ଆର୍ଥିକ ସମସ୍ଯା ଦୂର କରି ଧନ ବୃଦ୍ଧି କରାଏ ଏହି ୪ଟି ରତ୍ନ

The Sakala Picture
Published On

ରତ୍ନ ଶାସ୍ତ୍ରରେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ଲାଗି କିଛି ବିଶେଷ ରତ୍ନ ଧାରଣ ପାଇଁ ପରାମର୍ଶ ଦିଆଯାଇଛି। ଏହିସବୁ ରତ୍ନ ଧାରଣ କରିବା ଦ୍ବାରା ଧନ ସହ ଜଡ଼ିତ ସମସ୍ୟା ଦୂର ହୁଏ ଏବଂ ଆୟର ନୂତନ ପଥ ଉନ୍ମୁକ୍ତ ହୋଇଥାଏ। ସିଟ୍ରିନ: ଧନଲାଭ ପାଇଁ ସିଟ୍ରିନ ରତ୍ନକୁ ପିଦ୍ଧିବା ଲାଭକାରୀ ବୋଲି କୁହାଯାଏ। ଏହି ରତ୍ନ ସୁନେଲି ରଙ୍ଗର। ଏହାକୁ ପିନ୍ଧିବା ଦ୍ବାରା ସୁଖ ସମୃଦ୍ଧି ଏବଂ ସଫଳତା ପ୍ରାପ୍ତ ହୁଏ। ଆର୍ଥିକ ଲାଭ […]

ରତ୍ନ ଶାସ୍ତ୍ରରେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ଲାଗି କିଛି ବିଶେଷ ରତ୍ନ ଧାରଣ ପାଇଁ ପରାମର୍ଶ ଦିଆଯାଇଛି। ଏହିସବୁ ରତ୍ନ ଧାରଣ କରିବା ଦ୍ବାରା ଧନ ସହ ଜଡ଼ିତ ସମସ୍ୟା ଦୂର ହୁଏ ଏବଂ ଆୟର ନୂତନ ପଥ ଉନ୍ମୁକ୍ତ ହୋଇଥାଏ।

ଆହୁରି ପଢ଼ନ୍ତୁ: ଇତିହାସ ରଚିଲା ନାସାର 'ଭୟେଜର-୧': ପୃଥିବୀ ଠାରୁ ଏକ ଆଲୋକ-ଦିବସ ଦୂରତାରେ ପହଞ୍ଚିଲା ମହାକାଶଯାନ

ସିଟ୍ରିନ: ଧନଲାଭ ପାଇଁ ସିଟ୍ରିନ ରତ୍ନକୁ ପିଦ୍ଧିବା ଲାଭକାରୀ ବୋଲି କୁହାଯାଏ। ଏହି ରତ୍ନ ସୁନେଲି ରଙ୍ଗର। ଏହାକୁ ପିନ୍ଧିବା ଦ୍ବାରା ସୁଖ ସମୃଦ୍ଧି ଏବଂ ସଫଳତା ପ୍ରାପ୍ତ ହୁଏ। ଆର୍ଥିକ ଲାଭ ଲାଗି ଏହା ସୁଯୋଗ ସୃଷ୍ଟି କରେ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ୪ ସପ୍ତାହରେ ୩ଟି ବାତ୍ୟା: କାହିଁକି ବଢୁଛି ସାମୁଦ୍ରିକ ଝଡ଼ର ଘନତା?

ଗ୍ରୀନ୍‌ ଜେଡ୍‌: ଧନ, ସୁଖ, ସୌଭାଗ୍ୟ ଲାଗି ଗ୍ରୀନ ଜେଡ୍‌ ରତ୍ନକୁ ଧାରଣ କରିବା ଶୁଭ। ଏହାକୁ ଧାରଣ କଲେ ଆୟର ମାର୍ଗ ବିକଶିତ ହୁଏ। ଧନ ବୃଦ୍ଧି ହୁଏ। ଏହାକୁ ଅଳଙ୍କାର ଭାବେ ପିନ୍ଧିପାରିବେ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଚାଲିଛି ବୋଇତ ବନ୍ଦାଣ ଉତ୍ସବ

ପାଇରାଇଟ୍‌: ରତ୍ନ ଜ୍ୟୋତିଷରେ ଏହାକୁ ଧନ ଆକର୍ଷିତ କରୁଥିବା ରତ୍ନ ଭାବେ ବିବେଚନା କରାଯାଏ। ଏହା ସୌଭାଗ୍ୟ ବୃଦ୍ଧିରେ ସାହାଯ୍ୟ କରେ। ଏହି ରତ୍ନକୁ ଧାରଣ କରିବା ଦ୍ବାରା ଧନ, ସୁଖ ପ୍ରାପ୍ତ ହୁଏ।

ଟାଇଗର୍‌ ଆଇ ଷ୍ଟୋନ: ଏହା ସୁନେଲି ଧୂଷର ରଙ୍ଗ ଦେଖିବାକୁ। ଚାକିରି ତଥା ବ୍ୟବସାୟରେ ଉନ୍ନତି ଆଣିବା ଲାଗି ଏହି ରତ୍ନ ଲାଭକାରୀ। ଏହା ଆର୍ଥିକ ସମସ୍ୟା ଦୂର କରେ ବୋଲି ବିଶ୍ବାସ ଅଛି। ଏହା ଆତ୍ମବିଶ୍ବାସ ବୃଦ୍ଧି କରିବା ସହ ଧନଲାଭର ସୁଯୋଗ ସୃଷ୍ଟି କରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp