ଏଫ୍‌‌ଆଇଏଚ୍‌‌ ପ୍ରୋ-ଲିଗ୍‌‌ ହକି: ନ୍ୟୁଜିଲାଣ୍ଡକୁ ୭- ୪ ଗୋଲରେ ପରାସ୍ତକଲା ଭାରତ

The Sakala Picture
Published On

ଭୁବନେଶ୍ବର: ବିଶ୍ୱ ହକିର ଅନ୍ୟତମ ଶ୍ରେଷ୍ଠ ପ୍ରତିଯୋଗିତା ଏଫ୍‌‌ଆଇଏଚ୍‌‌ ହକି ପ୍ରୋ-ଲିଗ୍‌‌ (ପୁରୁଷ)ର ୪ର୍ଥ ସଂସ୍କରଣ ସ୍ଥାନୀୟ ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ଆଜିର ମ୍ଯାଚରେ ଭାରତ – ନ୍ୟୁଜଲାଣ୍ଡ  ମୁହାଁମୁହିଁ ହୋଇଥିଲେ। ନ୍ୟୁଜଲାଣ୍ଡ ବିପକ୍ଷରେ ଭାରତର ଦମଦାର ବିଜୟ ହୋଇଛି।  ନ୍ୟୁଜଲାଣ୍ଡକୁ ୭- ୪ ଗୋଲରେ ଭାରତ ପରାସ୍ତ କରିଛି।  ଆଜିର ମ୍ୟାଚରେ ଆରମ୍ଭରୁ ନ୍ୟୁଜଲାଣ୍ଡ ଆକ୍ରମଣାତ୍ମକ ଖେଳା ଦେଖେଇଥିଲା। ହେଲେ ଭାରତ ଦ୍ୱିତୀୟ ଅର୍ଦ୍ଧୟରେ କମବ୍ୟାକ କରିଥିଲା । ଏହି ବିଜୟ ସହ […]

ଭୁବନେଶ୍ବର: ବିଶ୍ୱ ହକିର ଅନ୍ୟତମ ଶ୍ରେଷ୍ଠ ପ୍ରତିଯୋଗିତା ଏଫ୍‌‌ଆଇଏଚ୍‌‌ ହକି ପ୍ରୋ-ଲିଗ୍‌‌ (ପୁରୁଷ)ର ୪ର୍ଥ ସଂସ୍କରଣ ସ୍ଥାନୀୟ ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ଆଜିର ମ୍ଯାଚରେ ଭାରତ – ନ୍ୟୁଜଲାଣ୍ଡ  ମୁହାଁମୁହିଁ ହୋଇଥିଲେ। ନ୍ୟୁଜଲାଣ୍ଡ ବିପକ୍ଷରେ ଭାରତର ଦମଦାର ବିଜୟ ହୋଇଛି।  ନ୍ୟୁଜଲାଣ୍ଡକୁ ୭- ୪ ଗୋଲରେ ଭାରତ ପରାସ୍ତ କରିଛି।  ଆଜିର ମ୍ୟାଚରେ ଆରମ୍ଭରୁ ନ୍ୟୁଜଲାଣ୍ଡ ଆକ୍ରମଣାତ୍ମକ ଖେଳା ଦେଖେଇଥିଲା। ହେଲେ ଭାରତ ଦ୍ୱିତୀୟ ଅର୍ଦ୍ଧୟରେ କମବ୍ୟାକ କରିଥିଲା । ଏହି ବିଜୟ ସହ ନ୍ୟୁଜଲାଣ୍ଡ ବିପକ୍ଷରେ ଚଳିତ ପ୍ରୋ ଲିଗରେ ଭାରତର ଏହା ଦ୍ୱିତୀୟ ବିଜୟ । ଗତ ସପ୍ତାହରେ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୪-୩ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ମ୍ୟାଚ୍‌ରେ ସ୍ପେନ୍‌ ନିକଟରୁ ୩-୪ରେ ହାରିଯାଇଥିଲା।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା, କିନ୍ତୁ ଏହା କ'ଣ ସଠିକ୍ ସମୟ?

04 Nov 2022 By The Sakala

ଏଫ୍‌‌ଆଇଏଚ୍‌‌ ପ୍ରୋ-ଲିଗ୍‌‌ ହକି: ନ୍ୟୁଜିଲାଣ୍ଡକୁ ୭- ୪ ଗୋଲରେ ପରାସ୍ତକଲା ଭାରତ

ଭୁବନେଶ୍ବର: ବିଶ୍ୱ ହକିର ଅନ୍ୟତମ ଶ୍ରେଷ୍ଠ ପ୍ରତିଯୋଗିତା ଏଫ୍‌‌ଆଇଏଚ୍‌‌ ହକି ପ୍ରୋ-ଲିଗ୍‌‌ (ପୁରୁଷ)ର ୪ର୍ଥ ସଂସ୍କରଣ ସ୍ଥାନୀୟ ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ଆଜିର ମ୍ଯାଚରେ ଭାରତ – ନ୍ୟୁଜଲାଣ୍ଡ  ମୁହାଁମୁହିଁ ହୋଇଥିଲେ। ନ୍ୟୁଜଲାଣ୍ଡ ବିପକ୍ଷରେ ଭାରତର ଦମଦାର ବିଜୟ ହୋଇଛି।  ନ୍ୟୁଜଲାଣ୍ଡକୁ ୭- ୪ ଗୋଲରେ ଭାରତ ପରାସ୍ତ କରିଛି।  ଆଜିର ମ୍ୟାଚରେ ଆରମ୍ଭରୁ ନ୍ୟୁଜଲାଣ୍ଡ ଆକ୍ରମଣାତ୍ମକ ଖେଳା ଦେଖେଇଥିଲା। ହେଲେ ଭାରତ ଦ୍ୱିତୀୟ ଅର୍ଦ୍ଧୟରେ କମବ୍ୟାକ କରିଥିଲା । ଏହି ବିଜୟ ସହ ନ୍ୟୁଜଲାଣ୍ଡ ବିପକ୍ଷରେ ଚଳିତ ପ୍ରୋ ଲିଗରେ ଭାରତର ଏହା ଦ୍ୱିତୀୟ ବିଜୟ । ଗତ ସପ୍ତାହରେ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୪-୩ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ମ୍ୟାଚ୍‌ରେ ସ୍ପେନ୍‌ ନିକଟରୁ ୩-୪ରେ ହାରିଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର