ଭିଜିଲାନ୍ସ ଜାଲରେ ଡମପଡ଼ା ତହସିଲର ବରିଷ୍ଠ କିରାଣୀ

The Sakala Picture
Published On

ବାଙ୍କୀ: ଭିଜିଲାନ୍ସ ଜାଲରେ ତହସିଲର ବରିଷ୍ଠ କିରାଣୀ । କଟକ ଜିଲ୍ଲା ଡମପଡ଼ା ତହସିଲ ଅଫିସର ବରିଷ୍ଠ କିରାଣୀ ପ୍ରଶାନ୍ତ କୁମାର ରାଉତ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ଜମି ପଟ୍ଟାର ଅବିକଳ ନକଲ କରିଦବା ପାଇଁ  ଜଣେ ଅଭିଯୋଗକାରୀଙ୍କ ଠାରୁ ୧୨ ହଜାର ୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଆଜି ୩ ହଜାର ଟଙ୍କା ଦେଉଥିବାବେଳେ ଭିଜିଲାନ୍ସ  ପ୍ରଶାନ୍ତଙ୍କୁ ମାଡ଼ି ବସିଥିଲା। ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହାପରେ ତାଙ୍କର ୨ଟି […]

ବାଙ୍କୀ: ଭିଜିଲାନ୍ସ ଜାଲରେ ତହସିଲର ବରିଷ୍ଠ କିରାଣୀ । କଟକ ଜିଲ୍ଲା ଡମପଡ଼ା ତହସିଲ ଅଫିସର ବରିଷ୍ଠ କିରାଣୀ ପ୍ରଶାନ୍ତ କୁମାର ରାଉତ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ଜମି ପଟ୍ଟାର ଅବିକଳ ନକଲ କରିଦବା ପାଇଁ  ଜଣେ ଅଭିଯୋଗକାରୀଙ୍କ ଠାରୁ ୧୨ ହଜାର ୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଆଜି ୩ ହଜାର ଟଙ୍କା ଦେଉଥିବାବେଳେ ଭିଜିଲାନ୍ସ  ପ୍ରଶାନ୍ତଙ୍କୁ ମାଡ଼ି ବସିଥିଲା। ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହାପରେ ତାଙ୍କର ୨ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

28 Jun 2024 By The Sakala

ଭିଜିଲାନ୍ସ ଜାଲରେ ଡମପଡ଼ା ତହସିଲର ବରିଷ୍ଠ କିରାଣୀ

ବାଙ୍କୀ: ଭିଜିଲାନ୍ସ ଜାଲରେ ତହସିଲର ବରିଷ୍ଠ କିରାଣୀ । କଟକ ଜିଲ୍ଲା ଡମପଡ଼ା ତହସିଲ ଅଫିସର ବରିଷ୍ଠ କିରାଣୀ ପ୍ରଶାନ୍ତ କୁମାର ରାଉତ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ଜମି ପଟ୍ଟାର ଅବିକଳ ନକଲ କରିଦବା ପାଇଁ  ଜଣେ ଅଭିଯୋଗକାରୀଙ୍କ ଠାରୁ ୧୨ ହଜାର ୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଆଜି ୩ ହଜାର ଟଙ୍କା ଦେଉଥିବାବେଳେ ଭିଜିଲାନ୍ସ  ପ୍ରଶାନ୍ତଙ୍କୁ ମାଡ଼ି ବସିଥିଲା। ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହାପରେ ତାଙ୍କର ୨ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି।

https://www.thesakala.in/crime/senior-clerk-of-damapada-tahasil-in-vigilance-net/article-33247
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର