ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଟପ୍ -୫ ଇଲେକ୍ଟ୍ରିକ୍ ସ୍କୁଟରର ଜାଣନ୍ତୁ ସମସ୍ତ ଫିଚର: ଲୋକଙ୍କ ପ୍ରଥମ ପସନ୍ଦ ଓଲା ଏସ-୧ ପ୍ରୋ

The Sakala Picture
Published On

ନୂଆଦିଲ୍ଲୀ: ମେ ମାସରେ ସର୍ବାଧିକ ବିକ୍ର ହୋଇଥିବା ଇଲେକ୍ଟ୍ରିକ ସ୍କୁଟର ମଧ୍ଯ ନମ୍ବର-୧ ରେ ରହିଛି ଓଲା ଏସ-୧ ପ୍ରୋ । ମେ ମାସରେ ଓଲା ଏସ-୧ ପ୍ରୋ ୯,୨୨୫ ୟୁନିଟ୍ ବିକ୍ରି ହୋଇଛି।  ଅନ୍ୟପକ୍ଷରେ ଓକିନାୱାର ପ୍ରେଜ ପ୍ରୋ ସ୍କୁଟର ଦୁଇ ନମ୍ବରରେ ରହିଛି। ମେ ମାସରେ ବିକ୍ରୟ ଦୃଷ୍ଟିରୁ ଏଥର୍-୪୫୦ ନମ୍ବର ତିନିରେ ଏବଂ ଟିଭିଏସ୍  ଆଇକ୍ଯୁବ ଚତୁର୍ଥ ସ୍ଥାନରେ ରହିଛି। ଏହା ବ୍ୟତୀତ ଚେତକ ସ୍କୁଟର ୫ ନମ୍ବରରେ ରହିଛି। ଆସନ୍ତୁ ଜାଣିବ […]

ନୂଆଦିଲ୍ଲୀ: ମେ ମାସରେ ସର୍ବାଧିକ ବିକ୍ର ହୋଇଥିବା ଇଲେକ୍ଟ୍ରିକ ସ୍କୁଟର ମଧ୍ଯ ନମ୍ବର-୧ ରେ ରହିଛି ଓଲା ଏସ-୧ ପ୍ରୋ । ମେ ମାସରେ ଓଲା ଏସ-୧ ପ୍ରୋ ୯,୨୨୫ ୟୁନିଟ୍ ବିକ୍ରି ହୋଇଛି।  ଅନ୍ୟପକ୍ଷରେ ଓକିନାୱାର ପ୍ରେଜ ପ୍ରୋ ସ୍କୁଟର ଦୁଇ ନମ୍ବରରେ ରହିଛି। ମେ ମାସରେ ବିକ୍ରୟ ଦୃଷ୍ଟିରୁ ଏଥର୍-୪୫୦ ନମ୍ବର ତିନିରେ ଏବଂ ଟିଭିଏସ୍  ଆଇକ୍ଯୁବ ଚତୁର୍ଥ ସ୍ଥାନରେ ରହିଛି। ଏହା ବ୍ୟତୀତ ଚେତକ ସ୍କୁଟର ୫ ନମ୍ବରରେ ରହିଛି। ଆସନ୍ତୁ ଜାଣିବ ଟପ- ୫ ବିକ୍ରି ହୋଇଥିବା ଇଲେକ୍ଟ୍ରିକ ସ୍କୁଟର ବିଶେଷ ଫିଚର ବିଷୟରେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଖୋଲିବ SEBI ର ନୂଆ ବ୍ରାଞ୍ଚ ଅଫିସ: ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ

s1pro

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ଦର ବୃଦ୍ଧି: ଏକାଥରକେ ବୋଝ ପକାଇବୁ ନାହିଁ, ଧୀରେ ଧୀରେ ବଢିବ ଦାମ୍, ସ୍ପଷ୍ଟ କଲା ଆଇଓସିଏଲ୍

୧- ଓଲା ଏସ-୧ ପ୍ରୋ (OLA S1 Pro) :

ଆହୁରି ପଢ଼ନ୍ତୁ: ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର: ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼

ଓଲାର ଏସ-୧ ପ୍ରୋ ହେଉଛି ସର୍ବୋତ୍ତମ ବିକ୍ରୟ ଇଲେକ୍ଟ୍ରିକ୍ ସ୍କୁଟର। ଓଲାର ଏସ-୧ ପ୍ରୋ ଗୋଟିଏ ଥର ଚାର୍ଜରେ ୧୮୧ କିଲୋମିଟର ମାଇଲେଜ ଦେଇଥାଏ। ଏହାର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୧୧୫  କିଲୋମିଟର ରହିଛି। ଏସ-୧ ପ୍ରୋର ବ୍ୟାଟେରୀ ସମ୍ପୂର୍ଣ୍ଣ ଚାର୍ଜ ହେବା ପାଇଁ ୬ ଘଣ୍ଟା ସମୟ ଲାଗିଥାଏ।

୨- ଓକିନାୱା ପ୍ରେଜ ପ୍ରୋ (Okinawa Praise Pro):
ଓକିନାୱା ପ୍ରେଜ ପ୍ରୋ ମେ ମାସରେ ୭,୩୩୯ ୟୁନିଟ୍ ବିକ୍ରି କରିଛି। ସର୍ବୋତ୍ତମ ବିକ୍ରି ହେଉଥିବା ବୈଦ୍ୟୁତିକ ସ୍କୁଟର ମଧ୍ୟରେ ଏହା ଦ୍ୱିତୀୟ ସ୍ଥାନରେ ଅଛି। ଏହାକୁ ଚାର୍ଜ କରିବାକୁ ମାତ୍ର ୩ ଘଣ୍ଟା ସମୟ ଲାଗିଥାଏ। ଏହାର ଫାଷ୍ଟ ଚାର୍ଜିଂ ଅନ୍ୟ ଲେକ୍ଟ୍ରିକ ସ୍କୁଟରଠାରୁ ଭିନ୍ନ। କିନ୍ତୁ ଏହାର ମାଇଲେଜ ଅର୍ଥାତ ଥରେ ଚାର୍ଜ କଲେ ୮୫ କିଲୋମିଟିର ଯାଇଥାଏ।

୩-ଏଥର୍ ୪୫୦ (Ather 450 ):
ମେ ମାସରେ ଏହି ଇଲେକ୍ଟ୍ରିକ ସ୍କୁଟର ୩,୬୬୭ ୟୁନିଟ୍ ବିକ୍ରି ହୋଇଥିଲା।  ଏହା ହେଉଛି ତୃତୀୟ ସର୍ବଶ୍ରେଷ୍ଠ ବିକ୍ରୟ ଇଲେକ୍ଟ୍ରିକ୍ ସ୍କୁଟର।  ଏହାର ମାଇଲେଜ ୧୧୬ କିଲୋମିଟର ରହିଥିବା ବେଳେ ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୮୦କିଲୋମିଟର ରହିଛି। ଏହାକୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ୪  ଘଣ୍ଟା ସମୟ ଲାଗିଥାଏ। ଏଥର୍ ଏହାର ଉପଭୋକ୍ତାମାନଙ୍କୁ ଜୁନ୍ ୩୦ ପର୍ଯ୍ୟନ୍ତ ମାଗଣା ଚାର୍ଜିଂ ସୁବିଧା ପ୍ରଦାନ କରୁଛି। ଏଥିରେ ଓଲାର S1 ପ୍ରୋ ଭଳି ରିଭର୍ସ ଫିଚର ମଧ୍ଯ ପାଇପାରିବେ।

୪- ଟିଭିଏସ ଆଇକ୍ଯୁବ (TVS iQube ):

ମେ ମାସରେ TVS ର iQube ହେଉଛି ଚତୁର୍ଥ ସର୍ବାଧିକ ବିକ୍ରି ହେଉଥିବା ଇଲେକ୍ଟ୍ରିକ୍ ସ୍କୁଟର। ମେ ମାସରେ ୨,୬୩୭ ୟୁନିଟ୍ ଟିଭିଏସ ଆଇକ୍ଯୁ ବିକ୍ରି ହୋଇଥିଲା।  ଏହି ଇଲେକ୍ଟ୍ରିକ ସ୍କୁଟର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୮୨ କିଲୋମିଟର ରହିଥିବା ବେଳେ ଥରେ ଚାର୍ଜ କଲେ ଏହା ୧୪୫ କିଲୋମିଟର ଯାଇଥାଏ। ଏହି ସ୍କୁଟରରେ ଫାଷ୍ଟ ଚାର୍ଜିଂ ସୁବିଧା ଦିଆଯାଇଛି। ବ୍ୟାଟେରୀକୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ପ୍ରାୟ ୪ ଘଣ୍ଟା ସମୟ ଲାଗେ।

୫-ଚେତକ୍ (Chetak)
ମେ ମାସରେ ଚେତକର ୨୫୪୪ ୟୁନିଟ୍ ବିକ୍ରି ହୋଇଥିଲା । ଏହା ହେଉଛି ୫ମ ସର୍ବଶ୍ରେଷ୍ଠ ଇଲେକ୍ଟ୍ରିକ୍ ସ୍କୁଟର। ଚେତକକୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ୫ ଘଣ୍ଟା ସମୟ ଲାଗିଥାଏ।  ଏହାକୁ ଥରେ ଚାର୍ଚ୍ଚ କଲେ ୯୦ କିଲୋମିଟର  ଯାଇଥାଏ। ଏହାର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୭୦ କିଲୋମିଟର ରହିଛି। ପୂର୍ବ ମାସ ତୁଳନାରେ ମେ ମାସରେ ଚେତକଙ୍କ ବିକ୍ରି ୮୫.୭% ବୃଦ୍ଧି ପାଇଛି।

20 Jun 2022 By The Sakala

ଟପ୍ -୫ ଇଲେକ୍ଟ୍ରିକ୍ ସ୍କୁଟରର ଜାଣନ୍ତୁ ସମସ୍ତ ଫିଚର: ଲୋକଙ୍କ ପ୍ରଥମ ପସନ୍ଦ ଓଲା ଏସ-୧ ପ୍ରୋ

ନୂଆଦିଲ୍ଲୀ: ମେ ମାସରେ ସର୍ବାଧିକ ବିକ୍ର ହୋଇଥିବା ଇଲେକ୍ଟ୍ରିକ ସ୍କୁଟର ମଧ୍ଯ ନମ୍ବର-୧ ରେ ରହିଛି ଓଲା ଏସ-୧ ପ୍ରୋ । ମେ ମାସରେ ଓଲା ଏସ-୧ ପ୍ରୋ ୯,୨୨୫ ୟୁନିଟ୍ ବିକ୍ରି ହୋଇଛି।  ଅନ୍ୟପକ୍ଷରେ ଓକିନାୱାର ପ୍ରେଜ ପ୍ରୋ ସ୍କୁଟର ଦୁଇ ନମ୍ବରରେ ରହିଛି। ମେ ମାସରେ ବିକ୍ରୟ ଦୃଷ୍ଟିରୁ ଏଥର୍-୪୫୦ ନମ୍ବର ତିନିରେ ଏବଂ ଟିଭିଏସ୍  ଆଇକ୍ଯୁବ ଚତୁର୍ଥ ସ୍ଥାନରେ ରହିଛି। ଏହା ବ୍ୟତୀତ ଚେତକ ସ୍କୁଟର ୫ ନମ୍ବରରେ ରହିଛି। ଆସନ୍ତୁ ଜାଣିବ ଟପ- ୫ ବିକ୍ରି ହୋଇଥିବା ଇଲେକ୍ଟ୍ରିକ ସ୍କୁଟର ବିଶେଷ ଫିଚର ବିଷୟରେ।

s1pro

୧- ଓଲା ଏସ-୧ ପ୍ରୋ (OLA S1 Pro) :

ଓଲାର ଏସ-୧ ପ୍ରୋ ହେଉଛି ସର୍ବୋତ୍ତମ ବିକ୍ରୟ ଇଲେକ୍ଟ୍ରିକ୍ ସ୍କୁଟର। ଓଲାର ଏସ-୧ ପ୍ରୋ ଗୋଟିଏ ଥର ଚାର୍ଜରେ ୧୮୧ କିଲୋମିଟର ମାଇଲେଜ ଦେଇଥାଏ। ଏହାର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୧୧୫  କିଲୋମିଟର ରହିଛି। ଏସ-୧ ପ୍ରୋର ବ୍ୟାଟେରୀ ସମ୍ପୂର୍ଣ୍ଣ ଚାର୍ଜ ହେବା ପାଇଁ ୬ ଘଣ୍ଟା ସମୟ ଲାଗିଥାଏ।

୨- ଓକିନାୱା ପ୍ରେଜ ପ୍ରୋ (Okinawa Praise Pro):
ଓକିନାୱା ପ୍ରେଜ ପ୍ରୋ ମେ ମାସରେ ୭,୩୩୯ ୟୁନିଟ୍ ବିକ୍ରି କରିଛି। ସର୍ବୋତ୍ତମ ବିକ୍ରି ହେଉଥିବା ବୈଦ୍ୟୁତିକ ସ୍କୁଟର ମଧ୍ୟରେ ଏହା ଦ୍ୱିତୀୟ ସ୍ଥାନରେ ଅଛି। ଏହାକୁ ଚାର୍ଜ କରିବାକୁ ମାତ୍ର ୩ ଘଣ୍ଟା ସମୟ ଲାଗିଥାଏ। ଏହାର ଫାଷ୍ଟ ଚାର୍ଜିଂ ଅନ୍ୟ ଲେକ୍ଟ୍ରିକ ସ୍କୁଟରଠାରୁ ଭିନ୍ନ। କିନ୍ତୁ ଏହାର ମାଇଲେଜ ଅର୍ଥାତ ଥରେ ଚାର୍ଜ କଲେ ୮୫ କିଲୋମିଟିର ଯାଇଥାଏ।

୩-ଏଥର୍ ୪୫୦ (Ather 450 ):
ମେ ମାସରେ ଏହି ଇଲେକ୍ଟ୍ରିକ ସ୍କୁଟର ୩,୬୬୭ ୟୁନିଟ୍ ବିକ୍ରି ହୋଇଥିଲା।  ଏହା ହେଉଛି ତୃତୀୟ ସର୍ବଶ୍ରେଷ୍ଠ ବିକ୍ରୟ ଇଲେକ୍ଟ୍ରିକ୍ ସ୍କୁଟର।  ଏହାର ମାଇଲେଜ ୧୧୬ କିଲୋମିଟର ରହିଥିବା ବେଳେ ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୮୦କିଲୋମିଟର ରହିଛି। ଏହାକୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ୪  ଘଣ୍ଟା ସମୟ ଲାଗିଥାଏ। ଏଥର୍ ଏହାର ଉପଭୋକ୍ତାମାନଙ୍କୁ ଜୁନ୍ ୩୦ ପର୍ଯ୍ୟନ୍ତ ମାଗଣା ଚାର୍ଜିଂ ସୁବିଧା ପ୍ରଦାନ କରୁଛି। ଏଥିରେ ଓଲାର S1 ପ୍ରୋ ଭଳି ରିଭର୍ସ ଫିଚର ମଧ୍ଯ ପାଇପାରିବେ।

୪- ଟିଭିଏସ ଆଇକ୍ଯୁବ (TVS iQube ):

ମେ ମାସରେ TVS ର iQube ହେଉଛି ଚତୁର୍ଥ ସର୍ବାଧିକ ବିକ୍ରି ହେଉଥିବା ଇଲେକ୍ଟ୍ରିକ୍ ସ୍କୁଟର। ମେ ମାସରେ ୨,୬୩୭ ୟୁନିଟ୍ ଟିଭିଏସ ଆଇକ୍ଯୁ ବିକ୍ରି ହୋଇଥିଲା।  ଏହି ଇଲେକ୍ଟ୍ରିକ ସ୍କୁଟର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୮୨ କିଲୋମିଟର ରହିଥିବା ବେଳେ ଥରେ ଚାର୍ଜ କଲେ ଏହା ୧୪୫ କିଲୋମିଟର ଯାଇଥାଏ। ଏହି ସ୍କୁଟରରେ ଫାଷ୍ଟ ଚାର୍ଜିଂ ସୁବିଧା ଦିଆଯାଇଛି। ବ୍ୟାଟେରୀକୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ପ୍ରାୟ ୪ ଘଣ୍ଟା ସମୟ ଲାଗେ।

୫-ଚେତକ୍ (Chetak)
ମେ ମାସରେ ଚେତକର ୨୫୪୪ ୟୁନିଟ୍ ବିକ୍ରି ହୋଇଥିଲା । ଏହା ହେଉଛି ୫ମ ସର୍ବଶ୍ରେଷ୍ଠ ଇଲେକ୍ଟ୍ରିକ୍ ସ୍କୁଟର। ଚେତକକୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ୫ ଘଣ୍ଟା ସମୟ ଲାଗିଥାଏ।  ଏହାକୁ ଥରେ ଚାର୍ଚ୍ଚ କଲେ ୯୦ କିଲୋମିଟର  ଯାଇଥାଏ। ଏହାର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୭୦ କିଲୋମିଟର ରହିଛି। ପୂର୍ବ ମାସ ତୁଳନାରେ ମେ ମାସରେ ଚେତକଙ୍କ ବିକ୍ରି ୮୫.୭% ବୃଦ୍ଧି ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp