ଭିଜିଲାନ୍ସ ଜାଲରେ ସହକାରୀ କୃଷି ଅଧିକାରୀ, ସାର ଡିଲରଙ୍କ ଲାଇସେନ୍ସ ରଦ୍ଦ କରିବାକୁ ଧମକ ଦେଇ ନେଉଥିଲେ ଲାଞ୍ଚ

The Sakala Picture
Published On

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ବରଗଡ଼ ପାଇକମାଳର ସହକାରୀ କୃଷି ଅଧିକାରୀ ତଥା ଫର୍ଟିଲାଇଜର ଇନସ୍ପେକ୍ଟର  ପ୍ରଣୟ କୁମାର ମନ୍ତ୍ରୀ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ପ୍ରଣୟ କୁମାର । ସେ ଜଣେ ସାର ଡିଲରଙ୍କ ଲାଇସେନ୍ସ ରଦ୍ଦ କରିବା ଧମକ ଦେଇ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିଲେ। ତାଙ୍କ ଅଫିସ ସମେତ ୪ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ବର ଶୈଳଶ୍ରୀବିହାର ଘର, କଟକ ଜିଲ୍ଲା ତିଘିରିଆରେ ପୈତୃକ […]

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ବରଗଡ଼ ପାଇକମାଳର ସହକାରୀ କୃଷି ଅଧିକାରୀ ତଥା ଫର୍ଟିଲାଇଜର ଇନସ୍ପେକ୍ଟର  ପ୍ରଣୟ କୁମାର ମନ୍ତ୍ରୀ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ପ୍ରଣୟ କୁମାର । ସେ ଜଣେ ସାର ଡିଲରଙ୍କ ଲାଇସେନ୍ସ ରଦ୍ଦ କରିବା ଧମକ ଦେଇ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିଲେ। ତାଙ୍କ ଅଫିସ ସମେତ ୪ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ବର ଶୈଳଶ୍ରୀବିହାର ଘର, କଟକ ଜିଲ୍ଲା ତିଘିରିଆରେ ପୈତୃକ ଘର ଓ ବରଗଡ଼ ପାଇକମାଳ ଅଫିସରେ  ଚଢ଼ାଉ ଜାରି ରହିଛି ।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

09 Aug 2022 By The Sakala

ଭିଜିଲାନ୍ସ ଜାଲରେ ସହକାରୀ କୃଷି ଅଧିକାରୀ, ସାର ଡିଲରଙ୍କ ଲାଇସେନ୍ସ ରଦ୍ଦ କରିବାକୁ ଧମକ ଦେଇ ନେଉଥିଲେ ଲାଞ୍ଚ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ବରଗଡ଼ ପାଇକମାଳର ସହକାରୀ କୃଷି ଅଧିକାରୀ ତଥା ଫର୍ଟିଲାଇଜର ଇନସ୍ପେକ୍ଟର  ପ୍ରଣୟ କୁମାର ମନ୍ତ୍ରୀ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ପ୍ରଣୟ କୁମାର । ସେ ଜଣେ ସାର ଡିଲରଙ୍କ ଲାଇସେନ୍ସ ରଦ୍ଦ କରିବା ଧମକ ଦେଇ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିଲେ। ତାଙ୍କ ଅଫିସ ସମେତ ୪ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ବର ଶୈଳଶ୍ରୀବିହାର ଘର, କଟକ ଜିଲ୍ଲା ତିଘିରିଆରେ ପୈତୃକ ଘର ଓ ବରଗଡ଼ ପାଇକମାଳ ଅଫିସରେ  ଚଢ଼ାଉ ଜାରି ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର