ଛୁଆଙ୍କୁ ବିଷଦେଇ ବାପାର ଆତ୍ମହତ୍ୟା ଉଦ୍ୟମ; ଚିକିତ୍ସାଧୀନ ଅବସ୍ଥାରେ ପୁଅ ମୃତ, ଝିଅର ଅବସ୍ଥା ସଙ୍କଟାପନ୍ନ…

The Sakala Picture
Published On

ଗଜପତି: ପାରିବାରିକ କଳହରୁ ପିଶାଚ ପାଲଟିଲା ବାପା। ୮ ବର୍ଷର ପୁଅ ଓ ୧୨ ବର୍ଷର ଝିଅକୁ ବିଷ ଦେଇ ନିଜେ ବିଷ ପିଇ ଆତ୍ମହତ୍ଯା ଉଦ୍ଯମ କରିଛି ବାପା। ପୁଅ ମୃତ, ବାପା ଓ ଝିଅ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ପାରଳାଖେମୁଣ୍ଡି ଓଡ଼ିଆ ପାରଳା ସାହିରେ। ଗୁରୁତର ସୁଭାଶିଷ ପାଣିଗ୍ରାହୀ ଏବଂ ପୁଅ ବିଜୟାନନ୍ଦ ଓ ଝିଅ ପ୍ରିୟଦର୍ଶିନୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାରଳାଖେମୁଣ୍ଡି […]

ଗଜପତି: ପାରିବାରିକ କଳହରୁ ପିଶାଚ ପାଲଟିଲା ବାପା। ୮ ବର୍ଷର ପୁଅ ଓ ୧୨ ବର୍ଷର ଝିଅକୁ ବିଷ ଦେଇ ନିଜେ ବିଷ ପିଇ ଆତ୍ମହତ୍ଯା ଉଦ୍ଯମ କରିଛି ବାପା। ପୁଅ ମୃତ, ବାପା ଓ ଝିଅ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ପାରଳାଖେମୁଣ୍ଡି ଓଡ଼ିଆ ପାରଳା ସାହିରେ। ଗୁରୁତର ସୁଭାଶିଷ ପାଣିଗ୍ରାହୀ ଏବଂ ପୁଅ ବିଜୟାନନ୍ଦ ଓ ଝିଅ ପ୍ରିୟଦର୍ଶିନୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ପୁଅ ବିଜୟାନନ୍ଦର ମୃତ୍ୟୁ ହୋଇଥିଲା। ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ଆଗରେ ରକ୍ତ ସମ୍ପର୍କ ପଡିଲା ଫିକା: ଦାଦାକୁ ପଥରରେ ଛେଚି ମାରିଲା ପୁତୁରା

14 May 2025 By The Sakala

ଛୁଆଙ୍କୁ ବିଷଦେଇ ବାପାର ଆତ୍ମହତ୍ୟା ଉଦ୍ୟମ; ଚିକିତ୍ସାଧୀନ ଅବସ୍ଥାରେ ପୁଅ ମୃତ, ଝିଅର ଅବସ୍ଥା ସଙ୍କଟାପନ୍ନ…

ଗଜପତି: ପାରିବାରିକ କଳହରୁ ପିଶାଚ ପାଲଟିଲା ବାପା। ୮ ବର୍ଷର ପୁଅ ଓ ୧୨ ବର୍ଷର ଝିଅକୁ ବିଷ ଦେଇ ନିଜେ ବିଷ ପିଇ ଆତ୍ମହତ୍ଯା ଉଦ୍ଯମ କରିଛି ବାପା। ପୁଅ ମୃତ, ବାପା ଓ ଝିଅ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ପାରଳାଖେମୁଣ୍ଡି ଓଡ଼ିଆ ପାରଳା ସାହିରେ। ଗୁରୁତର ସୁଭାଶିଷ ପାଣିଗ୍ରାହୀ ଏବଂ ପୁଅ ବିଜୟାନନ୍ଦ ଓ ଝିଅ ପ୍ରିୟଦର୍ଶିନୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ପୁଅ ବିଜୟାନନ୍ଦର ମୃତ୍ୟୁ ହୋଇଥିଲା। ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର