ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଭାରତରେ ମହଙ୍ଗା ହେବ ଆଇଫୋନ୍‌, ଟ୍ରମ୍ପ୍‌ ଟାରିଫରେ ମୂଲ୍ୟ ୪୦% ପର୍ଯ୍ୟନ୍ତ ବଢ଼ିବ

The Sakala Picture
Published On

ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ଏବେ ଚର୍ଚ୍ଚାରେ, ଏଥିରେ ଏବେ ଟାର୍ଗେଟକୁ ଆସିଛି ଆପଲର ଆଇଫୋନ। ରିପୋର୍ଟ ଅନୁସାରେ ଯଦି ଆପଲ ଅତିରିକ୍ତ ଟ୍ୟାକ୍ସ ଉପଭୋକ୍ତାଙ୍କ ଉପରେ ପକାଏ ତେବେ ଏକ ହାଇଏଣ୍ଡ ଆଇଫୋନର ମୂଲ୍ୟ ପାଖାପାଖି ୨,୩୦୦ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ। ଆଇଫୋନର ମେନୁଫେକ୍ଚରିଂ ମୁଖ୍ୟତଃ ଚୀନରେ ହୋଇଥାଏ, ଯେଉଁଠି ଏବେ ୫୪%ର ଭାରି ଟ୍ୟାକ୍ସ ଲଗାଇ ଦିଆଯାଇଛି। ଏଣୁ ଆଇଫୋନ ପାଇଁ ଆପଲ ନିକଟରେ ଦୁଇଟି ରାସ୍ତା ଅଛି ହୁଏତ ଏହି […]

ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ଏବେ ଚର୍ଚ୍ଚାରେ, ଏଥିରେ ଏବେ ଟାର୍ଗେଟକୁ ଆସିଛି ଆପଲର ଆଇଫୋନ। ରିପୋର୍ଟ ଅନୁସାରେ ଯଦି ଆପଲ ଅତିରିକ୍ତ ଟ୍ୟାକ୍ସ ଉପଭୋକ୍ତାଙ୍କ ଉପରେ ପକାଏ ତେବେ ଏକ ହାଇଏଣ୍ଡ ଆଇଫୋନର ମୂଲ୍ୟ ପାଖାପାଖି ୨,୩୦୦ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ। ଆଇଫୋନର ମେନୁଫେକ୍ଚରିଂ ମୁଖ୍ୟତଃ ଚୀନରେ ହୋଇଥାଏ, ଯେଉଁଠି ଏବେ ୫୪%ର ଭାରି ଟ୍ୟାକ୍ସ ଲଗାଇ ଦିଆଯାଇଛି। ଏଣୁ ଆଇଫୋନ ପାଇଁ ଆପଲ ନିକଟରେ ଦୁଇଟି ରାସ୍ତା ଅଛି ହୁଏତ ଏହି ବୋଝ ନିଜେ ବହନ କରିବ ନଚେତ ଗ୍ରାହକଙ୍କ ଉପରେ ଲଦିବ।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

ଟ୍ରମ୍ପଙ୍କ ନୀତିଙ୍କ ଯୋଗୁ ଏହି ଆମେରିକୀୟ ଉତ୍ପାଦର ଦର ୩୦ରୁ ୪୦% ପର୍ଯ୍ୟନ୍ତ ବଢି ଯାଇପାରେ। ଉଦାହରଣ ଭାବେ ଆଇଫୋନ-୧୬ ଯାହା ୭୯୯ ଡଲାରରେ ଲଞ୍ଚ ହୋଇଥିଲା ତାର ମୂଲ୍ୟ ଏବେ ୧,୧୪୨ ଡଲାରକୁ ଛୁଇଁପାରେ। ସେହିପରି ଆଇଫୋନ ୧୬ ପ୍ରୋ ମାକ୍ସର ମୂଲ୍ୟ ୨,୩୦୦ ଡଲାର ଆଖପାଖକୁ ପହଞ୍ଚି ଯାଇପାରେ। କେବଳ ଏତିକି ନୁହେଁ ଆଇଫୋନର ସବୁଠୁ ଶସ୍ତା ମଡେଲ ଆଇଫୋନ ୧୬ଇ ମୂଲ୍ୟ ୫୯୯ ଡଲାରରୁ ବଢି ୮୫୬ ଡଲାର ପର୍ଯ୍ୟନ୍ତ ଯାଇପାରେ। କେବଳ ଆଇଫୋନ ନୁହେଁ ଅନ୍ୟ ଆପଲ ଡିଭାଇସ ମଧ୍ୟ ମହଙ୍ଗା ହୋଇପାରେ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନିୟମରେ ବଡ଼ ପରିବର୍ତ୍ତନ, ଏବେ ୧୦ କୋଟି ପରିବାରକୁ ମିଳିବ କେବଳ ୪ଟି ସବସିଡି ସିଲିଣ୍ଡର

07 Apr 2025 By The Sakala

ଭାରତରେ ମହଙ୍ଗା ହେବ ଆଇଫୋନ୍‌, ଟ୍ରମ୍ପ୍‌ ଟାରିଫରେ ମୂଲ୍ୟ ୪୦% ପର୍ଯ୍ୟନ୍ତ ବଢ଼ିବ

ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ଏବେ ଚର୍ଚ୍ଚାରେ, ଏଥିରେ ଏବେ ଟାର୍ଗେଟକୁ ଆସିଛି ଆପଲର ଆଇଫୋନ। ରିପୋର୍ଟ ଅନୁସାରେ ଯଦି ଆପଲ ଅତିରିକ୍ତ ଟ୍ୟାକ୍ସ ଉପଭୋକ୍ତାଙ୍କ ଉପରେ ପକାଏ ତେବେ ଏକ ହାଇଏଣ୍ଡ ଆଇଫୋନର ମୂଲ୍ୟ ପାଖାପାଖି ୨,୩୦୦ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ। ଆଇଫୋନର ମେନୁଫେକ୍ଚରିଂ ମୁଖ୍ୟତଃ ଚୀନରେ ହୋଇଥାଏ, ଯେଉଁଠି ଏବେ ୫୪%ର ଭାରି ଟ୍ୟାକ୍ସ ଲଗାଇ ଦିଆଯାଇଛି। ଏଣୁ ଆଇଫୋନ ପାଇଁ ଆପଲ ନିକଟରେ ଦୁଇଟି ରାସ୍ତା ଅଛି ହୁଏତ ଏହି ବୋଝ ନିଜେ ବହନ କରିବ ନଚେତ ଗ୍ରାହକଙ୍କ ଉପରେ ଲଦିବ।

ଟ୍ରମ୍ପଙ୍କ ନୀତିଙ୍କ ଯୋଗୁ ଏହି ଆମେରିକୀୟ ଉତ୍ପାଦର ଦର ୩୦ରୁ ୪୦% ପର୍ଯ୍ୟନ୍ତ ବଢି ଯାଇପାରେ। ଉଦାହରଣ ଭାବେ ଆଇଫୋନ-୧୬ ଯାହା ୭୯୯ ଡଲାରରେ ଲଞ୍ଚ ହୋଇଥିଲା ତାର ମୂଲ୍ୟ ଏବେ ୧,୧୪୨ ଡଲାରକୁ ଛୁଇଁପାରେ। ସେହିପରି ଆଇଫୋନ ୧୬ ପ୍ରୋ ମାକ୍ସର ମୂଲ୍ୟ ୨,୩୦୦ ଡଲାର ଆଖପାଖକୁ ପହଞ୍ଚି ଯାଇପାରେ। କେବଳ ଏତିକି ନୁହେଁ ଆଇଫୋନର ସବୁଠୁ ଶସ୍ତା ମଡେଲ ଆଇଫୋନ ୧୬ଇ ମୂଲ୍ୟ ୫୯୯ ଡଲାରରୁ ବଢି ୮୫୬ ଡଲାର ପର୍ଯ୍ୟନ୍ତ ଯାଇପାରେ। କେବଳ ଆଇଫୋନ ନୁହେଁ ଅନ୍ୟ ଆପଲ ଡିଭାଇସ ମଧ୍ୟ ମହଙ୍ଗା ହୋଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର