ଆସୁଛି ରାକ୍ଷୀ ପୂର୍ଣ୍ଣିମା: ଭାଇ ପାଇଁ ରାଶି ଅନୁସାରେ ବାଛନ୍ତୁ ରାକ୍ଷୀର ରଙ୍ଗ 

The Sakala Picture
Published On

ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା। ଭାଇ, ଭଉଣୀର ସ୍ନେହ ଓ ଶ୍ରଦ୍ଧାର ପର୍ବ। ଏହି ପବିତ୍ର ପର୍ବଟିକୁ ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଇଥାଏ। ଏହି ଦିନରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଥାଏ,  ମୁଣ୍ଡରେ ଚନ୍ଦନ ଓ ଲାଲ ରଙ୍ଗର ଟିକା ଲଗାଇଥାଏ ଓ ମିଠା ଖୁଆଇଥାଏ। ଭାଇଟି ମଧ୍ୟ ଉପଯୁକ୍ତ ଉପହାର ଦେଇ ସାରା ଜୀବନ ନିଜ ଭଉଣୀର ରକ୍ଷା କରିଥାଏ। ଭଉଣୀ ନିଜ ଭାଇର ଦୀର୍ଘାୟୁ କାମନା କରିଥାଏ। ଏହି ପର୍ବଟିକୁ […]

ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା। ଭାଇ, ଭଉଣୀର ସ୍ନେହ ଓ ଶ୍ରଦ୍ଧାର ପର୍ବ। ଏହି ପବିତ୍ର ପର୍ବଟିକୁ ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଇଥାଏ। ଏହି ଦିନରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଥାଏ,  ମୁଣ୍ଡରେ ଚନ୍ଦନ ଓ ଲାଲ ରଙ୍ଗର ଟିକା ଲଗାଇଥାଏ ଓ ମିଠା ଖୁଆଇଥାଏ। ଭାଇଟି ମଧ୍ୟ ଉପଯୁକ୍ତ ଉପହାର ଦେଇ ସାରା ଜୀବନ ନିଜ ଭଉଣୀର ରକ୍ଷା କରିଥାଏ। ଭଉଣୀ ନିଜ ଭାଇର ଦୀର୍ଘାୟୁ କାମନା କରିଥାଏ। ଏହି ପର୍ବଟିକୁ ସମସ୍ତ ହିନ୍ଦୁ ମାନେ ଖୁବ ଆଡ଼ମ୍ବର ସହ ପାଳନ କରିଥାଆନ୍ତି।  ଏହି ଦିନ ଘରେ ବହୁ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଥାଏ। ଏହି ପର୍ବ ସ୍ନେହ, ପ୍ରେମ, ପବିତ୍ରତା , ସମ୍ମାନ ଆଦିର ସନ୍ଦେଶ ଦେଇଥାଏ। ଏହି ରାକ୍ଷୀରେ ଭଉଣୀର ଭଲ ପାଇବା ,ମଙ୍ଗଳ କାମନା ଜଡ଼ିତ ହୋଇଥାଏ ଯାହା ଏହି ସଂପର୍କକୁ ସୁଦୃଢ଼ କରି ଦେଇଥାଏ।

ଆହୁରି ପଢ଼ନ୍ତୁ: ଡାର୍କ ପ୍ୟାଟର୍ଣ୍ଣ ବିରୋଧରେ ସିସିପିଏ (CCPA)ର କଡ଼ା କାର୍ଯ୍ୟାନୁଷ୍ଠାନ: ଫିଜିକ୍ସୱାଲା ଏବଂ ମ୍ୟାକାଫି ଉପରେ ଲାଗିଲା ଜୋରିମାନା

କେଉଁ ରାଶି ପାଇଁ  କେଉଁ ରଙ୍ଗର ରାକ୍ଷୀ ପିନ୍ଧିଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଓ ଭାଇର ଆୟୁ ବୃଦ୍ଧି ଓ ଉନ୍ନତି ହୋଇଥାଏ। ଜାଣନ୍ତୁ …

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ରାଶି ଅନୁସାରେ ରାକ୍ଷୀର ରଙ୍ଗ 

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ମେଷ, ସିଂହ ରାଶି – ଲାଲ ରଙ୍ଗ

ବିଛା  ରାଶି- ଗୋଲାପୀ ରଙ୍ଗ

ବୃଷଭ, ତୁଳା ରାଶି  – ଧଳା କିମ୍ବା ପାଉଁଶିଆ ରଙ୍ଗ

ମିଥୁନ ରାଶି – ସବୁଜ ରଙ୍ଗ

କନ୍ୟା ରାଶି- କମଳା ରଙ୍ଗ

କର୍କଟ , ଧନୁ, ମୀନ ରାଶି – ହଳଦିଆ ରଙ୍ଗ

ମକର , କୁମ୍ଭ ରାଶି – ନୀଳ ରଙ୍ଗ

16 Aug 2021 By The Sakala

ଆସୁଛି ରାକ୍ଷୀ ପୂର୍ଣ୍ଣିମା: ଭାଇ ପାଇଁ ରାଶି ଅନୁସାରେ ବାଛନ୍ତୁ ରାକ୍ଷୀର ରଙ୍ଗ 

ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା। ଭାଇ, ଭଉଣୀର ସ୍ନେହ ଓ ଶ୍ରଦ୍ଧାର ପର୍ବ। ଏହି ପବିତ୍ର ପର୍ବଟିକୁ ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଇଥାଏ। ଏହି ଦିନରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଥାଏ,  ମୁଣ୍ଡରେ ଚନ୍ଦନ ଓ ଲାଲ ରଙ୍ଗର ଟିକା ଲଗାଇଥାଏ ଓ ମିଠା ଖୁଆଇଥାଏ। ଭାଇଟି ମଧ୍ୟ ଉପଯୁକ୍ତ ଉପହାର ଦେଇ ସାରା ଜୀବନ ନିଜ ଭଉଣୀର ରକ୍ଷା କରିଥାଏ। ଭଉଣୀ ନିଜ ଭାଇର ଦୀର୍ଘାୟୁ କାମନା କରିଥାଏ। ଏହି ପର୍ବଟିକୁ ସମସ୍ତ ହିନ୍ଦୁ ମାନେ ଖୁବ ଆଡ଼ମ୍ବର ସହ ପାଳନ କରିଥାଆନ୍ତି।  ଏହି ଦିନ ଘରେ ବହୁ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଥାଏ। ଏହି ପର୍ବ ସ୍ନେହ, ପ୍ରେମ, ପବିତ୍ରତା , ସମ୍ମାନ ଆଦିର ସନ୍ଦେଶ ଦେଇଥାଏ। ଏହି ରାକ୍ଷୀରେ ଭଉଣୀର ଭଲ ପାଇବା ,ମଙ୍ଗଳ କାମନା ଜଡ଼ିତ ହୋଇଥାଏ ଯାହା ଏହି ସଂପର୍କକୁ ସୁଦୃଢ଼ କରି ଦେଇଥାଏ।

କେଉଁ ରାଶି ପାଇଁ  କେଉଁ ରଙ୍ଗର ରାକ୍ଷୀ ପିନ୍ଧିଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଓ ଭାଇର ଆୟୁ ବୃଦ୍ଧି ଓ ଉନ୍ନତି ହୋଇଥାଏ। ଜାଣନ୍ତୁ …

ରାଶି ଅନୁସାରେ ରାକ୍ଷୀର ରଙ୍ଗ 

ମେଷ, ସିଂହ ରାଶି – ଲାଲ ରଙ୍ଗ

ବିଛା  ରାଶି- ଗୋଲାପୀ ରଙ୍ଗ

ବୃଷଭ, ତୁଳା ରାଶି  – ଧଳା କିମ୍ବା ପାଉଁଶିଆ ରଙ୍ଗ

ମିଥୁନ ରାଶି – ସବୁଜ ରଙ୍ଗ

କନ୍ୟା ରାଶି- କମଳା ରଙ୍ଗ

କର୍କଟ , ଧନୁ, ମୀନ ରାଶି – ହଳଦିଆ ରଙ୍ଗ

ମକର , କୁମ୍ଭ ରାଶି – ନୀଳ ରଙ୍ଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp