ମନୋରଞ୍ଜନ
ଚିତାବାଘ ଛାଲ ଓ ବଜ୍ରକାପ୍ତା କାତି ଚାଲାଣ ଅଭିଯୋଗରେ ମା-ପୁଅ ଗିରଫ
ନୟାଗଡ଼: ଚିତାବାଘ ଛାଲ ଓ ବଜ୍ରକାପ୍ତା କାତି ଚାଲାଣ ଅଭିଯୋଗରେ ମା-ପୁଅ ଗିରଫ । କୁଜାମେଣ୍ଡି ବିଟ୍ ହାଉସ୍ର କୁଜାମେଣ୍ଢୀ ଗାଁରୁ ଗିରଫ ହୋଇଛନ୍ତି ମାଆ ଜ୍ଯୋସ୍ନାରାଣୀ ମଲ୍ଲିକ ଏବଂ ପୁଅ ପ୍ରଦୀପ ମଲ୍ଲିକ । ଫୁଲବାଣୀ ଅଞ୍ଚଳରୁ ଚିତାବାଘ ଶିକାର କରି ଛାଲ ଆଣିଥିବା ସୂଚନା । ବଜ୍ରକାପ୍ତାକୁ ମାରି ୧୬୪ଟି କାତି ରଖିଥିବା ବନ ବିଭାଗର ସୂଚନା । ଏହି ଘଟଣାରେ ଆଉ କିଛି ସଂପୃକ୍ତ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଥିବା କହିଛନ୍ତି DFO । ତେବେ ଏମାନେ ଶିକାରୀ ନା ବିକ୍ରୀ ଉଦ୍ଦେଶ୍ଯରେ ଚମଡା ରଖିଥିଲେ ସେନେଇ ଅଧିକ ତଦନ୍ତ ଚାଲିଥିବା ଡିଏଫଓ କହିଛନ୍ତି ।