ୟୁନିଫାଏଡ୍ ପେନସନ ସ୍କିମକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ସରକାରୀ କର୍ମଚାରୀଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ନୂଆ ପେନସନ ସ୍କିମ୍। ୟୁନିଫାଏଡ୍ ପେନସନ ସ୍କିମ୍ (ୟୁପିଏସ୍) ଉପରେ ଆଜି କେନ୍ଦ୍ର କ୍ୟାବିନେଟର ମୋହର ବାଜିଛି।  ଏ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ବିଶ୍ୱର ବିଭିନ୍ନ ଦେଶରେ ଉପଲବ୍ଧ ଯୋଜନାକୁ ଦେଖିବା ପରେ ଓ ଅନେକ ଲୋକଙ୍କ ସହ ଆଲୋଚନା କରିବା ପରେ ୟୁନିଫାଏଡ୍ ପେନସନ ଯୋଜନା ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। […]

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ସରକାରୀ କର୍ମଚାରୀଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ନୂଆ ପେନସନ ସ୍କିମ୍। ୟୁନିଫାଏଡ୍ ପେନସନ ସ୍କିମ୍ (ୟୁପିଏସ୍) ଉପରେ ଆଜି କେନ୍ଦ୍ର କ୍ୟାବିନେଟର ମୋହର ବାଜିଛି।  ଏ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ବିଶ୍ୱର ବିଭିନ୍ନ ଦେଶରେ ଉପଲବ୍ଧ ଯୋଜନାକୁ ଦେଖିବା ପରେ ଓ ଅନେକ ଲୋକଙ୍କ ସହ ଆଲୋଚନା କରିବା ପରେ ୟୁନିଫାଏଡ୍ ପେନସନ ଯୋଜନା ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଛି। ଏହି ଯୋଜନାରେ ୨୩ ଲକ୍ଷ କେନ୍ଦ୍ର ସରକାରଙ୍କ କର୍ମଚାରୀ ଉପକୃତ ହେବେ। ଏଥିସହିତ ୟୁପିଏସରେ ସରକାରଙ୍କ ଅବଦାନ ୧୮% ହେବ। ଏହି ଯୋଜନା ୨୦୨୫ ଏପ୍ରିଲ ୧ରୁ ଲାଗୁ ହେବ।

ଆହୁରି ପଢ଼ନ୍ତୁ: ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୈଷୟିକ ତ୍ରୁଟି: ୭ ଘଣ୍ଟା ଉଡ଼ାଣ ପରେ ଆକାଶମାର୍ଗରୁ ଫେରିଲା ଦିଲ୍ଲୀ

ସୂଚନା ଅନୁଯାୟୀ, ନୂଆ ଯୋଜନା ଦ୍ୱାରା ୨୩ ଲକ୍ଷ ଲୋକ ଉପକୃତ ହେବେ। ଯେଉଁମାନେ ୨୦୦୪ରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଅବସର ନେଇଛନ୍ତି ବା ନେବେ, ସେମାନେ ମଧ୍ୟ ଏହି ପେନସନ ଯୋଜନାର ଲାଭ ପାଇପାରିବେ। ଏହା ବ୍ୟତୀତ ସେମାନେ ସୁଧ ସହିତ ବକେୟା ଅର୍ଥ ମଧ୍ୟ ପାଇବେ। ସରକାରୀ କର୍ମଚାରୀମାନେ ଏନପିଏସ ଓ ୟୁପିଏସ୍  ମଧ୍ୟରୁ ଯେଉଁଟା ଚାହିଁବେ, ତାହା ନେଇପାରିବେ। କର୍ମଚାରୀମାନେ ଦୁଇଟି ପେନ୍‌ସନ୍‌ ସ୍କିମ୍‌ ମଧ୍ୟରୁ ଗୋଟିଏର ଲାଭ ଉଠାଇ ପାରିବେ।

ଆହୁରି ପଢ଼ନ୍ତୁ: କାଳବୈଶାଖୀ ପ୍ରଭାବରେ ଟ୍ୱିନସିଟିର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା

ୟୁପିଏସ୍ ଅଧୀନରେ କର୍ମଚାରୀମାନଙ୍କୁ ଅବସର ପରେ ୫୦% ନିଶ୍ଚିତ ଅର୍ଥ ପେନସନ ଭାବେ ଦିଆଯିବ। ଏହା ଅବସରର ନେବାର ୧୨ ମାସର ଆଭରେଜ ମୂଳ ଦରମାର ୫୦% ରହିବ।କର୍ମଚାରୀମାନେ ୨୫ ବର୍ଷ କାମ କରିବା ପରେ ହିଁ ଏହି ପେନସନ ପାଇବେ। ଯଦି କୌଣସି କର୍ମଚାରୀଙ୍କ ଦେହାନ୍ତ ହୋଇଯିବ, ତା’ହେଲେ ଏହି ଯୋଜନା ଅଧୀନରେ ପାରିବାରିକ ପେନସନ ପାଇଁ ବି ବ୍ୟବସ୍ଥା ରହିବ। ପରିବାର ଲୋକ ୬୦% ଅର୍ଥ ପେନସନ ଆକାରରେ ପାଇବେ। ଯଦି ଜଣେ କର୍ମଚାରୀଙ୍କ ସେବା ୨୫ ବର୍ଷରୁ କମ୍ ଓ ସର୍ବାଧିକ ୧୦ ବର୍ଷ ହୋଇଥିବ, ତେବେ ସେ ପ୍ରତି ମାସରେ ୧୦ ହଜାର ଟଙ୍କା ପେନସନ ଆକାରରେ ପାଇବେ।

ଆହୁରି ପଢ଼ନ୍ତୁ: ବନ୍ଦେ ଭାରତ ଏକ୍ସପ୍ରେସରେ ଖରାପ ଖାଦ୍ୟ: ଆଇଆରସିଟିସି (IRCTC) ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇଲା ଭାରତୀୟ ରେଳବାଇ

24 Aug 2024 By The Sakala

ୟୁନିଫାଏଡ୍ ପେନସନ ସ୍କିମକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ସରକାରୀ କର୍ମଚାରୀଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ନୂଆ ପେନସନ ସ୍କିମ୍। ୟୁନିଫାଏଡ୍ ପେନସନ ସ୍କିମ୍ (ୟୁପିଏସ୍) ଉପରେ ଆଜି କେନ୍ଦ୍ର କ୍ୟାବିନେଟର ମୋହର ବାଜିଛି।  ଏ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ବିଶ୍ୱର ବିଭିନ୍ନ ଦେଶରେ ଉପଲବ୍ଧ ଯୋଜନାକୁ ଦେଖିବା ପରେ ଓ ଅନେକ ଲୋକଙ୍କ ସହ ଆଲୋଚନା କରିବା ପରେ ୟୁନିଫାଏଡ୍ ପେନସନ ଯୋଜନା ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଛି। ଏହି ଯୋଜନାରେ ୨୩ ଲକ୍ଷ କେନ୍ଦ୍ର ସରକାରଙ୍କ କର୍ମଚାରୀ ଉପକୃତ ହେବେ। ଏଥିସହିତ ୟୁପିଏସରେ ସରକାରଙ୍କ ଅବଦାନ ୧୮% ହେବ। ଏହି ଯୋଜନା ୨୦୨୫ ଏପ୍ରିଲ ୧ରୁ ଲାଗୁ ହେବ।

ସୂଚନା ଅନୁଯାୟୀ, ନୂଆ ଯୋଜନା ଦ୍ୱାରା ୨୩ ଲକ୍ଷ ଲୋକ ଉପକୃତ ହେବେ। ଯେଉଁମାନେ ୨୦୦୪ରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଅବସର ନେଇଛନ୍ତି ବା ନେବେ, ସେମାନେ ମଧ୍ୟ ଏହି ପେନସନ ଯୋଜନାର ଲାଭ ପାଇପାରିବେ। ଏହା ବ୍ୟତୀତ ସେମାନେ ସୁଧ ସହିତ ବକେୟା ଅର୍ଥ ମଧ୍ୟ ପାଇବେ। ସରକାରୀ କର୍ମଚାରୀମାନେ ଏନପିଏସ ଓ ୟୁପିଏସ୍  ମଧ୍ୟରୁ ଯେଉଁଟା ଚାହିଁବେ, ତାହା ନେଇପାରିବେ। କର୍ମଚାରୀମାନେ ଦୁଇଟି ପେନ୍‌ସନ୍‌ ସ୍କିମ୍‌ ମଧ୍ୟରୁ ଗୋଟିଏର ଲାଭ ଉଠାଇ ପାରିବେ।

ୟୁପିଏସ୍ ଅଧୀନରେ କର୍ମଚାରୀମାନଙ୍କୁ ଅବସର ପରେ ୫୦% ନିଶ୍ଚିତ ଅର୍ଥ ପେନସନ ଭାବେ ଦିଆଯିବ। ଏହା ଅବସରର ନେବାର ୧୨ ମାସର ଆଭରେଜ ମୂଳ ଦରମାର ୫୦% ରହିବ।କର୍ମଚାରୀମାନେ ୨୫ ବର୍ଷ କାମ କରିବା ପରେ ହିଁ ଏହି ପେନସନ ପାଇବେ। ଯଦି କୌଣସି କର୍ମଚାରୀଙ୍କ ଦେହାନ୍ତ ହୋଇଯିବ, ତା’ହେଲେ ଏହି ଯୋଜନା ଅଧୀନରେ ପାରିବାରିକ ପେନସନ ପାଇଁ ବି ବ୍ୟବସ୍ଥା ରହିବ। ପରିବାର ଲୋକ ୬୦% ଅର୍ଥ ପେନସନ ଆକାରରେ ପାଇବେ। ଯଦି ଜଣେ କର୍ମଚାରୀଙ୍କ ସେବା ୨୫ ବର୍ଷରୁ କମ୍ ଓ ସର୍ବାଧିକ ୧୦ ବର୍ଷ ହୋଇଥିବ, ତେବେ ସେ ପ୍ରତି ମାସରେ ୧୦ ହଜାର ଟଙ୍କା ପେନସନ ଆକାରରେ ପାଇବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର