ଆଜି ସାରା ବିଶ୍ବରେ ପାଳନ ହେବ ଆର୍ଥ ଆଓ୍ବାର

The Sakala Picture
Published On

ନୂଆଦିଲ୍ଲୀ: ପୃଥିବୀ ଲାଗି ଘଣ୍ଟାଟିଏ । ଆଜି ସାରା ବିଶ୍ବରେ ପାଳନ ହେବ ଆର୍ଥ ଆଓ୍ବାର । ଛୋଟିଆରୁ ବୃହତ ରାଷ୍ଟ୍ର- ସବୁଠି ପାଳନ ହେବ ଆର୍ଥ ଆଓ୍ବାର। ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣ ଦିଗରେ ସଚେତନା ସୃଷ୍ଟି ଆର୍ଥ ଆଓ୍ବାରର ରହିଛି ଆହ୍ବାନ। ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏ ପାଳିତ ହେବ ଆର୍ଥ ଆଓ୍ବାର। ପ୍ରତିବର୍ଷ ଏହି ସମୟରେ ସାରା ବିଶ୍ବରେ ଏହାକୁ ପାଳନ କରାଯାଇଥାଏ। ବିଶ୍ବ ବନ୍ଯଜନ୍ତୁ ପାଣ୍ଠି ବା […]

ନୂଆଦିଲ୍ଲୀ: ପୃଥିବୀ ଲାଗି ଘଣ୍ଟାଟିଏ । ଆଜି ସାରା ବିଶ୍ବରେ ପାଳନ ହେବ ଆର୍ଥ ଆଓ୍ବାର । ଛୋଟିଆରୁ ବୃହତ ରାଷ୍ଟ୍ର- ସବୁଠି ପାଳନ ହେବ ଆର୍ଥ ଆଓ୍ବାର। ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣ ଦିଗରେ ସଚେତନା ସୃଷ୍ଟି ଆର୍ଥ ଆଓ୍ବାରର ରହିଛି ଆହ୍ବାନ। ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏ ପାଳିତ ହେବ ଆର୍ଥ ଆଓ୍ବାର। ପ୍ରତିବର୍ଷ ଏହି ସମୟରେ ସାରା ବିଶ୍ବରେ ଏହାକୁ ପାଳନ କରାଯାଇଥାଏ। ବିଶ୍ବ ବନ୍ଯଜନ୍ତୁ ପାଣ୍ଠି ବା WWF ପକ୍ଷରୁ ଏହା ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ଲାଇଟ ଓ ବୈଦ୍ୟୁତିକ ଯନ୍ତ୍ରାଦିକୁ ସୁଇଚ ଅଫ କରିବା ଲାଗି ଆହ୍ବାନ ଦିଆଯାଇଥାଏ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ବିଶ୍ବର ପ୍ରାୟ ୧୯୦ଟି ରାଷ୍ଟ୍ରରେ ଆଜି ଏହି ଦିବସ ପାଳନ ହେବ। ଗତବର୍ଷ ଦେଶର ୧୫୦ଟି ସ୍ଥାନ, କୀର୍ତ୍ତିରାଜି, ସରକାରୀ କୋଠା, ଶିକ୍ଷା ପ୍ରତିଷ୍ଠାନ, କର୍ପୋରେଟ ଅଫିସରେ ଆର୍ଥ ଆଓ୍ବାର ପାଳିତ ହୋଇଥିଲା। ଡବ୍ଲୁ ଡବ୍ଲୁ ଏଫ-ଇଣ୍ଡିଆ ପକ୍ଷରୁ ଗତବର୍ଷ ୧୨ଟି ସାଇକ୍ଲୋଥନ ଦେଶବ୍ଯାପୀ ଅନୁଷ୍ଠିତ ହୋଇଥିବାବେଳେ ୨ ହଜାର ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ । ପ୍ରଥମେ ୨୦୦୭ରେ ଅଷ୍ଟ୍ରେଲିଆ ସିଡନୀରେ ଏହାକୁ ପାଳନ କରାଯାଇଥିଲା । ପରେ ବିଶ୍ବରେ ଏହା ପାଳନ ହେବା ଆରମ୍ଭ ହୋଇଥିଲା। ଲାଇଟଗୁଡିକୁ ସୁଇଚ ଅଫ କରାଗଲେ ଗ୍ରୀନହାଉସ ଗ୍ଯାସ ହ୍ରାସ ସହ ଜୀବାଶ୍ମ ଇନ୍ଧନ ବ୍ଯବହାର ବନ୍ଦ ହୋଇଥାଏ। ଏହା ପୃଥିବୀ ପ୍ରତି ଅନୁକୂଳ ସାବ୍ୟସ୍ତ ହୋଇଥାଏ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

23 Mar 2024 By The Sakala

ଆଜି ସାରା ବିଶ୍ବରେ ପାଳନ ହେବ ଆର୍ଥ ଆଓ୍ବାର

ନୂଆଦିଲ୍ଲୀ: ପୃଥିବୀ ଲାଗି ଘଣ୍ଟାଟିଏ । ଆଜି ସାରା ବିଶ୍ବରେ ପାଳନ ହେବ ଆର୍ଥ ଆଓ୍ବାର । ଛୋଟିଆରୁ ବୃହତ ରାଷ୍ଟ୍ର- ସବୁଠି ପାଳନ ହେବ ଆର୍ଥ ଆଓ୍ବାର। ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣ ଦିଗରେ ସଚେତନା ସୃଷ୍ଟି ଆର୍ଥ ଆଓ୍ବାରର ରହିଛି ଆହ୍ବାନ। ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏ ପାଳିତ ହେବ ଆର୍ଥ ଆଓ୍ବାର। ପ୍ରତିବର୍ଷ ଏହି ସମୟରେ ସାରା ବିଶ୍ବରେ ଏହାକୁ ପାଳନ କରାଯାଇଥାଏ। ବିଶ୍ବ ବନ୍ଯଜନ୍ତୁ ପାଣ୍ଠି ବା WWF ପକ୍ଷରୁ ଏହା ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ଲାଇଟ ଓ ବୈଦ୍ୟୁତିକ ଯନ୍ତ୍ରାଦିକୁ ସୁଇଚ ଅଫ କରିବା ଲାଗି ଆହ୍ବାନ ଦିଆଯାଇଥାଏ।

ବିଶ୍ବର ପ୍ରାୟ ୧୯୦ଟି ରାଷ୍ଟ୍ରରେ ଆଜି ଏହି ଦିବସ ପାଳନ ହେବ। ଗତବର୍ଷ ଦେଶର ୧୫୦ଟି ସ୍ଥାନ, କୀର୍ତ୍ତିରାଜି, ସରକାରୀ କୋଠା, ଶିକ୍ଷା ପ୍ରତିଷ୍ଠାନ, କର୍ପୋରେଟ ଅଫିସରେ ଆର୍ଥ ଆଓ୍ବାର ପାଳିତ ହୋଇଥିଲା। ଡବ୍ଲୁ ଡବ୍ଲୁ ଏଫ-ଇଣ୍ଡିଆ ପକ୍ଷରୁ ଗତବର୍ଷ ୧୨ଟି ସାଇକ୍ଲୋଥନ ଦେଶବ୍ଯାପୀ ଅନୁଷ୍ଠିତ ହୋଇଥିବାବେଳେ ୨ ହଜାର ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ । ପ୍ରଥମେ ୨୦୦୭ରେ ଅଷ୍ଟ୍ରେଲିଆ ସିଡନୀରେ ଏହାକୁ ପାଳନ କରାଯାଇଥିଲା । ପରେ ବିଶ୍ବରେ ଏହା ପାଳନ ହେବା ଆରମ୍ଭ ହୋଇଥିଲା। ଲାଇଟଗୁଡିକୁ ସୁଇଚ ଅଫ କରାଗଲେ ଗ୍ରୀନହାଉସ ଗ୍ଯାସ ହ୍ରାସ ସହ ଜୀବାଶ୍ମ ଇନ୍ଧନ ବ୍ଯବହାର ବନ୍ଦ ହୋଇଥାଏ। ଏହା ପୃଥିବୀ ପ୍ରତି ଅନୁକୂଳ ସାବ୍ୟସ୍ତ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର