ଟିକା ନେବାକୁ ଆସି ଧରାପଡ଼ିଲା ଦୁଷ୍କର୍ମକାରୀ

The Sakala Picture
Published On

ପାଟଣାଗଡ : କରୋନା ଟିକା ନେବାକୁ ଆସି ଟିକା କେନ୍ଦ୍ରରୁ ଦୁଷ୍କର୍ମ ମାମଲାରେ ଫେରାର ଥିବା ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଉଇଖା ଗ୍ରାମର ଅରୁଣ ପୋଡ଼ ପାଟଣାଗଡ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଗତ ୨୦୧୯ ମାର୍ଚ୍ଚ ୨୦ ତାରିଖ ଦିନ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭୁଯୁକ୍ତ ଗିରଫଦାରୀକୁ ଏଡାଇବା ପାଇଁ ସେହି ଦିନଠାରୁ ସେ ଫେରାର ଥିଲା। ଆଜି ସକାଳେ ଉଇଁବା ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା […]

ପାଟଣାଗଡ : କରୋନା ଟିକା ନେବାକୁ ଆସି ଟିକା କେନ୍ଦ୍ରରୁ ଦୁଷ୍କର୍ମ ମାମଲାରେ ଫେରାର ଥିବା ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଉଇଖା ଗ୍ରାମର ଅରୁଣ ପୋଡ଼ ପାଟଣାଗଡ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଗତ ୨୦୧୯ ମାର୍ଚ୍ଚ ୨୦ ତାରିଖ ଦିନ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭୁଯୁକ୍ତ ଗିରଫଦାରୀକୁ ଏଡାଇବା ପାଇଁ ସେହି ଦିନଠାରୁ ସେ ଫେରାର ଥିଲା। ଆଜି ସକାଳେ ଉଇଁବା ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ଟିକା ନେବାକୁ ଆସି ଅପେକ୍ଷା କରିଥିବା ଖବର ପାଇ ପୁଲିସ ଉଠାଇନେଇଥିଲା। ଡାକ୍ତରୀ ପରୀକ୍ଷା ପରେ କୋର୍ଟଚାଲାଣ କରାଯାଇଥିଲା। ଯାମିନ ନାମଞ୍ଜର ହେବାରୁ ଜେଲକୁ ପଠାଇଦିଆଯାଇଛି।

ଆହୁରି ପଢ଼ନ୍ତୁ: ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୪୨ ମାଓବାଦୀ, ତେଲେଙ୍ଗାନାକୁ ମାଓମୁକ୍ତ ରାଜ୍ୟ କହିଲେ ଡିଜିପି

27 Jun 2021 By The Sakala

ଟିକା ନେବାକୁ ଆସି ଧରାପଡ଼ିଲା ଦୁଷ୍କର୍ମକାରୀ

ପାଟଣାଗଡ : କରୋନା ଟିକା ନେବାକୁ ଆସି ଟିକା କେନ୍ଦ୍ରରୁ ଦୁଷ୍କର୍ମ ମାମଲାରେ ଫେରାର ଥିବା ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଉଇଖା ଗ୍ରାମର ଅରୁଣ ପୋଡ଼ ପାଟଣାଗଡ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଗତ ୨୦୧୯ ମାର୍ଚ୍ଚ ୨୦ ତାରିଖ ଦିନ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭୁଯୁକ୍ତ ଗିରଫଦାରୀକୁ ଏଡାଇବା ପାଇଁ ସେହି ଦିନଠାରୁ ସେ ଫେରାର ଥିଲା। ଆଜି ସକାଳେ ଉଇଁବା ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ଟିକା ନେବାକୁ ଆସି ଅପେକ୍ଷା କରିଥିବା ଖବର ପାଇ ପୁଲିସ ଉଠାଇନେଇଥିଲା। ଡାକ୍ତରୀ ପରୀକ୍ଷା ପରେ କୋର୍ଟଚାଲାଣ କରାଯାଇଥିଲା। ଯାମିନ ନାମଞ୍ଜର ହେବାରୁ ଜେଲକୁ ପଠାଇଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର