ବିଚିତ୍ର ସଉକ: ମ୍ୟାନେଜର ଚାକିରି ଛାଡ଼ି ମାଗଣାରେ ସଫା କରୁଛନ୍ତି ଅନ୍ୟର ଘର

The Sakala Picture
Published On

ଆଜିକାଲି ଲୋକଙ୍କୁ ନିଜ ଘରଦ୍ବାର ସଫାସୁତୁରା ରଖିବା କଷ୍ଟକର ହୋଇ ପଡ଼ୁଥିବାବେଳେ ଜଣେ ମହିଳା କିନ୍ତୁ ବାହାର ଲୋକଙ୍କ ଘର ସଫା କରିବାକୁ ଆଗେଇ ଆସିଛନ୍ତି। ଫିନ୍‌ଲାଣ୍ଡର ଓରି କାଟରିନାଙ୍କର ସଉକ ହେଉଛି ଘର ସଫା କରିବା। ତାଙ୍କର ଏହି ସଉକ ଯୋଗୁଁ ଏବେ ସେ ଅନ୍ୟମାନଙ୍କ ଘରକୁ ପରିଷ୍କାର କରୁଛନ୍ତି। ବିଶେଷକଥା ହେଲା, ସେ ଏ କାମ ପାଇଁ କୌଣସି ପାରିଶ୍ରମିକ ନେଉ ନାହାନ୍ତି। ସେ ତାଙ୍କର ଏହି ବିଚିତ୍ର ସଉକ ଲାଗି ଚାକିରି ମଧ୍ୟ […]

ଆଜିକାଲି ଲୋକଙ୍କୁ ନିଜ ଘରଦ୍ବାର ସଫାସୁତୁରା ରଖିବା କଷ୍ଟକର ହୋଇ ପଡ଼ୁଥିବାବେଳେ ଜଣେ ମହିଳା କିନ୍ତୁ ବାହାର ଲୋକଙ୍କ ଘର ସଫା କରିବାକୁ ଆଗେଇ ଆସିଛନ୍ତି। ଫିନ୍‌ଲାଣ୍ଡର ଓରି କାଟରିନାଙ୍କର ସଉକ ହେଉଛି ଘର ସଫା କରିବା। ତାଙ୍କର ଏହି ସଉକ ଯୋଗୁଁ ଏବେ ସେ ଅନ୍ୟମାନଙ୍କ ଘରକୁ ପରିଷ୍କାର କରୁଛନ୍ତି। ବିଶେଷକଥା ହେଲା, ସେ ଏ କାମ ପାଇଁ କୌଣସି ପାରିଶ୍ରମିକ ନେଉ ନାହାନ୍ତି। ସେ ତାଙ୍କର ଏହି ବିଚିତ୍ର ସଉକ ଲାଗି ଚାକିରି ମଧ୍ୟ ଛାଡ଼ି ଦେଇଛନ୍ତି। ୨୯ ବର୍ଷୀୟା ଓରି ୨୦୨୧ ପର୍ଯ୍ୟନ୍ତ ଗୋଟିଏ କମ୍ପାନିରେ ସର୍ଭିସ୍‌ ମ୍ୟାନେଜର ଭାବେ କାମ କରୁଥିଲେ। ମାତ୍ର ଅନ୍ୟମାନଙ୍କ ଘରକୁ ସଫା କରିବା ପାଇଁ ସେ ଚାକିରି ଛାଡ଼ିବା ନିଷ୍ପତ୍ତି ନେଇଥିବା କଥା କୁହନ୍ତି। ଚାକିରି ଛାଡ଼ିବା ପରେ ସେ ବର୍ଷେ ହେଲାଣି ଦେଶ ଦେଶ ବୁଲି ଘର ସଫା କରୁଛନ୍ତି। ଏପରିକି ଏହି କାମ ପାଇଁ ସେ ଆମେରିକା ଓ ବ୍ରିଟେନ ଯାତ୍ରା ମଧ୍ୟ କରିସାରିଲେଣି। ଘର ଯେତେ ବି ଅପରିଷ୍କାର ହୋଇଥିଲେ, ସେ ସଫା କରିବାକୁ କୁଣ୍ଠା ପ୍ରକାଶ କରି ନ ଥାନ୍ତି। ଓରି କେବେ ଓ କାହା ଘର ସଫା କରିବେ ତାହା ସେ ସାମାଜିକ ଗଣମାଧ୍ୟମ ଜରିଆରେ ନିର୍ଦ୍ଧାରିତ କରନ୍ତି। ସେହିପରି ସେ ଟିକ୍‌ଟକ୍ ଭିଡିଓରେ ନିଜର ଘର ସଫା ଭିଡିଓ ସେୟାର୍ କରି ଏ ଦିଗରେ ଦୃଷ୍ଟି ଆକର୍ଷଣ କରିଥାନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

10 Nov 2022 By The Sakala

ବିଚିତ୍ର ସଉକ: ମ୍ୟାନେଜର ଚାକିରି ଛାଡ଼ି ମାଗଣାରେ ସଫା କରୁଛନ୍ତି ଅନ୍ୟର ଘର

ଆଜିକାଲି ଲୋକଙ୍କୁ ନିଜ ଘରଦ୍ବାର ସଫାସୁତୁରା ରଖିବା କଷ୍ଟକର ହୋଇ ପଡ଼ୁଥିବାବେଳେ ଜଣେ ମହିଳା କିନ୍ତୁ ବାହାର ଲୋକଙ୍କ ଘର ସଫା କରିବାକୁ ଆଗେଇ ଆସିଛନ୍ତି। ଫିନ୍‌ଲାଣ୍ଡର ଓରି କାଟରିନାଙ୍କର ସଉକ ହେଉଛି ଘର ସଫା କରିବା। ତାଙ୍କର ଏହି ସଉକ ଯୋଗୁଁ ଏବେ ସେ ଅନ୍ୟମାନଙ୍କ ଘରକୁ ପରିଷ୍କାର କରୁଛନ୍ତି। ବିଶେଷକଥା ହେଲା, ସେ ଏ କାମ ପାଇଁ କୌଣସି ପାରିଶ୍ରମିକ ନେଉ ନାହାନ୍ତି। ସେ ତାଙ୍କର ଏହି ବିଚିତ୍ର ସଉକ ଲାଗି ଚାକିରି ମଧ୍ୟ ଛାଡ଼ି ଦେଇଛନ୍ତି। ୨୯ ବର୍ଷୀୟା ଓରି ୨୦୨୧ ପର୍ଯ୍ୟନ୍ତ ଗୋଟିଏ କମ୍ପାନିରେ ସର୍ଭିସ୍‌ ମ୍ୟାନେଜର ଭାବେ କାମ କରୁଥିଲେ। ମାତ୍ର ଅନ୍ୟମାନଙ୍କ ଘରକୁ ସଫା କରିବା ପାଇଁ ସେ ଚାକିରି ଛାଡ଼ିବା ନିଷ୍ପତ୍ତି ନେଇଥିବା କଥା କୁହନ୍ତି। ଚାକିରି ଛାଡ଼ିବା ପରେ ସେ ବର୍ଷେ ହେଲାଣି ଦେଶ ଦେଶ ବୁଲି ଘର ସଫା କରୁଛନ୍ତି। ଏପରିକି ଏହି କାମ ପାଇଁ ସେ ଆମେରିକା ଓ ବ୍ରିଟେନ ଯାତ୍ରା ମଧ୍ୟ କରିସାରିଲେଣି। ଘର ଯେତେ ବି ଅପରିଷ୍କାର ହୋଇଥିଲେ, ସେ ସଫା କରିବାକୁ କୁଣ୍ଠା ପ୍ରକାଶ କରି ନ ଥାନ୍ତି। ଓରି କେବେ ଓ କାହା ଘର ସଫା କରିବେ ତାହା ସେ ସାମାଜିକ ଗଣମାଧ୍ୟମ ଜରିଆରେ ନିର୍ଦ୍ଧାରିତ କରନ୍ତି। ସେହିପରି ସେ ଟିକ୍‌ଟକ୍ ଭିଡିଓରେ ନିଜର ଘର ସଫା ଭିଡିଓ ସେୟାର୍ କରି ଏ ଦିଗରେ ଦୃଷ୍ଟି ଆକର୍ଷଣ କରିଥାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp