ଭାରତ ଓ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଇଂଲଣ୍ଡର ସହଜ ବିଜୟ

The Sakala Picture
Published On

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡର ସହଜ ବିଜୟ ହୋଇଛି। ବେୟାରଷ୍ଟୋଙ୍କ ଦମଦାର ୧୨୪ ରନ୍ ଓ ବେନ୍ ଷ୍ଟୋକ୍ସଙ୍କ ୯୯ ରନ୍ ବଳରେ ଇଂଲଣ୍ଡ ଦଳ ଦ୍ବିତୀୟ ମ୍ୟାଚ୍ ଜିତି ନେଇଛି। ଯାହାଫଳରେ ସିରିଜ ୧-୧ରେ ବରାବର ରହିଛି। ଇଂଲଣ୍ଡ ପକ୍ଷରୁ ଜେସନ୍ ରୟ  ୫୫ ରନ କରି ଆଉଟ ହୋଇଥିଲେ। ଡାୱିଡ ମଲାନ ୧୬ ରନ ଓ ଲିଆମ ଲିଭଙ୍ଗଷ୍ଟୋନ ୨୭ ରନ କରି ଅପରାଜିତ ରହିଥିଲେ। ଟସ୍ ଜିତି […]

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡର ସହଜ ବିଜୟ ହୋଇଛି। ବେୟାରଷ୍ଟୋଙ୍କ ଦମଦାର ୧୨୪ ରନ୍ ଓ ବେନ୍ ଷ୍ଟୋକ୍ସଙ୍କ ୯୯ ରନ୍ ବଳରେ ଇଂଲଣ୍ଡ ଦଳ ଦ୍ବିତୀୟ ମ୍ୟାଚ୍ ଜିତି ନେଇଛି। ଯାହାଫଳରେ ସିରିଜ ୧-୧ରେ ବରାବର ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଇଂଲଣ୍ଡ ପକ୍ଷରୁ ଜେସନ୍ ରୟ  ୫୫ ରନ କରି ଆଉଟ ହୋଇଥିଲେ। ଡାୱିଡ ମଲାନ ୧୬ ରନ ଓ ଲିଆମ ଲିଭଙ୍ଗଷ୍ଟୋନ ୨୭ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଟସ୍ ଜିତି ପ୍ରଥମେ ଇଂଲଣ୍ଡ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତ ବ୍ୟାଟିଂ କରି ୩୩୬ ରନ କରିଥିଲା। ୩୩୭ ରନର ଲକ୍ଷ୍ୟକୁ ନିର୍ଦ୍ଧାରିତ ଓଭର ପୂର୍ବରୁ ଅର୍ଥାତ୍ ୪୩. ୩ ଓଭର ଖେଳି ଇଂଲଣ୍ଡ ଦଳ ମ୍ୟାଚକୁ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଭାରତ ପକ୍ଷରୁ ସର୍ବାଧିକ ୨ ୱିକେଟ ପ୍ରସିଦ୍ଧ କ୍ରିଷ୍ଣା ନେଇଥିବା ବେଳ ଭୁବନେଶ୍ବର କୁମାର ଗୋଟିଏ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର