ଦାଦାବଟି ମାଗିବା ଅଭିଯୋଗରେ ୨ ଓ୍ବେବ ସାମ୍ବାଦିକ ଗିରଫ

The Sakala Picture
Published On

ଭୁବନେଶ୍ୱର: ଦାଦାବଟି ମାଗିବା ଅଭିଯୋଗରେ ୨ ଜଣ ଓ୍ବେବ ସାମ୍ବାଦିକ ଗିରଫ । ଭୁବନେଶ୍ବରରେ ସେକ୍ସ ରାକେଟ ଚଳାଉଥିବା ନାମରେ ଗେଷ୍ଟ ହାଉସ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ୨ ଜଣ ଓ୍ବେବ ସାମ୍ବାଦିକଙ୍କୁ ଗିରଫ କରିଛି ଭରତପୁର ଥାନା ପୁଲିସ । ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲୁଥିବା କହି ପ୍ରଥମେ ୨ ଲକ୍ଷ ମାଗିଥିଲେ । ଏହାପରେ ୭୦ ହଜାର ଟଙ୍କା ଦାବି କରିଥିଲେ ୨ ଓ୍ବେବ ସାମ୍ବାଦିକ । ଗେଷ୍ଟ ହାଉସରେ ଦେହଜୀବୀ […]

ଭୁବନେଶ୍ୱର: ଦାଦାବଟି ମାଗିବା ଅଭିଯୋଗରେ ୨ ଜଣ ଓ୍ବେବ ସାମ୍ବାଦିକ ଗିରଫ । ଭୁବନେଶ୍ବରରେ ସେକ୍ସ ରାକେଟ ଚଳାଉଥିବା ନାମରେ ଗେଷ୍ଟ ହାଉସ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ୨ ଜଣ ଓ୍ବେବ ସାମ୍ବାଦିକଙ୍କୁ ଗିରଫ କରିଛି ଭରତପୁର ଥାନା ପୁଲିସ । ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲୁଥିବା କହି ପ୍ରଥମେ ୨ ଲକ୍ଷ ମାଗିଥିଲେ । ଏହାପରେ ୭୦ ହଜାର ଟଙ୍କା ଦାବି କରିଥିଲେ ୨ ଓ୍ବେବ ସାମ୍ବାଦିକ । ଗେଷ୍ଟ ହାଉସରେ ଦେହଜୀବୀ ରଖି ଦେହ ବ୍ୟବସାୟ କରୁଥିବା କଥା କହି ଭିଡିଓ ସୁଟ କରି ଧମକ ଦେଇଥିଲେ । ଏହା ପରେ ଟଙ୍କା ମାଗିବାରୁ ଗେଷ୍ଟ ହାଉସ ମାଲିକ ଥାନାରେ ଅଭିଯୋଗ କରିଥିଲେ । ପ୍ରମାଣ ସ୍ବରୂପ ଟଙ୍କା ମାଗିବାର ଅଡିଓ ରେକର୍ଡିଂ ଦାଖଲ କରିଥିଲେ । ପୋଲିସ ଗେଷ୍ଟ ହାଉସକୁ ଯାଇ ତଦନ୍ତ କରିବା ସହ ୨ ଜଣ ଓ୍ବେବ ସାମ୍ବାଦିକଙ୍କୁ ଗିରଫ କରିଥିଲା ।

ଆହୁରି ପଢ଼ନ୍ତୁ: ୫ ବର୍ଷ ପରେ ଖୋଲିଲା ସିନ୍ଧୁଦୁର୍ଗ 'ଫୋଣ୍ଡା ଘାଟ ଦୁର୍ଘଟଣା'ର ରହସ୍ୟ, ୨ ଲକ୍ଷ ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଥିଲେ ସାଙ୍ଗ

17 Oct 2022 By The Sakala

ଦାଦାବଟି ମାଗିବା ଅଭିଯୋଗରେ ୨ ଓ୍ବେବ ସାମ୍ବାଦିକ ଗିରଫ

ଭୁବନେଶ୍ୱର: ଦାଦାବଟି ମାଗିବା ଅଭିଯୋଗରେ ୨ ଜଣ ଓ୍ବେବ ସାମ୍ବାଦିକ ଗିରଫ । ଭୁବନେଶ୍ବରରେ ସେକ୍ସ ରାକେଟ ଚଳାଉଥିବା ନାମରେ ଗେଷ୍ଟ ହାଉସ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ୨ ଜଣ ଓ୍ବେବ ସାମ୍ବାଦିକଙ୍କୁ ଗିରଫ କରିଛି ଭରତପୁର ଥାନା ପୁଲିସ । ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲୁଥିବା କହି ପ୍ରଥମେ ୨ ଲକ୍ଷ ମାଗିଥିଲେ । ଏହାପରେ ୭୦ ହଜାର ଟଙ୍କା ଦାବି କରିଥିଲେ ୨ ଓ୍ବେବ ସାମ୍ବାଦିକ । ଗେଷ୍ଟ ହାଉସରେ ଦେହଜୀବୀ ରଖି ଦେହ ବ୍ୟବସାୟ କରୁଥିବା କଥା କହି ଭିଡିଓ ସୁଟ କରି ଧମକ ଦେଇଥିଲେ । ଏହା ପରେ ଟଙ୍କା ମାଗିବାରୁ ଗେଷ୍ଟ ହାଉସ ମାଲିକ ଥାନାରେ ଅଭିଯୋଗ କରିଥିଲେ । ପ୍ରମାଣ ସ୍ବରୂପ ଟଙ୍କା ମାଗିବାର ଅଡିଓ ରେକର୍ଡିଂ ଦାଖଲ କରିଥିଲେ । ପୋଲିସ ଗେଷ୍ଟ ହାଉସକୁ ଯାଇ ତଦନ୍ତ କରିବା ସହ ୨ ଜଣ ଓ୍ବେବ ସାମ୍ବାଦିକଙ୍କୁ ଗିରଫ କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର