୧୭ଟି ସ୍ପାଏଲୋନ ଆପ୍କୁ ପ୍ଲେ ଷ୍ଟୋରରୁ ହଟାଇଲା ଗୁଗଲ୍
ନୂଆଦିଲ୍ଲୀ: ଗୁଗୁଲ୍ ପ୍ଲେ ଏହାର ଷ୍ଟୋରରୁ ୧୭ଋଣ ପ୍ରଦାନକାରୀ ଆପ୍କୁ ହଟାଇଦେଇଛି। ଏହି ଆପ୍ସ ବ୍ୟବହାରକାରୀଙ୍କୁ ଠକିଥିଲା। ଏହି ଆପ୍ସରେ ଗୁପ୍ତଚର ମାଲୱେର୍ ରହିଥିବା ସାଇବର ସିକ୍ୟୁରିଟି ଏଜେନ୍ସି ଇଏସ୍ଇଟି ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନ ରିପୋର୍ଟରୁ ଜଣାପଡିଥିଲା। ଅନେକ ଠକ ଇନଷ୍ଟାଣ୍ଟ ଋଣ ଆପ୍ ଜରିଆରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ଟାର୍ଗେଟ କରୁଛନ୍ତି। ରିପୋର୍ଟରେ ୧୮ଟି ଆପ୍ ଚିହ୍ନଟ କରାଯାଇଛି, ସେଥିମଧ୍ୟରୁ ଗୁଗଲ୍ ୧୭ ଆପ୍କୁ ଅପସାରଣ ହଟାଯାଇଥିବା ଆପ୍ଗୁଡିକ ୧.୨୦ କୋଟି ଥର ଡାଉନଲୋଡ୍ ହୋଇସାରିଛି। […]
ନୂଆଦିଲ୍ଲୀ: ଗୁଗୁଲ୍ ପ୍ଲେ ଏହାର ଷ୍ଟୋରରୁ ୧୭ଋଣ ପ୍ରଦାନକାରୀ ଆପ୍କୁ ହଟାଇଦେଇଛି। ଏହି ଆପ୍ସ ବ୍ୟବହାରକାରୀଙ୍କୁ ଠକିଥିଲା। ଏହି ଆପ୍ସରେ ଗୁପ୍ତଚର ମାଲୱେର୍ ରହିଥିବା ସାଇବର ସିକ୍ୟୁରିଟି ଏଜେନ୍ସି ଇଏସ୍ଇଟି ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନ ରିପୋର୍ଟରୁ ଜଣାପଡିଥିଲା। ଅନେକ ଠକ ଇନଷ୍ଟାଣ୍ଟ ଋଣ ଆପ୍ ଜରିଆରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ଟାର୍ଗେଟ କରୁଛନ୍ତି। ରିପୋର୍ଟରେ ୧୮ଟି ଆପ୍ ଚିହ୍ନଟ କରାଯାଇଛି, ସେଥିମଧ୍ୟରୁ ଗୁଗଲ୍ ୧୭ ଆପ୍କୁ ଅପସାରଣ ହଟାଯାଇଥିବା ଆପ୍ଗୁଡିକ ୧.୨୦ କୋଟି ଥର ଡାଉନଲୋଡ୍ ହୋଇସାରିଛି।
ଏହି ଆପ୍ ଗୁଡିକ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏବଂ ଏସ୍ଏମ୍ଏସ୍ ପରି ତୃତୀୟ ପକ୍ଷ ଉତ୍ସ ମାଧ୍ୟମରେ ଟେକ୍ସଟ ମେସେଜ୍ ପଠାଇ ଲୋକଙ୍କୁ ପ୍ରତାରଣା କରୁଥିଲେ । ଏହି ଆପଗୁଡ଼ିକ ମେକ୍ସିକୋ, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ, ଭିଏତନାମ, ପାକିସ୍ଥାନ, କଲମ୍ବିଆ, ପେରୁ, ଫିଲିପାଇନ୍ସ, ଇଜିପ୍ଟ, କେନିଆ, ନାଇଜେରିଆ ଏବଂ ସିଙ୍ଗାପୁର ସହିତ ଭାରତରେ ପରିଚାଳିତ। ରିପୋର୍ଟ ଅନୁଯାୟୀ, ତତକ୍ଷଣାତ୍ ଋଣ ଦେବା ନାମରେ ଏହି ଆପ୍ସଗୁଡିକ କଲ୍ ଲଗ୍, ଷ୍ଟୋରେଜ୍, ମିଡିଆ ଫାଇଲ୍, ଯୋଗାଯୋଗ ତାଲିକା ଏବଂ ଅବସ୍ଥାନ ତଥ୍ୟ ଭଳି ଅନେକ ପ୍ରକାରର ଅନୁମତି ସ୍ଥାନାନ୍ତର କରିଥାଏ।