ୟୁକୋ ବ୍ୟାଙ୍କର ମୋବାଇଲ୍ ମାଧ୍ୟମରେ ୫ ମିନିଟ୍‌ରେ ଋଣ

The Sakala Picture
Published On

ଭୁବନେଶ୍ୱର : ୟୁକୋ ବ୍ୟାଙ୍କ ବଜାରକୁ କୌଣସି ଉତ୍ପାଦର ଶୁଭାରମ୍ଭ କରିବା ସମୟରେ ସର୍ବଦା ଗ୍ରାହକଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇଥାଏ। ଏହି କ୍ରମରେ ଗ୍ରାହକଙ୍କ ପରିବର୍ତ୍ତିତ ପସନ୍ଦକୁ ପୂରଣ କରିବା ପାଇଁ ୟୁକୋ ବ୍ୟାଙ୍କ ପ୍ରାକ୍-ଅନୁମୋଦିତ ବ୍ୟକ୍ତିଗତ ଋଣ ଆରମ୍ଭ କରିଛି। ଏହି ଅଫରରେ ସମସ୍ତ ଯୋଗ୍ୟ ଗ୍ରାହକ କୌଣସି ଶାଖା କିମ୍ବା କାର୍ଯ୍ୟାଳୟ ନ ଯାଇ ମୋବାଇଲ୍ ମାଧ୍ୟମରେ ୫ ମିନିଟ୍‌ରେ ସେମାନଙ୍କର ଋଣ ଅନୁମୋଦନ ଏବଂ ପ୍ରାପ୍ତ କରିପାରିବେ। ୟୁକୋ ବ୍ୟାଙ୍କ ଗ୍ରାହକ ଯେଉଁମାନେ […]

ଭୁବନେଶ୍ୱର : ୟୁକୋ ବ୍ୟାଙ୍କ ବଜାରକୁ କୌଣସି ଉତ୍ପାଦର ଶୁଭାରମ୍ଭ କରିବା ସମୟରେ ସର୍ବଦା ଗ୍ରାହକଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇଥାଏ। ଏହି କ୍ରମରେ ଗ୍ରାହକଙ୍କ ପରିବର୍ତ୍ତିତ ପସନ୍ଦକୁ ପୂରଣ କରିବା ପାଇଁ ୟୁକୋ ବ୍ୟାଙ୍କ ପ୍ରାକ୍-ଅନୁମୋଦିତ ବ୍ୟକ୍ତିଗତ ଋଣ ଆରମ୍ଭ କରିଛି। ଏହି ଅଫରରେ ସମସ୍ତ ଯୋଗ୍ୟ ଗ୍ରାହକ କୌଣସି ଶାଖା କିମ୍ବା କାର୍ଯ୍ୟାଳୟ ନ ଯାଇ ମୋବାଇଲ୍ ମାଧ୍ୟମରେ ୫ ମିନିଟ୍‌ରେ ସେମାନଙ୍କର ଋଣ ଅନୁମୋଦନ ଏବଂ ପ୍ରାପ୍ତ କରିପାରିବେ। ୟୁକୋ ବ୍ୟାଙ୍କ ଗ୍ରାହକ ଯେଉଁମାନେ ଜରୁରୀ ଅର୍ଥ ଆବଶ୍ୟକ କରୁଛନ୍ତି ସେମାନେ ୨୪ ଘଣ୍ଟିଆ ଭିତ୍ତିରେ ପ୍ରାକ୍-ଅନୁମୋଦିତ ବ୍ୟକ୍ତିଗତ ଋଣ ପାଇପାରିବେ।

ଆହୁରି ପଢ଼ନ୍ତୁ: ଇନ୍ଧନ ସଙ୍କଟ ଓ ପଶ୍ଚିମ ଏସିଆ ବିବାଦ: ୨୯ଟି ଅନ୍ତର୍ଜାତୀୟ ରୁଟ୍‌ରେ ଉଡ଼ାଣ ହ୍ରାସ କଲା ଏୟାର ଇଣ୍ଡିଆ

କୌଣସି ପ୍ରି-କ୍ଲୋଜର୍ ଚାର୍ଜ ବିନା ବାର୍ଷିକ ୧୦% ସୁଧହାରରେ ଋଣ ମିଳିବ। ୟୁକୋ ବ୍ୟାଙ୍କ ୧୫% ଋଣ ଖାତାର ଅଭିବୃଦ୍ଧି ପଞ୍ଜିକରଣ କରିବା ଏବଂ ନୂତନ ଗ୍ରାହକଙ୍କୁ ଆକର୍ଷଣ କରିବା ଏହି ଯୋଜନାର ଉଦ୍ଦେଶ୍ୟ। ବ୍ୟାଙ୍କର ଡିଜିଟାଲ ରୂପାନ୍ତରଣରେ ପ୍ରାକ୍-ଅନୁମୋଦିତ ବ୍ୟକ୍ତିଗତ ଋଣ ଆଗାମୀ ଦିନରେ ଅଧିକ ଡିଜିଟାଲ ଅଫରମାନ ଆଣିବା ପଦ୍ଧତିକୁ ସରଳ କରିବ।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧ ଓ ତୈଳ ଦର ବୃଦ୍ଧିର ପ୍ରଭାବ: ସର୍ବକାଳୀନ ସର୍ବନିମ୍ନ ସ୍ତରରେ ଟଙ୍କା, ଡଲାର ତୁଳନାରେ ୯୬ ପାର୍

02 Jun 2022 By The Sakala

ୟୁକୋ ବ୍ୟାଙ୍କର ମୋବାଇଲ୍ ମାଧ୍ୟମରେ ୫ ମିନିଟ୍‌ରେ ଋଣ

ଭୁବନେଶ୍ୱର : ୟୁକୋ ବ୍ୟାଙ୍କ ବଜାରକୁ କୌଣସି ଉତ୍ପାଦର ଶୁଭାରମ୍ଭ କରିବା ସମୟରେ ସର୍ବଦା ଗ୍ରାହକଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇଥାଏ। ଏହି କ୍ରମରେ ଗ୍ରାହକଙ୍କ ପରିବର୍ତ୍ତିତ ପସନ୍ଦକୁ ପୂରଣ କରିବା ପାଇଁ ୟୁକୋ ବ୍ୟାଙ୍କ ପ୍ରାକ୍-ଅନୁମୋଦିତ ବ୍ୟକ୍ତିଗତ ଋଣ ଆରମ୍ଭ କରିଛି। ଏହି ଅଫରରେ ସମସ୍ତ ଯୋଗ୍ୟ ଗ୍ରାହକ କୌଣସି ଶାଖା କିମ୍ବା କାର୍ଯ୍ୟାଳୟ ନ ଯାଇ ମୋବାଇଲ୍ ମାଧ୍ୟମରେ ୫ ମିନିଟ୍‌ରେ ସେମାନଙ୍କର ଋଣ ଅନୁମୋଦନ ଏବଂ ପ୍ରାପ୍ତ କରିପାରିବେ। ୟୁକୋ ବ୍ୟାଙ୍କ ଗ୍ରାହକ ଯେଉଁମାନେ ଜରୁରୀ ଅର୍ଥ ଆବଶ୍ୟକ କରୁଛନ୍ତି ସେମାନେ ୨୪ ଘଣ୍ଟିଆ ଭିତ୍ତିରେ ପ୍ରାକ୍-ଅନୁମୋଦିତ ବ୍ୟକ୍ତିଗତ ଋଣ ପାଇପାରିବେ।

କୌଣସି ପ୍ରି-କ୍ଲୋଜର୍ ଚାର୍ଜ ବିନା ବାର୍ଷିକ ୧୦% ସୁଧହାରରେ ଋଣ ମିଳିବ। ୟୁକୋ ବ୍ୟାଙ୍କ ୧୫% ଋଣ ଖାତାର ଅଭିବୃଦ୍ଧି ପଞ୍ଜିକରଣ କରିବା ଏବଂ ନୂତନ ଗ୍ରାହକଙ୍କୁ ଆକର୍ଷଣ କରିବା ଏହି ଯୋଜନାର ଉଦ୍ଦେଶ୍ୟ। ବ୍ୟାଙ୍କର ଡିଜିଟାଲ ରୂପାନ୍ତରଣରେ ପ୍ରାକ୍-ଅନୁମୋଦିତ ବ୍ୟକ୍ତିଗତ ଋଣ ଆଗାମୀ ଦିନରେ ଅଧିକ ଡିଜିଟାଲ ଅଫରମାନ ଆଣିବା ପଦ୍ଧତିକୁ ସରଳ କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp