ଏକାଠି ଗୋଟିଏ ଟିମ୍‌ରେ ଖେଳିବେ ଭାରତ-ପାକିସ୍ତାନ କ୍ରିକେଟର

The Sakala Picture
Published On

ନୂଆଦିଲ୍ଲୀ : ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ କ୍ରିକେଟର୍‍ ଗୋଟିଏ ଦଳ ପକ୍ଷରୁ ଏକାଠି ଖେଳୁଥିବାର ଦେଖିବାକୁ ମିଳିପାରନ୍ତି। ଆସନ୍ତା ବର୍ଷ ଆଇପିଏଲ୍‍ ସମାପ୍ତ ପରେ ଆଫ୍ରିକା ଓ ଏସିଆ ଏକାଦଶ ମଧ୍ୟରେ ସିରିଜ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ଏସିଆ ଏକାଦଶ ପକ୍ଷରୁ ଭାରତ ସମେତ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନର ଖେଳାଳି ପ୍ରତିନିଧିତ୍ୱ କରିବେ। ସେହିଭଳି ଜିମ୍ବାୱେ, କେନିଆ ଓ ଦକ୍ଷିଣ ଆଫ୍ରିକା ଖେଳାଳି ଆଫ୍ରିକା ଏକାଦଶରୁ ଖେଳିବେ। ଶେଷଥର ଲାଗି ୨୦୦୭ରେ […]

ନୂଆଦିଲ୍ଲୀ : ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ କ୍ରିକେଟର୍‍ ଗୋଟିଏ ଦଳ ପକ୍ଷରୁ ଏକାଠି ଖେଳୁଥିବାର ଦେଖିବାକୁ ମିଳିପାରନ୍ତି। ଆସନ୍ତା ବର୍ଷ ଆଇପିଏଲ୍‍ ସମାପ୍ତ ପରେ ଆଫ୍ରିକା ଓ ଏସିଆ ଏକାଦଶ ମଧ୍ୟରେ ସିରିଜ ଖେଳାଯିବାର କାର୍ଯ୍ୟସୂଚୀ ରହିଛି।

ଆହୁରି ପଢ଼ନ୍ତୁ: WFI ସହ ବିବାଦ ମଧ୍ୟରେ ଗୋଣ୍ଡାରେ ପହଞ୍ଚିଲେ ଭିନେଶ ଫୋଗାଟ, ଟୁର୍ଣ୍ଣାମେଣ୍ଟ ଖେଳିବାକୁ ନେଇ କଲେ ଦାବି

ଏସିଆ ଏକାଦଶ ପକ୍ଷରୁ ଭାରତ ସମେତ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନର ଖେଳାଳି ପ୍ରତିନିଧିତ୍ୱ କରିବେ। ସେହିଭଳି ଜିମ୍ବାୱେ, କେନିଆ ଓ ଦକ୍ଷିଣ ଆଫ୍ରିକା ଖେଳାଳି ଆଫ୍ରିକା ଏକାଦଶରୁ ଖେଳିବେ। ଶେଷଥର ଲାଗି ୨୦୦୭ରେ ଏସିଆ ଓ ଆଫ୍ରିକା ଏକାଦଶ ମଧ୍ୟରେ ୩ ମ୍ୟାଚ୍‍ବିଶିଷ୍ଟ ଏକଦିବସୀୟ ମ୍ୟାଚ୍‍ ଖେଳାଯାଇଥିଲା। ଯେଉଁଥିରେ ଏସିଆ ଏକାଦଶ ୩-୦ରେ ସିରିଜ କ୍ଲିନସୁଇପ୍‍ କରିଥିଲା।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଇଣ୍ଡିଆନ୍ସ ଛାଡିବେ କି ହାର୍ଦ୍ଦିକ ପାଣ୍ଡ୍ୟା? ଆଇପିଏଲ୍ ୨୦୨୬ ରୁ ମୁମ୍ବାଇର ବିଦାୟ ପରେ ବଢିଲା ଚର୍ଚ୍ଚା

19 Jun 2022 By The Sakala

ଏକାଠି ଗୋଟିଏ ଟିମ୍‌ରେ ଖେଳିବେ ଭାରତ-ପାକିସ୍ତାନ କ୍ରିକେଟର

ନୂଆଦିଲ୍ଲୀ : ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ କ୍ରିକେଟର୍‍ ଗୋଟିଏ ଦଳ ପକ୍ଷରୁ ଏକାଠି ଖେଳୁଥିବାର ଦେଖିବାକୁ ମିଳିପାରନ୍ତି। ଆସନ୍ତା ବର୍ଷ ଆଇପିଏଲ୍‍ ସମାପ୍ତ ପରେ ଆଫ୍ରିକା ଓ ଏସିଆ ଏକାଦଶ ମଧ୍ୟରେ ସିରିଜ ଖେଳାଯିବାର କାର୍ଯ୍ୟସୂଚୀ ରହିଛି।

ଏସିଆ ଏକାଦଶ ପକ୍ଷରୁ ଭାରତ ସମେତ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନର ଖେଳାଳି ପ୍ରତିନିଧିତ୍ୱ କରିବେ। ସେହିଭଳି ଜିମ୍ବାୱେ, କେନିଆ ଓ ଦକ୍ଷିଣ ଆଫ୍ରିକା ଖେଳାଳି ଆଫ୍ରିକା ଏକାଦଶରୁ ଖେଳିବେ। ଶେଷଥର ଲାଗି ୨୦୦୭ରେ ଏସିଆ ଓ ଆଫ୍ରିକା ଏକାଦଶ ମଧ୍ୟରେ ୩ ମ୍ୟାଚ୍‍ବିଶିଷ୍ଟ ଏକଦିବସୀୟ ମ୍ୟାଚ୍‍ ଖେଳାଯାଇଥିଲା। ଯେଉଁଥିରେ ଏସିଆ ଏକାଦଶ ୩-୦ରେ ସିରିଜ କ୍ଲିନସୁଇପ୍‍ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର