ରଥଯାତ୍ରା ପ୍ରସ୍ତୁତି ସମନ୍ବୟ ବୈଠକ, ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ରଥଯାତ୍ରା ପ୍ରସ୍ତୁତି ସମନ୍ବୟ ବୈଠକ । ପାଖେଇଲାଣି ରଥଯାତ୍ରା । ଶୃଙ୍ଖଳିତ ଘୋଷଯାତ୍ରା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗିପଡ଼ିଛି ପ୍ରଶାସନ । କେଉଁ କାର୍ଯ୍ୟ କେତେ ବାଟ ଯାଇଛି ସେନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଶେଷ ରଥ ସମନ୍ୱୟ ବୈଠକ । ଦିନ ସାଢ଼େ ୧୧ଟାରେ ଟାଉନ ହଲରେ ହେବ ଆଲୋଚନା । ଭର୍ଚୁଆଲରେ ରହି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । […]

ଭୁବନେଶ୍ୱର: ରଥଯାତ୍ରା ପ୍ରସ୍ତୁତି ସମନ୍ବୟ ବୈଠକ । ପାଖେଇଲାଣି ରଥଯାତ୍ରା । ଶୃଙ୍ଖଳିତ ଘୋଷଯାତ୍ରା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗିପଡ଼ିଛି ପ୍ରଶାସନ । କେଉଁ କାର୍ଯ୍ୟ କେତେ ବାଟ ଯାଇଛି ସେନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଶେଷ ରଥ ସମନ୍ୱୟ ବୈଠକ । ଦିନ ସାଢ଼େ ୧୧ଟାରେ ଟାଉନ ହଲରେ ହେବ ଆଲୋଚନା । ଭର୍ଚୁଆଲରେ ରହି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘୋଷଯାତ୍ରା ପୂର୍ବରୁ ରାସ୍ତାଘାଟ, ପାନୀୟ ଜଳ, ପରିମଳ, ଗମନାଗମନ, ଭିଡ଼ ନିୟନ୍ତ୍ରଣ, ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟ ସେବା କାର୍ଯ୍ୟର ସମୀକ୍ଷା କରାଯିବ । କେଉଁ ବିଭାଗର କାମ କେତେବାଟ ଯାଇଛି ସେ ସମ୍ପର୍କରେ ଅପଡେଟ୍ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

18 Jun 2022 By The Sakala

ରଥଯାତ୍ରା ପ୍ରସ୍ତୁତି ସମନ୍ବୟ ବୈଠକ, ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରଥଯାତ୍ରା ପ୍ରସ୍ତୁତି ସମନ୍ବୟ ବୈଠକ । ପାଖେଇଲାଣି ରଥଯାତ୍ରା । ଶୃଙ୍ଖଳିତ ଘୋଷଯାତ୍ରା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗିପଡ଼ିଛି ପ୍ରଶାସନ । କେଉଁ କାର୍ଯ୍ୟ କେତେ ବାଟ ଯାଇଛି ସେନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଶେଷ ରଥ ସମନ୍ୱୟ ବୈଠକ । ଦିନ ସାଢ଼େ ୧୧ଟାରେ ଟାଉନ ହଲରେ ହେବ ଆଲୋଚନା । ଭର୍ଚୁଆଲରେ ରହି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘୋଷଯାତ୍ରା ପୂର୍ବରୁ ରାସ୍ତାଘାଟ, ପାନୀୟ ଜଳ, ପରିମଳ, ଗମନାଗମନ, ଭିଡ଼ ନିୟନ୍ତ୍ରଣ, ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟ ସେବା କାର୍ଯ୍ୟର ସମୀକ୍ଷା କରାଯିବ । କେଉଁ ବିଭାଗର କାମ କେତେବାଟ ଯାଇଛି ସେ ସମ୍ପର୍କରେ ଅପଡେଟ୍ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

https://www.thesakala.in/big-news/the-chief-minister-will-review-the-rath-yatra-preparation-coordination-meeting/article-12560
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର