ୧୨ ତାରିଖରେ ସାଂସଦ ନିଖୋଜ ଥିବା ପୋଷ୍ଟର ମରାକୁ ନେଇ ପିଏ ଧନେଶ୍ୱରଙ୍କ ସମେତ ୧୦ରୁ ଅଧିକ ଯୁବକ ଶୁଭମ୍‌ ହୀରାଙ୍କୁ  ମରଣାନ୍ତକ ଆକ୍ରମଣ କରିଥିଲେ । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମର୍ଥକ ମାଡ଼ ମାରିଥିବା ନେଇ ଲଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ଶୁଭମ୍‌ଙ୍କ ମା’ ସୀପ୍ରା । ଆକ୍ରମଣକାରୀଙ୍କ ମଧ୍ୟରେ ସାଂସଦଙ୍କ ପିଏ ଥିବା ମଧ୍ୟ ସେ କହିଥିଲେ । କିନ୍ତୁ ଏବେ ଅଭିଯୁକ୍ତମାନେ ସ୍ୱାସ୍ଥ୍ୟଗତ ସମସ୍ୟାର ଆଳ ଦେଖାଇ ମେଡିକାଲରେ ଭଲ କ୍ୟାବିନ୍‌ରେ ମଉଜ କରୁଥିବା ଜଣାପଡିଥିଲା। ଏହାପରେ ଖୋଦ୍‌ ଶୁଭମ୍‌ଙ୍କ ମା ଏନେଇ ଭୁବନେଶ୍ୱର ଡିସିପିଙ୍କୁ ଅଭିଯୋଗ କରିଥିଲେ । ଆକ୍ରମଣକାରୀଙ୍କୁ ତୁରନ୍ତ  ଦଣ୍ଡ ମିଳୁ ବୋଲି ସେ ଦାବି କରିଥିଲେ ।

https://www.thesakala.in/crime/police-forward-to-court-mp-aparajitas-pa-dhaneshwar-and-associate-jyotiranjan/article-54
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର