ପ୍ରେମ ପରେ ପ୍ରତାରଣା ଅଭିଯୋଗରେ ଏମ୍ସ ହୃଦ ରୋଗ ଡାକ୍ତର ଜୟଦୀପ ଗିରଫ

The Sakala Picture
Published On

ଭୁବନେଶ୍ୱର: ଗିରଫ ହେଲେ ଏମ୍ସ  ଭୁବନେଶ୍ବର ଡାକ୍ତର । ପ୍ରେମ ପରେ ପ୍ରତାରଣା ଅଭିଯୋଗରେ ଏମ୍ସ ହୃଦ ରୋଗ ଡାକ୍ତର ଜୟଦୀପ ଦାସ ଗୁପ୍ତା ଗିରଫ ହୋଇଛନ୍ତି । ଡାକ୍ତର ଜୟଦୀପଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସ । ୨ ବର୍ଷ ଧରି ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ବିବାହ ପାଇଁ ପ୍ରତିଶୃତି ଦେଇଥିଲେ। ପରେ ତାଙ୍କୁ ପ୍ରତାରଣା କରିଥିଲେ। ୨୦୨୦ରୁ ଯୁବତୀଙ୍କ ସହ ସମ୍ପର୍କରେ ଥିଲେ ଜୟଦୀପ । ଯୁବତୀଙ୍କ ବାପାଙ୍କ […]

ଭୁବନେଶ୍ୱର: ଗିରଫ ହେଲେ ଏମ୍ସ  ଭୁବନେଶ୍ବର ଡାକ୍ତର । ପ୍ରେମ ପରେ ପ୍ରତାରଣା ଅଭିଯୋଗରେ ଏମ୍ସ ହୃଦ ରୋଗ ଡାକ୍ତର ଜୟଦୀପ ଦାସ ଗୁପ୍ତା ଗିରଫ ହୋଇଛନ୍ତି । ଡାକ୍ତର ଜୟଦୀପଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସ । ୨ ବର୍ଷ ଧରି ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ବିବାହ ପାଇଁ ପ୍ରତିଶୃତି ଦେଇଥିଲେ। ପରେ ତାଙ୍କୁ ପ୍ରତାରଣା କରିଥିଲେ। ୨୦୨୦ରୁ ଯୁବତୀଙ୍କ ସହ ସମ୍ପର୍କରେ ଥିଲେ ଜୟଦୀପ । ଯୁବତୀଙ୍କ ବାପାଙ୍କ ଚିକିତ୍ସା ଆଳରେ ଯୁବତୀଙ୍କ ନମ୍ବର ଆଣି ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ ଡାକ୍ତର। ବାରମ୍ବାର ଶରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଗର୍ଭ ନଷ୍ଟ କରିଥିଲେ ଡାକ୍ତର ଜୟଦୀପ । ଉକ୍ତ ଯୁବତୀଙ୍କ ଜଣଙ୍କ ବେଙ୍ଗାଲୁରୁ ଆଇଟି ସେକ୍କଟରରେ କାମ କରୁଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

18 Oct 2022 By The Sakala

ପ୍ରେମ ପରେ ପ୍ରତାରଣା ଅଭିଯୋଗରେ ଏମ୍ସ ହୃଦ ରୋଗ ଡାକ୍ତର ଜୟଦୀପ ଗିରଫ

ଭୁବନେଶ୍ୱର: ଗିରଫ ହେଲେ ଏମ୍ସ  ଭୁବନେଶ୍ବର ଡାକ୍ତର । ପ୍ରେମ ପରେ ପ୍ରତାରଣା ଅଭିଯୋଗରେ ଏମ୍ସ ହୃଦ ରୋଗ ଡାକ୍ତର ଜୟଦୀପ ଦାସ ଗୁପ୍ତା ଗିରଫ ହୋଇଛନ୍ତି । ଡାକ୍ତର ଜୟଦୀପଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସ । ୨ ବର୍ଷ ଧରି ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ବିବାହ ପାଇଁ ପ୍ରତିଶୃତି ଦେଇଥିଲେ। ପରେ ତାଙ୍କୁ ପ୍ରତାରଣା କରିଥିଲେ। ୨୦୨୦ରୁ ଯୁବତୀଙ୍କ ସହ ସମ୍ପର୍କରେ ଥିଲେ ଜୟଦୀପ । ଯୁବତୀଙ୍କ ବାପାଙ୍କ ଚିକିତ୍ସା ଆଳରେ ଯୁବତୀଙ୍କ ନମ୍ବର ଆଣି ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ ଡାକ୍ତର। ବାରମ୍ବାର ଶରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଗର୍ଭ ନଷ୍ଟ କରିଥିଲେ ଡାକ୍ତର ଜୟଦୀପ । ଉକ୍ତ ଯୁବତୀଙ୍କ ଜଣଙ୍କ ବେଙ୍ଗାଲୁରୁ ଆଇଟି ସେକ୍କଟରରେ କାମ କରୁଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର