କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ, ତିନି ରାଶିଙ୍କ ହେବ ଭାଗ୍ୟୋଦୟ

The Sakala Picture
Published On

ରାହୁ-କେତୁ ଦେଢ଼ ବର୍ଷ ପରେ ରାଶି ପରିବର୍ତ୍ତନ କରନ୍ତି। ଏଣୁ ସେମାନଙ୍କର ଶୁଭ ଓ ଅଶୁଭ ଫଳ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ। ଜୁଲାଇ ୮ରୁ କେତୁ ହସ୍ତ ନକ୍ଷତ୍ରର ତୃତୀୟ ଚରଣରୁ ବାହାରି ଦ୍ବିତୀୟ ଚରଣରେ ପ୍ରବେଶ କରିବେ। କେତୁଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ସମସ୍ତ ରାଶି ଉପରେ ପ୍ରଭାବ ପକାଇବ। ବିଶେଷକରି ଏହି ତିନି ରାଶିଙ୍କର ଭାଗ୍ୟୋଦୟ ହେବ। ମେଷ: କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଟକି ରହିଥିବା […]

ରାହୁ-କେତୁ ଦେଢ଼ ବର୍ଷ ପରେ ରାଶି ପରିବର୍ତ୍ତନ କରନ୍ତି। ଏଣୁ ସେମାନଙ୍କର ଶୁଭ ଓ ଅଶୁଭ ଫଳ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ। ଜୁଲାଇ ୮ରୁ କେତୁ ହସ୍ତ ନକ୍ଷତ୍ରର ତୃତୀୟ ଚରଣରୁ ବାହାରି ଦ୍ବିତୀୟ ଚରଣରେ ପ୍ରବେଶ କରିବେ। କେତୁଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ସମସ୍ତ ରାଶି ଉପରେ ପ୍ରଭାବ ପକାଇବ। ବିଶେଷକରି ଏହି ତିନି ରାଶିଙ୍କର ଭାଗ୍ୟୋଦୟ ହେବ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ମା' ଲକ୍ଷ୍ମୀଙ୍କର ଅତି ପ୍ରିୟ ଏହି ୫ଟି ରାଶି, ବର୍ଷିବ ଅପାର ଧନସମ୍ପତ୍ତି

ମେଷ: କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ନିବେଶ ପାଇଁ ଉତ୍ତମ ସମୟ।

ଆହୁରି ପଢ଼ନ୍ତୁ: ନୂଆ ଲେବର କୋଡ୍ ଲାଗୁ: ହାସଲ ହେବାକୁ ଥିବା ଦରମା କମିବ, ଜାଣନ୍ତୁ ₹୫୦ ହଜାର ଦରମା ଥିଲେ କେତେ ହେବ କ୍ଷତି

ବୃଷ: ଆୟରେ ଉନ୍ନତି ହେବ। ଚାକିରିରେ ପଦୋନ୍ନତି ହେବ। ନୂଆ ଯାନବାହନ ନଚେତ୍‌ ଜମିବାଡ଼ି କିଣିବେ। ବ୍ୟବସାୟରେ ଉନ୍ନତି ଘଟିବ।

ଆହୁରି ପଢ଼ନ୍ତୁ: ଏଥର ସଅଳ ଆସିପାରେ ମୌସୁମୀ: ମେ’ ୨୫ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ

ମକର: ଅଚାନକ ଧନଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀଙ୍କ ପାଇଁ ଉତ୍ତମ ସମୟ। ନିବେଶରୁ ଲାଭ ମିଳିବ।

08 Jul 2024 By The Sakala

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ, ତିନି ରାଶିଙ୍କ ହେବ ଭାଗ୍ୟୋଦୟ

ରାହୁ-କେତୁ ଦେଢ଼ ବର୍ଷ ପରେ ରାଶି ପରିବର୍ତ୍ତନ କରନ୍ତି। ଏଣୁ ସେମାନଙ୍କର ଶୁଭ ଓ ଅଶୁଭ ଫଳ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ। ଜୁଲାଇ ୮ରୁ କେତୁ ହସ୍ତ ନକ୍ଷତ୍ରର ତୃତୀୟ ଚରଣରୁ ବାହାରି ଦ୍ବିତୀୟ ଚରଣରେ ପ୍ରବେଶ କରିବେ। କେତୁଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ସମସ୍ତ ରାଶି ଉପରେ ପ୍ରଭାବ ପକାଇବ। ବିଶେଷକରି ଏହି ତିନି ରାଶିଙ୍କର ଭାଗ୍ୟୋଦୟ ହେବ।

ମେଷ: କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ନିବେଶ ପାଇଁ ଉତ୍ତମ ସମୟ।

ବୃଷ: ଆୟରେ ଉନ୍ନତି ହେବ। ଚାକିରିରେ ପଦୋନ୍ନତି ହେବ। ନୂଆ ଯାନବାହନ ନଚେତ୍‌ ଜମିବାଡ଼ି କିଣିବେ। ବ୍ୟବସାୟରେ ଉନ୍ନତି ଘଟିବ।

ମକର: ଅଚାନକ ଧନଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀଙ୍କ ପାଇଁ ଉତ୍ତମ ସମୟ। ନିବେଶରୁ ଲାଭ ମିଳିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp