ରେକର୍ଡ ୭ମଥର ଲାଗି ରୋହିତ୍‍ଙ୍କୁ ଆଉଟ୍‍ କଲେ ମିଶ୍ରା

The Sakala Picture
Published On

ଚେନ୍ନଇ : ଦିଲ୍ଲୀ କ୍ୟାପିଟାଲ୍ସ ଭେଟେରାନ ସ୍ପିନର ଅମିତ୍‍ ମିଶ୍ରା ଆଇପିଏଲ୍‍ରେ ଏକ ନୂଆ କିର୍ତ୍ତୀମାନ କରିଛନ୍ତି। ମଙ୍ଗଳବାର ମୁମ୍ବଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‍ରେ ମିଶ୍ରା ୨୪ ରନ ବ୍ୟୟ କରି ୪ଟି ୱିକେଟ୍‍ ନେଇଥିଲେ। ଯେଉଁଥିରେ ଅଧିନାୟକ ରୋହିତ୍‍ ଶର୍ମା, ଇଶାନ କିସାନ, କାଇରନ୍‍ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୱିକେଟ୍‍ ଅନ୍ତର୍ଭୁକ୍ତ। ଏଥିସହ ଆଇପିଏଲ୍‍ରେ ରୋହିତ୍‍ଙ୍କୁ ସର୍ବାଧିକ ଥର ଆଉଟ୍‍ କରିବା ବୋଲର୍‍ ହୋଇଛନ୍ତି ମିଶ୍ରା। ଏହାକୁ ମିଶାଇ ସେ ୭ମଥର ଲାଗି ରୋହିତ୍‍ଙ୍କ […]

ଚେନ୍ନଇ : ଦିଲ୍ଲୀ କ୍ୟାପିଟାଲ୍ସ ଭେଟେରାନ ସ୍ପିନର ଅମିତ୍‍ ମିଶ୍ରା ଆଇପିଏଲ୍‍ରେ ଏକ ନୂଆ କିର୍ତ୍ତୀମାନ କରିଛନ୍ତି। ମଙ୍ଗଳବାର ମୁମ୍ବଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‍ରେ ମିଶ୍ରା ୨୪ ରନ ବ୍ୟୟ କରି ୪ଟି ୱିକେଟ୍‍ ନେଇଥିଲେ। ଯେଉଁଥିରେ ଅଧିନାୟକ ରୋହିତ୍‍ ଶର୍ମା, ଇଶାନ କିସାନ, କାଇରନ୍‍ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୱିକେଟ୍‍ ଅନ୍ତର୍ଭୁକ୍ତ। ଏଥିସହ ଆଇପିଏଲ୍‍ରେ ରୋହିତ୍‍ଙ୍କୁ ସର୍ବାଧିକ ଥର ଆଉଟ୍‍ କରିବା ବୋଲର୍‍ ହୋଇଛନ୍ତି ମିଶ୍ରା। ଏହାକୁ ମିଶାଇ ସେ ୭ମଥର ଲାଗି ରୋହିତ୍‍ଙ୍କ ସର୍‍ପ୍ରାଇଜ ୱିକେଟ୍‍ ନେଇଛନ୍ତି। ଏହି ତାଲିକାରେ ପ୍ରାକ୍ତନ ଭାରତୀୟ ଦ୍ରୁତ ବୋଲର ବିନୟ କୁମାର (୬ଥର) ରହିଛନ୍ତି। କୋଲକାନା ନାଇଟ୍‍ ରାଇଡର୍ସ ସ୍ପିନର ସୁନିଲ ନାରିନ୍‍ ମଧ୍ୟ ୬ଥର ରୋହିତ୍‍ଙ୍କୁ ନିଜ ଶିକାର ବନାଇଛନ୍ତି। ଅପରପକ୍ଷରେ ଆଇପିଏଲ୍‍ରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ସର୍ବାଧିକଥର ଆଉଟ୍‍ କରିବାରେ ମିଶ୍ରା ପ୍ରାକ୍ତନ ଦ୍ରୁତ ବୋଲର ଜାହିର ଖାନ୍‍ ଓ ସନ୍ଦୀପ ଶର୍ମାଙ୍କ ସହ ସମକକ୍ଷ ହୋଇଛନ୍ତି। ଉଭୟ ଜାହିର ଓ ସନ୍ଦୀପ ଯଥାକ୍ରମେ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କୁ ୭ଥର ଲେଖାଏ ପ୍ୟାଭିଲିୟନ ପଠାଇଛନ୍ତି।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଇଣ୍ଡିଆନ୍ସ ଛାଡିବେ କି ହାର୍ଦ୍ଦିକ ପାଣ୍ଡ୍ୟା? ଆଇପିଏଲ୍ ୨୦୨୬ ରୁ ମୁମ୍ବାଇର ବିଦାୟ ପରେ ବଢିଲା ଚର୍ଚ୍ଚା

21 Apr 2021 By The Sakala

ରେକର୍ଡ ୭ମଥର ଲାଗି ରୋହିତ୍‍ଙ୍କୁ ଆଉଟ୍‍ କଲେ ମିଶ୍ରା

ଚେନ୍ନଇ : ଦିଲ୍ଲୀ କ୍ୟାପିଟାଲ୍ସ ଭେଟେରାନ ସ୍ପିନର ଅମିତ୍‍ ମିଶ୍ରା ଆଇପିଏଲ୍‍ରେ ଏକ ନୂଆ କିର୍ତ୍ତୀମାନ କରିଛନ୍ତି। ମଙ୍ଗଳବାର ମୁମ୍ବଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‍ରେ ମିଶ୍ରା ୨୪ ରନ ବ୍ୟୟ କରି ୪ଟି ୱିକେଟ୍‍ ନେଇଥିଲେ। ଯେଉଁଥିରେ ଅଧିନାୟକ ରୋହିତ୍‍ ଶର୍ମା, ଇଶାନ କିସାନ, କାଇରନ୍‍ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୱିକେଟ୍‍ ଅନ୍ତର୍ଭୁକ୍ତ। ଏଥିସହ ଆଇପିଏଲ୍‍ରେ ରୋହିତ୍‍ଙ୍କୁ ସର୍ବାଧିକ ଥର ଆଉଟ୍‍ କରିବା ବୋଲର୍‍ ହୋଇଛନ୍ତି ମିଶ୍ରା। ଏହାକୁ ମିଶାଇ ସେ ୭ମଥର ଲାଗି ରୋହିତ୍‍ଙ୍କ ସର୍‍ପ୍ରାଇଜ ୱିକେଟ୍‍ ନେଇଛନ୍ତି। ଏହି ତାଲିକାରେ ପ୍ରାକ୍ତନ ଭାରତୀୟ ଦ୍ରୁତ ବୋଲର ବିନୟ କୁମାର (୬ଥର) ରହିଛନ୍ତି। କୋଲକାନା ନାଇଟ୍‍ ରାଇଡର୍ସ ସ୍ପିନର ସୁନିଲ ନାରିନ୍‍ ମଧ୍ୟ ୬ଥର ରୋହିତ୍‍ଙ୍କୁ ନିଜ ଶିକାର ବନାଇଛନ୍ତି। ଅପରପକ୍ଷରେ ଆଇପିଏଲ୍‍ରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ସର୍ବାଧିକଥର ଆଉଟ୍‍ କରିବାରେ ମିଶ୍ରା ପ୍ରାକ୍ତନ ଦ୍ରୁତ ବୋଲର ଜାହିର ଖାନ୍‍ ଓ ସନ୍ଦୀପ ଶର୍ମାଙ୍କ ସହ ସମକକ୍ଷ ହୋଇଛନ୍ତି। ଉଭୟ ଜାହିର ଓ ସନ୍ଦୀପ ଯଥାକ୍ରମେ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କୁ ୭ଥର ଲେଖାଏ ପ୍ୟାଭିଲିୟନ ପଠାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର