ଲୁଣ ଦ୍ବାରା ଦୂର କରନ୍ତୁ ବାସ୍ତୁଦୋଷ

The Sakala Picture
Published On

ଘରେ ଏମିତି ଅନେକ ବାସ୍ତୁଦୋଷ ରହିଛି, ଯାହା ଦ୍ବାରା ଆର୍ଥକ ସ୍ଥତି ଖରାପ ହେବା ସହ ସ୍ବାସ୍ଥ୍ୟଗତ ଓ ସାମାଜିକ ଉନ୍ନତି କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥାଏ। ଏସବୁର ପ୍ରତିକାର ପାଇଁ ବାସ୍ତୁ ଶାସ୍ତ୍ରରେ ବିଭିନ୍ନ ପ୍ରକାର ଉପାୟ ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ, ଲୁଣ ଦ୍ବାରା ମଧ୍ୟ ଅନେକ ବାସ୍ତୁଦୋଷ ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଟିପ୍‌ସ … – ଗୋଟିଏ କାଚପାତ୍ରରେ କିଛି ଲୁଣ ନେଇ ବାଥ୍‌ରୁମ୍‌ରେ ରଖିଦେବା ଦ୍ବାରା […]

ଘରେ ଏମିତି ଅନେକ ବାସ୍ତୁଦୋଷ ରହିଛି, ଯାହା ଦ୍ବାରା ଆର୍ଥକ ସ୍ଥତି ଖରାପ ହେବା ସହ ସ୍ବାସ୍ଥ୍ୟଗତ ଓ ସାମାଜିକ ଉନ୍ନତି କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥାଏ। ଏସବୁର ପ୍ରତିକାର ପାଇଁ ବାସ୍ତୁ ଶାସ୍ତ୍ରରେ ବିଭିନ୍ନ ପ୍ରକାର ଉପାୟ ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ, ଲୁଣ ଦ୍ବାରା ମଧ୍ୟ ଅନେକ ବାସ୍ତୁଦୋଷ ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଟିପ୍‌ସ …

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ମା' ଲକ୍ଷ୍ମୀଙ୍କର ଅତି ପ୍ରିୟ ଏହି ୫ଟି ରାଶି, ବର୍ଷିବ ଅପାର ଧନସମ୍ପତ୍ତି

– ଗୋଟିଏ କାଚପାତ୍ରରେ କିଛି ଲୁଣ ନେଇ ବାଥ୍‌ରୁମ୍‌ରେ ରଖିଦେବା ଦ୍ବାରା ବାସ୍ତୁଦୋଷ ଦୂର ହୁଏ। ଲୁଣ ଓ କାଚ, ଉଭୟ ରାହୁର ନକାରାତ୍ମକ ପ୍ରଭାବକୁ ଦୂର କରିଥାନ୍ତି। ତେଣୁ ଏହା ଦ୍ବାରା ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପଡ଼ିଥାଏ।

ଆହୁରି ପଢ଼ନ୍ତୁ: ଘରର ଈଶାନ କୋଣରେ ଭୁଲ୍‌ରେ ବି ରଖନ୍ତୁ ନାହିଁ ଏହିସବୁ ଜିନିଷ, ଦେଖାଦେଇପାରେ ଆର୍ଥିକ ଅନାଟନ

-କାଚ ପାତ୍ରରେ ଲୁଣ ଭର୍ତ୍ତି କରି ଘରର କୌଣସି କୋଣରେ ରଖିଦିଅନ୍ତୁ। ଏହା ଦ୍ବାରା ସକାରାତ୍ମକ ଶକ୍ତି ସୃଷ୍ଟି ହୁଏ।

ଆହୁରି ପଢ଼ନ୍ତୁ: ସକାଳୁ ଉଠିବା ମାତ୍ରେ ଆଇନା ଦେଖୁଛନ୍ତି କି? ସାବଧାନ, ଖାଲି ହୋଇପାରେ ଆପଣଙ୍କ ତିଜୋରି

-ଗୋଟାଲୁଣକୁ ଲାଲ୍‌ କପଡ଼ାରେ ବାନ୍ଧି ଘରର ମୁଖ୍ୟ ଦ୍ବାର ଉପରେ ଲଗାଇବା ଦ୍ବାରା ସବୁ ଖରାପ ଶକ୍ତିର ବିନାଶ ହୋଇଥାଏ। ବ୍ୟବସାୟରେ ଉନ୍ନତି ପାଇଁ ବ୍ୟବସାୟିକ ସଂସ୍ଥା ବା ସେଥିରେ ଥିବା ଟଙ୍କା ଆଲମାରୀ ପାଖରେ ଏହାକୁ ରଖନ୍ତୁ।

-ରାତିରେ ଶୋଇବା ପୂର୍ବରୁ ପାଣିରେ ଚୁଟ୍‌କିଏ ଲୁଣ ମିଶାଇ ଗୋଡ଼ ଓ ହାତକୁ ପରିଷ୍କାର କରନ୍ତୁ। ଏହାଦ୍ବାରା ରାହୁ ଓ କେତୁର ପ୍ରଭାବ ଦୂର ହେବା ସହ ଭଲ ନିଦ ଆସିଥାଏ।

-ରକ୍‌ ସଲ୍‌ଟ ଲ୍ୟାମ୍ପ୍‌ ରଖÒବା ଦ୍ବାର ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୁଏ। ପାରିବାରିକ ଜୀବନରେ ଭଲ ତାଳମେଳ ରହିବା ସହ ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ। ବାସ୍ତୁଦୋଷ ପାଇଁ ସୃଷ୍ଟି ହେଉଥÒବା ସ୍ବାସ୍ଥ୍ୟ ସମସ୍ୟା ଦୂର ହୁଏ।

07 Mar 2022 By The Sakala

ଲୁଣ ଦ୍ବାରା ଦୂର କରନ୍ତୁ ବାସ୍ତୁଦୋଷ

ଘରେ ଏମିତି ଅନେକ ବାସ୍ତୁଦୋଷ ରହିଛି, ଯାହା ଦ୍ବାରା ଆର୍ଥକ ସ୍ଥତି ଖରାପ ହେବା ସହ ସ୍ବାସ୍ଥ୍ୟଗତ ଓ ସାମାଜିକ ଉନ୍ନତି କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥାଏ। ଏସବୁର ପ୍ରତିକାର ପାଇଁ ବାସ୍ତୁ ଶାସ୍ତ୍ରରେ ବିଭିନ୍ନ ପ୍ରକାର ଉପାୟ ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ, ଲୁଣ ଦ୍ବାରା ମଧ୍ୟ ଅନେକ ବାସ୍ତୁଦୋଷ ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଟିପ୍‌ସ …

– ଗୋଟିଏ କାଚପାତ୍ରରେ କିଛି ଲୁଣ ନେଇ ବାଥ୍‌ରୁମ୍‌ରେ ରଖିଦେବା ଦ୍ବାରା ବାସ୍ତୁଦୋଷ ଦୂର ହୁଏ। ଲୁଣ ଓ କାଚ, ଉଭୟ ରାହୁର ନକାରାତ୍ମକ ପ୍ରଭାବକୁ ଦୂର କରିଥାନ୍ତି। ତେଣୁ ଏହା ଦ୍ବାରା ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପଡ଼ିଥାଏ।

-କାଚ ପାତ୍ରରେ ଲୁଣ ଭର୍ତ୍ତି କରି ଘରର କୌଣସି କୋଣରେ ରଖିଦିଅନ୍ତୁ। ଏହା ଦ୍ବାରା ସକାରାତ୍ମକ ଶକ୍ତି ସୃଷ୍ଟି ହୁଏ।

-ଗୋଟାଲୁଣକୁ ଲାଲ୍‌ କପଡ଼ାରେ ବାନ୍ଧି ଘରର ମୁଖ୍ୟ ଦ୍ବାର ଉପରେ ଲଗାଇବା ଦ୍ବାରା ସବୁ ଖରାପ ଶକ୍ତିର ବିନାଶ ହୋଇଥାଏ। ବ୍ୟବସାୟରେ ଉନ୍ନତି ପାଇଁ ବ୍ୟବସାୟିକ ସଂସ୍ଥା ବା ସେଥିରେ ଥିବା ଟଙ୍କା ଆଲମାରୀ ପାଖରେ ଏହାକୁ ରଖନ୍ତୁ।

-ରାତିରେ ଶୋଇବା ପୂର୍ବରୁ ପାଣିରେ ଚୁଟ୍‌କିଏ ଲୁଣ ମିଶାଇ ଗୋଡ଼ ଓ ହାତକୁ ପରିଷ୍କାର କରନ୍ତୁ। ଏହାଦ୍ବାରା ରାହୁ ଓ କେତୁର ପ୍ରଭାବ ଦୂର ହେବା ସହ ଭଲ ନିଦ ଆସିଥାଏ।

-ରକ୍‌ ସଲ୍‌ଟ ଲ୍ୟାମ୍ପ୍‌ ରଖÒବା ଦ୍ବାର ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୁଏ। ପାରିବାରିକ ଜୀବନରେ ଭଲ ତାଳମେଳ ରହିବା ସହ ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ। ବାସ୍ତୁଦୋଷ ପାଇଁ ସୃଷ୍ଟି ହେଉଥÒବା ସ୍ବାସ୍ଥ୍ୟ ସମସ୍ୟା ଦୂର ହୁଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp