ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

କୋୱିନ ଆପର ନୂତନ ଅପଡେଟ୍: ଘରେ ବସି ସଂଶୋଧନ କରିପାରିବେ ଭ୍ଯାକ୍ସିନର ସାର୍ଟିଫିକେଟ୍

The Sakala Picture
Published On

ନୂଆଦିଲ୍ଲୀ: କୋୱିନ ପୋର୍ଟାଲରେ ଏକ ନୂତନ ଅପଡେଟ ଆସିଛି। ଟିକା ନେବା ସାର୍ଟିଫିକେଟରେ ଯଦି କିଛି ଭୁଲ ଥାଏ ଆପଣ କୋୱିନ ପୋର୍ଟାଲରେ ଲଗ-ଇନ କରି ଘରି ବସି ପରିବର୍ତ୍ତନ କରିପାରିବେ। ଏହି ନୂତନ ଅପଡେଟ ବିଷୟରେ ଆରୋଗ୍ଯ ସେତୁ ଟ୍ବିଟ କରି ସୂଚନା ଦେଇଛି। Now you can make corrections to your name, year of birth and gender on your Cowin vaccination certificates if inadvertent errors have […]

ନୂଆଦିଲ୍ଲୀ: କୋୱିନ ପୋର୍ଟାଲରେ ଏକ ନୂତନ ଅପଡେଟ ଆସିଛି। ଟିକା ନେବା ସାର୍ଟିଫିକେଟରେ ଯଦି କିଛି ଭୁଲ ଥାଏ ଆପଣ କୋୱିନ ପୋର୍ଟାଲରେ ଲଗ-ଇନ କରି ଘରି ବସି ପରିବର୍ତ୍ତନ କରିପାରିବେ। ଏହି ନୂତନ ଅପଡେଟ ବିଷୟରେ ଆରୋଗ୍ଯ ସେତୁ ଟ୍ବିଟ କରି ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ୟୁସି ଇରଭାଇନ୍ ଗବେଷକଙ୍କ ବଡ଼ ସଫଳତା: ବ୍ୟାଟେରୀ ବିନା ଚାଲିବ ସ୍ମାର୍ଟ ପ୍ୟାଚ୍, ଝାଳରୁ ମିଳିବ ହେଲ୍ଥ ରିପୋର୍ଟ

ଜନ୍ମ ତାରିଖ, ନାମ ଓ ଲିଙ୍ଗ ଇତ୍ୟାଦି ସମ୍ବନ୍ଧରେ ଯଦି ତୁମର ଟିକା ପ୍ରମାଣପତ୍ରରେ କୌଣସି ତ୍ରୁଟି ଥାଏ, ତେବେ ସରକାର ଏଥିରେ ଅନଲାଇନ୍ ସଂଶୋଧନ ସୁବିଧା ଦେଇଛନ୍ତି। ଭ୍ୟାକ୍ସିନ୍ ସାର୍ଟିଫିକେଟରେ କୌଣସି ଭୁଲକୁ ସଂଶୋଧନ କରିବାକୁ  ହେଲେ, ଆପଣଙ୍କୁ ପ୍ରଥମେ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ସହିତ କୋୱିନ ପୋର୍ଟାଲରେ ଲଗ୍ଇନ୍ କରିବାକୁ ପଡିବ। ଯଦି ଗୋଟିଏ ନମ୍ବରରେ ଏକାଧିକ ପଞ୍ଜିକରଣ ଥିବ ତେବେ ତ୍ରୁଟିଥିବା  ଆଇଡିକୁ ଚୟନ କରିବାକୁ ପଡ଼ିବ।  ଏହା ପରେ ଆପଣଙ୍କୁ ସେହି ଆଇଡିରେ ଏକ ରେଜ୍ ଇସ୍ଯୁର ବକଳ୍ପ ଆସିବ। ଏହି ବିକଳ୍ପକୁ ବାଛି ଆପଣ ସମସ୍ତ ସଂଶୋଧନ କରିପାରିବେ। ଅନେକ ଦେଶ ଏବ ରାଜ୍ୟରେ ଭ୍ରମଣ ପାଇଁ ଟିକା ପ୍ରମାଣପତ୍ର ବାଧ୍ୟତାମୂଳକ ହୋଇଛି। ଏପରି ପରିସ୍ଥିତିରେ, ସାର୍ଟିଫିକେଟରେ କୌଣସି ଭୁଲ ଆପଣଙ୍କୁ ଅସୁବିଧାରେ ପକାଇପାରେ। ଏଥିପାଇଁ ତୁମର ପରିଚୟ ପତ୍ର ଏବଂ ଟିକା ପ୍ରମାଣପତ୍ରରେ ସମାନ ସୂଚନା ରହିବା  ଆବଶ୍ଯକ।

ସୂଚନାଯୋଗ୍ୟ ଯେ, ଯେଉଁମାନେ ଟିକାରା ଦୁଇଟି ଯାକ ଡୋଜ ନେଇଥିବେ ଆରେଗ୍ଯ ସେତୁ ଆପ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ବ୍ଲୁଟିକ ଦିଆଯିବ। ସେମାନଙ୍କୁ ଟିକାର ସାର୍ଟିଫିକେଟ ଆବଶ୍ଯକତା ପଡ଼ିବ ନାହିଁ। ବ୍ଲୁଟିକଦେଖି ଚିହ୍ନଟ କରାଯିବ।

09 Jun 2021 By The Sakala

କୋୱିନ ଆପର ନୂତନ ଅପଡେଟ୍: ଘରେ ବସି ସଂଶୋଧନ କରିପାରିବେ ଭ୍ଯାକ୍ସିନର ସାର୍ଟିଫିକେଟ୍

ନୂଆଦିଲ୍ଲୀ: କୋୱିନ ପୋର୍ଟାଲରେ ଏକ ନୂତନ ଅପଡେଟ ଆସିଛି। ଟିକା ନେବା ସାର୍ଟିଫିକେଟରେ ଯଦି କିଛି ଭୁଲ ଥାଏ ଆପଣ କୋୱିନ ପୋର୍ଟାଲରେ ଲଗ-ଇନ କରି ଘରି ବସି ପରିବର୍ତ୍ତନ କରିପାରିବେ। ଏହି ନୂତନ ଅପଡେଟ ବିଷୟରେ ଆରୋଗ୍ଯ ସେତୁ ଟ୍ବିଟ କରି ସୂଚନା ଦେଇଛି।

ଜନ୍ମ ତାରିଖ, ନାମ ଓ ଲିଙ୍ଗ ଇତ୍ୟାଦି ସମ୍ବନ୍ଧରେ ଯଦି ତୁମର ଟିକା ପ୍ରମାଣପତ୍ରରେ କୌଣସି ତ୍ରୁଟି ଥାଏ, ତେବେ ସରକାର ଏଥିରେ ଅନଲାଇନ୍ ସଂଶୋଧନ ସୁବିଧା ଦେଇଛନ୍ତି। ଭ୍ୟାକ୍ସିନ୍ ସାର୍ଟିଫିକେଟରେ କୌଣସି ଭୁଲକୁ ସଂଶୋଧନ କରିବାକୁ  ହେଲେ, ଆପଣଙ୍କୁ ପ୍ରଥମେ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ସହିତ କୋୱିନ ପୋର୍ଟାଲରେ ଲଗ୍ଇନ୍ କରିବାକୁ ପଡିବ। ଯଦି ଗୋଟିଏ ନମ୍ବରରେ ଏକାଧିକ ପଞ୍ଜିକରଣ ଥିବ ତେବେ ତ୍ରୁଟିଥିବା  ଆଇଡିକୁ ଚୟନ କରିବାକୁ ପଡ଼ିବ।  ଏହା ପରେ ଆପଣଙ୍କୁ ସେହି ଆଇଡିରେ ଏକ ରେଜ୍ ଇସ୍ଯୁର ବକଳ୍ପ ଆସିବ। ଏହି ବିକଳ୍ପକୁ ବାଛି ଆପଣ ସମସ୍ତ ସଂଶୋଧନ କରିପାରିବେ। ଅନେକ ଦେଶ ଏବ ରାଜ୍ୟରେ ଭ୍ରମଣ ପାଇଁ ଟିକା ପ୍ରମାଣପତ୍ର ବାଧ୍ୟତାମୂଳକ ହୋଇଛି। ଏପରି ପରିସ୍ଥିତିରେ, ସାର୍ଟିଫିକେଟରେ କୌଣସି ଭୁଲ ଆପଣଙ୍କୁ ଅସୁବିଧାରେ ପକାଇପାରେ। ଏଥିପାଇଁ ତୁମର ପରିଚୟ ପତ୍ର ଏବଂ ଟିକା ପ୍ରମାଣପତ୍ରରେ ସମାନ ସୂଚନା ରହିବା  ଆବଶ୍ଯକ।

ସୂଚନାଯୋଗ୍ୟ ଯେ, ଯେଉଁମାନେ ଟିକାରା ଦୁଇଟି ଯାକ ଡୋଜ ନେଇଥିବେ ଆରେଗ୍ଯ ସେତୁ ଆପ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ବ୍ଲୁଟିକ ଦିଆଯିବ। ସେମାନଙ୍କୁ ଟିକାର ସାର୍ଟିଫିକେଟ ଆବଶ୍ଯକତା ପଡ଼ିବ ନାହିଁ। ବ୍ଲୁଟିକଦେଖି ଚିହ୍ନଟ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର