ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଇରାନରେ ଦିନକରେ ୧୨ ଜଣଙ୍କୁ ଫାଶୀ

The Sakala Picture
Published On

ନୂଆଦିଲ୍ଲୀ : ଇରାନର ଦକ୍ଷିଣପୂର୍ବ ପ୍ରଦେଶ ସିସ୍ତାନ-ବେଲୁଚିସ୍ତାନର ଏକ ଜେଲରେ ବନ୍ଦୀ ଥିବା ୧୨ ଜଣ କଏଦୀଙ୍କୁ ଗୋଟିଏ ଦିନରେ ଫାଶୀ ଦିଆଯାଇଛି। ଫାଶୀ ପାଇଥିବା ଏହି ୧୨ ଜଣଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅନ୍ତର୍ଭୁକ୍ତ ରହିଛନ୍ତି। ସମସ୍ତ ଅଭିଯୁକ୍ତ ନିଶାଦ୍ରବ୍ୟ କାରବାର କିମ୍ବା ହତ୍ୟାକାଣ୍ଡରେ ସଂଶ୍ଳିଷ୍ଟ ରହିଥିଲେ ବୋଲି କୁହାଯାଇଛି। ଏମାନଙ୍କ ମଧ୍ୟରୁ ୬ ଜଣ ନିଶା କାରବାରକୁ ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲେ। ବାକି ଅଭିଯୁକ୍ତ ହତ୍ୟାକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। […]

ନୂଆଦିଲ୍ଲୀ : ଇରାନର ଦକ୍ଷିଣପୂର୍ବ ପ୍ରଦେଶ ସିସ୍ତାନ-ବେଲୁଚିସ୍ତାନର ଏକ ଜେଲରେ ବନ୍ଦୀ ଥିବା ୧୨ ଜଣ କଏଦୀଙ୍କୁ ଗୋଟିଏ ଦିନରେ ଫାଶୀ ଦିଆଯାଇଛି। ଫାଶୀ ପାଇଥିବା ଏହି ୧୨ ଜଣଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅନ୍ତର୍ଭୁକ୍ତ ରହିଛନ୍ତି। ସମସ୍ତ ଅଭିଯୁକ୍ତ ନିଶାଦ୍ରବ୍ୟ କାରବାର କିମ୍ବା ହତ୍ୟାକାଣ୍ଡରେ ସଂଶ୍ଳିଷ୍ଟ ରହିଥିଲେ ବୋଲି କୁହାଯାଇଛି। ଏମାନଙ୍କ ମଧ୍ୟରୁ ୬ ଜଣ ନିଶା କାରବାରକୁ ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ରୁଷିଆରୁ ସମୁଦ୍ର ପଥରେ ଆସୁଥିବା ତୈଳ ଉପରେ କଟକଣା କୋହଳ ଅବଧି ବଢ଼ାଇଲା ଆମେରିକା: ଭାରତ ପାଇଁ ଏହାର ଅର୍ଥ କ'ଣ?

ବାକି ଅଭିଯୁକ୍ତ ହତ୍ୟାକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ହେଲେ ସମସ୍ତ ଅଭିଯୁକ୍ତ ଇରାନର ଲଘୁ ସଂପ୍ରଦାୟ ବେଲୁଚ ବୋଲି ଜଣାପଡ଼ିଛି। ସିସ୍ତାନ-ବେଲୁଚିସ୍ତାନ ଇରାନର ସବୁଠୁ ବଡ଼ ପ୍ରଦେଶ ହୋଇଥିଲେ ହେଁ ଅନ୍ୟ ପ୍ରଦେଶ ତୁଳନାରେ ଏହା ଅନୁନ୍ନତ। ଏଠାକାର ଜନସଂଖ୍ୟା ମଧ୍ୟରେ ସର୍ବାଧିକ ସୁନ୍ନି ବେଲୁଚ ସଂପ୍ରଦାୟର ଲୋକମାନେ ବସବାସ କରିଥାଆନ୍ତି।

ଆହୁରି ପଢ଼ନ୍ତୁ: 'ଆର୍ଥିକ ଝଡ଼ ମୁଣ୍ଡ ଉପରେ, ଆମ ପ୍ରଧାନମନ୍ତ୍ରୀ ଇଟାଲୀରେ ଟଫି ବାଣ୍ଟୁଛନ୍ତି': 'ମେଲୋଡି' ପ୍ରସଙ୍ଗରେ ମୋଦୀଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

09 Jun 2022 By The Sakala

ଇରାନରେ ଦିନକରେ ୧୨ ଜଣଙ୍କୁ ଫାଶୀ

ନୂଆଦିଲ୍ଲୀ : ଇରାନର ଦକ୍ଷିଣପୂର୍ବ ପ୍ରଦେଶ ସିସ୍ତାନ-ବେଲୁଚିସ୍ତାନର ଏକ ଜେଲରେ ବନ୍ଦୀ ଥିବା ୧୨ ଜଣ କଏଦୀଙ୍କୁ ଗୋଟିଏ ଦିନରେ ଫାଶୀ ଦିଆଯାଇଛି। ଫାଶୀ ପାଇଥିବା ଏହି ୧୨ ଜଣଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅନ୍ତର୍ଭୁକ୍ତ ରହିଛନ୍ତି। ସମସ୍ତ ଅଭିଯୁକ୍ତ ନିଶାଦ୍ରବ୍ୟ କାରବାର କିମ୍ବା ହତ୍ୟାକାଣ୍ଡରେ ସଂଶ୍ଳିଷ୍ଟ ରହିଥିଲେ ବୋଲି କୁହାଯାଇଛି। ଏମାନଙ୍କ ମଧ୍ୟରୁ ୬ ଜଣ ନିଶା କାରବାରକୁ ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ବାକି ଅଭିଯୁକ୍ତ ହତ୍ୟାକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ହେଲେ ସମସ୍ତ ଅଭିଯୁକ୍ତ ଇରାନର ଲଘୁ ସଂପ୍ରଦାୟ ବେଲୁଚ ବୋଲି ଜଣାପଡ଼ିଛି। ସିସ୍ତାନ-ବେଲୁଚିସ୍ତାନ ଇରାନର ସବୁଠୁ ବଡ଼ ପ୍ରଦେଶ ହୋଇଥିଲେ ହେଁ ଅନ୍ୟ ପ୍ରଦେଶ ତୁଳନାରେ ଏହା ଅନୁନ୍ନତ। ଏଠାକାର ଜନସଂଖ୍ୟା ମଧ୍ୟରେ ସର୍ବାଧିକ ସୁନ୍ନି ବେଲୁଚ ସଂପ୍ରଦାୟର ଲୋକମାନେ ବସବାସ କରିଥାଆନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର