ଜୁଲାଇ ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

The Sakala Picture
Published On

ନୂଆଦିଲ୍ଲୀ: ଜୁଲାଇ ୧୯ ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ଯନ୍ତ ଲୋକସଭାରେ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ୧୯ଟି କାର୍ଯ୍ଯ ଦିବସ ରହିବ। ମୌସୁମୀ ଅଧିବେଶନର ସମୟ ପ୍ରତ୍ଯେକ ଦିନ ସକାଳ ୧୧ଟାରୁ ଆରମ୍ଭ ହୋଇ ସନ୍ଧ୍ଯା ୬ଟାରେ ଶେଷ ହେବ । ଏନେଇ ଲୋକସଭା ବାଚଷ୍ପତ୍ତି ଓମ୍ ବିର୍ଲା ସୂଚନା ଦେଇଛନ୍ତି ।  ସାମ୍ବାଦିକ ସମ୍ମିଳନୀରେ ଓମ୍ ବିର୍ଲା କହିଛନ୍ତି ଯେ,  କରୋନା ମହାମାରୀ ସମୟରେ ସଂସଦରେ ମୋଟ ୩ ଟି ବୈଠକ […]

ନୂଆଦିଲ୍ଲୀ: ଜୁଲାଇ ୧୯ ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ଯନ୍ତ ଲୋକସଭାରେ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ୧୯ଟି କାର୍ଯ୍ଯ ଦିବସ ରହିବ। ମୌସୁମୀ ଅଧିବେଶନର ସମୟ ପ୍ରତ୍ଯେକ ଦିନ ସକାଳ ୧୧ଟାରୁ ଆରମ୍ଭ ହୋଇ ସନ୍ଧ୍ଯା ୬ଟାରେ ଶେଷ ହେବ । ଏନେଇ ଲୋକସଭା ବାଚଷ୍ପତ୍ତି ଓମ୍ ବିର୍ଲା ସୂଚନା ଦେଇଛନ୍ତି ।  ସାମ୍ବାଦିକ ସମ୍ମିଳନୀରେ ଓମ୍ ବିର୍ଲା କହିଛନ୍ତି ଯେ,  କରୋନା ମହାମାରୀ ସମୟରେ ସଂସଦରେ ମୋଟ ୩ ଟି ବୈଠକ ଅନୁଷ୍ଠିତ ହୋଇଛି । ଏହାସହ ବହୁ ସଂଖ୍ୟାରେ ସାଂସଦ ଏହି ବୈଠକରେ ଯୋଗ ଦେଇଥିଲେ ।

ଆହୁରି ପଢ଼ନ୍ତୁ: Operation CyHawk 4.0: ସାଇବର ଅପରାଧ ଉପରେ ଦିଲ୍ଲୀ ପୋଲିସର ବଡ଼ ପ୍ରହାର, ୬୦୦ରୁ ଅଧିକ ଗିରଫ

କୋଭିଡ-୧୯ କଟକଣା ଭିତରେ ଅଧିବେଶନ କରାଯିବ। ଯେଉଁମାନେ କୋଭିଡ ଟିକାର ଦୁଇଟି ଡୋଜ ନେଇଥିବେ ସେମାନଙ୍କୁ ସଂସଦ ଭବନ ଭିତରେ ପଶିବା ପୂର୍ବରୁ ଆରଟିପିସିଆର ଟେଷ୍ଟ ଦେବାକୁ ପଡିବ ନାହିଁ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ସଂଘର୍ଷର ପ୍ରଭାବ: ବିଶ୍ୱ ଅର୍ଥନୀତିକୁ ନେଇ ସତର୍କ କରାଇଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗା

12 Jul 2021 By The Sakala

ଜୁଲାଇ ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଜୁଲାଇ ୧୯ ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ଯନ୍ତ ଲୋକସଭାରେ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ୧୯ଟି କାର୍ଯ୍ଯ ଦିବସ ରହିବ। ମୌସୁମୀ ଅଧିବେଶନର ସମୟ ପ୍ରତ୍ଯେକ ଦିନ ସକାଳ ୧୧ଟାରୁ ଆରମ୍ଭ ହୋଇ ସନ୍ଧ୍ଯା ୬ଟାରେ ଶେଷ ହେବ । ଏନେଇ ଲୋକସଭା ବାଚଷ୍ପତ୍ତି ଓମ୍ ବିର୍ଲା ସୂଚନା ଦେଇଛନ୍ତି ।  ସାମ୍ବାଦିକ ସମ୍ମିଳନୀରେ ଓମ୍ ବିର୍ଲା କହିଛନ୍ତି ଯେ,  କରୋନା ମହାମାରୀ ସମୟରେ ସଂସଦରେ ମୋଟ ୩ ଟି ବୈଠକ ଅନୁଷ୍ଠିତ ହୋଇଛି । ଏହାସହ ବହୁ ସଂଖ୍ୟାରେ ସାଂସଦ ଏହି ବୈଠକରେ ଯୋଗ ଦେଇଥିଲେ ।

କୋଭିଡ-୧୯ କଟକଣା ଭିତରେ ଅଧିବେଶନ କରାଯିବ। ଯେଉଁମାନେ କୋଭିଡ ଟିକାର ଦୁଇଟି ଡୋଜ ନେଇଥିବେ ସେମାନଙ୍କୁ ସଂସଦ ଭବନ ଭିତରେ ପଶିବା ପୂର୍ବରୁ ଆରଟିପିସିଆର ଟେଷ୍ଟ ଦେବାକୁ ପଡିବ ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର