ଘରେ ବସି ମାଗଣାରେ ଅର୍ଡର କରନ୍ତୁ ଭିଆଇପି ନମ୍ବର, ଜାଣନ୍ତୁ କେମିତି ବୁକିଂ କରିବେ ସିମ୍‌ କାର୍ଡ

The Sakala Picture
Published On

ନୁଆଦିଲ୍ଲୀ : ସମସ୍ତଙ୍କର ଇଚ୍ଛା ଏକ ଭିଆଇପି ନମ୍ବର ବ୍ୟବହାର କରିବା। କାରଣ ଭିଆଇପି ନମ୍ବରରେ ସମାନ ଅଙ୍କ 9999 କିମ୍ବା 1111 କିମ୍ବା 0000 ପରି ଅନେକ ଥର ପୁନରାବୃତ୍ତି ହୁଏ। ଏହିପରି ସଂଖ୍ୟାର ମିଶ୍ରଣ ଅନେକ ଥର ଦେଖାଯାଏ ତେବେ ସେହି ଫୋନ୍ ନମ୍ବରକୁ VIP ନମ୍ବର ଭାବରେ ବିବେଚନା କରାଯାଏ । ଲୋକମାନେ ସାଧାରଣତ ଏହିପରି ସଂଖ୍ୟା ଥିବା ନମ୍ବରକୁ ଏକ ଷ୍ଟାଟସ୍ ସଙ୍କେତ ଭାବରେ ବ୍ୟବହାର କରନ୍ତି। ଏବଂ ଏହି ନମ୍ବର […]

ନୁଆଦିଲ୍ଲୀ : ସମସ୍ତଙ୍କର ଇଚ୍ଛା ଏକ ଭିଆଇପି ନମ୍ବର ବ୍ୟବହାର କରିବା। କାରଣ ଭିଆଇପି ନମ୍ବରରେ ସମାନ ଅଙ୍କ 9999 କିମ୍ବା 1111 କିମ୍ବା 0000 ପରି ଅନେକ ଥର ପୁନରାବୃତ୍ତି ହୁଏ। ଏହିପରି ସଂଖ୍ୟାର ମିଶ୍ରଣ ଅନେକ ଥର ଦେଖାଯାଏ ତେବେ ସେହି ଫୋନ୍ ନମ୍ବରକୁ VIP ନମ୍ବର ଭାବରେ ବିବେଚନା କରାଯାଏ । ଲୋକମାନେ ସାଧାରଣତ ଏହିପରି ସଂଖ୍ୟା ଥିବା ନମ୍ବରକୁ ଏକ ଷ୍ଟାଟସ୍ ସଙ୍କେତ ଭାବରେ ବ୍ୟବହାର କରନ୍ତି। ଏବଂ ଏହି ନମ୍ବର ଗୁଡିକ ମନେ ରଖିବା ମଧ୍ୟ ସହଜ, ଯଦିଓ ବଜାରରେ ଏହି ନମ୍ବର ଗୁଡିକ ମୂଲ୍ୟ ବେଳେବେଳେ ବହୁତ ଅଧିକ ଦେବାକୁ ପଡେ । କାରଣ ଏହି ନମ୍ବର ଗୁଡିକ ବହୁତ କମ୍‌ ମିଳେ। ଯଦି ଆପଣ ନିଜର ଏକ ଭିଆଇପି ନମ୍ବର ଚାହୁଁଛନ୍ତି, ତେବେ ସହଜରେ ଘରେ ବସି ଅର୍ଡର କରିପାରିବେ। ଆଉ ଏହି ସିମ୍‌କାର୍ଡ ଆପଣଙ୍କ ଘରେ ପହଞ୍ଚିଯିବ।

ଆହୁରି ପଢ଼ନ୍ତୁ: ମେ' ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ

ଏହି କମ୍ପାନୀ ଦେଉଛି ଅଫର 

ଆହୁରି ପଢ଼ନ୍ତୁ: ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାକରନ୍ତୁ ନିଶିକାନ୍ତ ଦୁବେ: ନବୀନ ପଟ୍ଟନାୟକ

ଭୋଡାଫୋନ୍ ଆଇଡିଆ ଏହାର ଗ୍ରାହକଙ୍କୁ ମାଗଣାରେ VIP ନମ୍ବର ପ୍ରଦାନ କରୁଛି ଏବଂ ଏହାର ପ୍ରତିବଦଳରେ କୌଣସି ଦେୟ ନିଆଯାଉ ନାହିଁ । କେବଳ ଏତିକି ନୁହେଁ, କମ୍ପାନୀ ମଧ୍ୟ ଏହିପରି ନମ୍ବରର ହୋମ ଡେଲିଭରି କରୁଛି । ତେବେ ଆସନ୍ତୁ ଜାଣିବା କେଉଁ ପ୍ରକ୍ରିୟା ମାଧ୍ୟମରେ ଆମେ ଏହାକୁ କିଣି ପାରିବେ।

ଆହୁରି ପଢ଼ନ୍ତୁ: ବିଧାନସଭା ଆରମ୍ଭରୁ ଗୃହରେ ବିଜୁ ଝଡ଼: ଦୁବେଙ୍କ ବିଭ୍ରାନ୍ତିକର ମନ୍ତବ୍ୟକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ

କେମିତି ଅର୍ଡର କରିବେ VIP ନମ୍ବର…..

ଯଦି ଆପଣ ଏକ ସ୍ୱତନ୍ତ୍ର ନମ୍ବର କିଣିବାକୁ ଚାହୁଁଛନ୍ତି,

  1. ତେବେ ଆପଣଙ୍କୁ କମ୍ପାନୀର ୱେବସାଇଟକୁ ଯିବାକୁ ପଡିବ
  2. ଯାହା ପରେ ଆପଣଙ୍କୁ ଏକ ମାଗଣା ଫ୍ୟାନ୍ସି ନମ୍ବର ବାଛିବା ପାଇଁ ବିକଳ୍ପ ମିଳିବ
  3. ଏହାପରେ ଆପଣ ନମ୍ବର ଚୟନ କରିବେ
  4. ଆପଣଙ୍କୁ ପୋଷ୍ଟପେଡ୍ କିମ୍ବା ପ୍ରିପେଡ୍ ମଧ୍ୟରେ ବାଛିବାକୁ ପଡିବ
  5. ଏହା ପରେ ଆପଣଙ୍କୁ ଘର ଠିକଣା, ପିନ୍ କୋଡ୍ ଏବଂ ମୋବାଇଲ୍ ନମ୍ବର ପ୍ରବେଶ କରିବାକୁ ପଡିବ
  6. ବର୍ତ୍ତମାନ ଆପଣଙ୍କୁ ଏହି ପ୍ରକ୍ରିୟାକୁ OTP ସହିତ ସଂପୂର୍ଣ୍ଣ କରିବାକୁ ପଡିବ ଏବଂ ଏହାପରେ ସିମ୍ ଆପଣଙ୍କ ଘରେ ପହଞ୍ଚିବ।
01 Oct 2022 By The Sakala

ଘରେ ବସି ମାଗଣାରେ ଅର୍ଡର କରନ୍ତୁ ଭିଆଇପି ନମ୍ବର, ଜାଣନ୍ତୁ କେମିତି ବୁକିଂ କରିବେ ସିମ୍‌ କାର୍ଡ

ନୁଆଦିଲ୍ଲୀ : ସମସ୍ତଙ୍କର ଇଚ୍ଛା ଏକ ଭିଆଇପି ନମ୍ବର ବ୍ୟବହାର କରିବା। କାରଣ ଭିଆଇପି ନମ୍ବରରେ ସମାନ ଅଙ୍କ 9999 କିମ୍ବା 1111 କିମ୍ବା 0000 ପରି ଅନେକ ଥର ପୁନରାବୃତ୍ତି ହୁଏ। ଏହିପରି ସଂଖ୍ୟାର ମିଶ୍ରଣ ଅନେକ ଥର ଦେଖାଯାଏ ତେବେ ସେହି ଫୋନ୍ ନମ୍ବରକୁ VIP ନମ୍ବର ଭାବରେ ବିବେଚନା କରାଯାଏ । ଲୋକମାନେ ସାଧାରଣତ ଏହିପରି ସଂଖ୍ୟା ଥିବା ନମ୍ବରକୁ ଏକ ଷ୍ଟାଟସ୍ ସଙ୍କେତ ଭାବରେ ବ୍ୟବହାର କରନ୍ତି। ଏବଂ ଏହି ନମ୍ବର ଗୁଡିକ ମନେ ରଖିବା ମଧ୍ୟ ସହଜ, ଯଦିଓ ବଜାରରେ ଏହି ନମ୍ବର ଗୁଡିକ ମୂଲ୍ୟ ବେଳେବେଳେ ବହୁତ ଅଧିକ ଦେବାକୁ ପଡେ । କାରଣ ଏହି ନମ୍ବର ଗୁଡିକ ବହୁତ କମ୍‌ ମିଳେ। ଯଦି ଆପଣ ନିଜର ଏକ ଭିଆଇପି ନମ୍ବର ଚାହୁଁଛନ୍ତି, ତେବେ ସହଜରେ ଘରେ ବସି ଅର୍ଡର କରିପାରିବେ। ଆଉ ଏହି ସିମ୍‌କାର୍ଡ ଆପଣଙ୍କ ଘରେ ପହଞ୍ଚିଯିବ।

ଏହି କମ୍ପାନୀ ଦେଉଛି ଅଫର 

ଭୋଡାଫୋନ୍ ଆଇଡିଆ ଏହାର ଗ୍ରାହକଙ୍କୁ ମାଗଣାରେ VIP ନମ୍ବର ପ୍ରଦାନ କରୁଛି ଏବଂ ଏହାର ପ୍ରତିବଦଳରେ କୌଣସି ଦେୟ ନିଆଯାଉ ନାହିଁ । କେବଳ ଏତିକି ନୁହେଁ, କମ୍ପାନୀ ମଧ୍ୟ ଏହିପରି ନମ୍ବରର ହୋମ ଡେଲିଭରି କରୁଛି । ତେବେ ଆସନ୍ତୁ ଜାଣିବା କେଉଁ ପ୍ରକ୍ରିୟା ମାଧ୍ୟମରେ ଆମେ ଏହାକୁ କିଣି ପାରିବେ।

କେମିତି ଅର୍ଡର କରିବେ VIP ନମ୍ବର…..

ଯଦି ଆପଣ ଏକ ସ୍ୱତନ୍ତ୍ର ନମ୍ବର କିଣିବାକୁ ଚାହୁଁଛନ୍ତି,

  1. ତେବେ ଆପଣଙ୍କୁ କମ୍ପାନୀର ୱେବସାଇଟକୁ ଯିବାକୁ ପଡିବ
  2. ଯାହା ପରେ ଆପଣଙ୍କୁ ଏକ ମାଗଣା ଫ୍ୟାନ୍ସି ନମ୍ବର ବାଛିବା ପାଇଁ ବିକଳ୍ପ ମିଳିବ
  3. ଏହାପରେ ଆପଣ ନମ୍ବର ଚୟନ କରିବେ
  4. ଆପଣଙ୍କୁ ପୋଷ୍ଟପେଡ୍ କିମ୍ବା ପ୍ରିପେଡ୍ ମଧ୍ୟରେ ବାଛିବାକୁ ପଡିବ
  5. ଏହା ପରେ ଆପଣଙ୍କୁ ଘର ଠିକଣା, ପିନ୍ କୋଡ୍ ଏବଂ ମୋବାଇଲ୍ ନମ୍ବର ପ୍ରବେଶ କରିବାକୁ ପଡିବ
  6. ବର୍ତ୍ତମାନ ଆପଣଙ୍କୁ ଏହି ପ୍ରକ୍ରିୟାକୁ OTP ସହିତ ସଂପୂର୍ଣ୍ଣ କରିବାକୁ ପଡିବ ଏବଂ ଏହାପରେ ସିମ୍ ଆପଣଙ୍କ ଘରେ ପହଞ୍ଚିବ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର