ତାଲିବାନୀଙ୍କ ହାତରେ ଅତ୍ୟାଧୁନିକ ଆମେରିକୀୟ ଅସ୍ତ୍ର

The Sakala Picture
Published On

କାବୁଲ: କାବୁଲ ଦଖଲ କରିବା ପରେ ତାଲିବାନୀ ସେନା ଏବେ ଆଫ୍‌ଗାନିସ୍ତାନରେ ରାଜୁତି ଆରମ୍ଭ କରିଥÒଲା ବେଳେ ସରିୟତ୍‌ ଆଇନ ଲାଗୁ କରିଛି। ଏହାର ଉଲ୍ଲଘଂନରେ ତାଲିବାନୀ ସେନା ଲୋକମାନଙ୍କ ପ୍ରତି ଅତି କଠୋର ହେବା ସହିତ ମୃତ୍ୟୁ ଦଣ୍ଡ ମଧ୍ୟ ଦେଉଛି। ଏଭଳି ସ୍ଥଳେ କିଛି ସ୍ଥାନରେ ତାଲିବାନ ବିରୋଧରେ ସ୍ବର ଉଠିଛି। କିନ୍ତୁ ତାଲିବାନରେ ହାତରେ ଏବେ ଆମେରିକାର ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପଡ଼ିଥÒବାରୁ ଆଗକୁ ସ୍ଥ଄ତି ଆହୁରି କଠିନ ହେବ ବୋଲି ଆଶଙ୍କା […]

କାବୁଲ: କାବୁଲ ଦଖଲ କରିବା ପରେ ତାଲିବାନୀ ସେନା ଏବେ ଆଫ୍‌ଗାନିସ୍ତାନରେ ରାଜୁତି ଆରମ୍ଭ କରିଥÒଲା ବେଳେ ସରିୟତ୍‌ ଆଇନ ଲାଗୁ କରିଛି। ଏହାର ଉଲ୍ଲଘଂନରେ ତାଲିବାନୀ ସେନା ଲୋକମାନଙ୍କ ପ୍ରତି ଅତି କଠୋର ହେବା ସହିତ ମୃତ୍ୟୁ ଦଣ୍ଡ ମଧ୍ୟ ଦେଉଛି। ଏଭଳି ସ୍ଥଳେ କିଛି ସ୍ଥାନରେ ତାଲିବାନ ବିରୋଧରେ ସ୍ବର ଉଠିଛି। କିନ୍ତୁ ତାଲିବାନରେ ହାତରେ ଏବେ ଆମେରିକାର ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପଡ଼ିଥÒବାରୁ ଆଗକୁ ସ୍ଥ଄ତି ଆହୁରି କଠିନ ହେବ ବୋଲି ଆଶଙ୍କା କରାଯାଉଛି। ମିଳିଥÒବା ସୂଚନା ଅନୁଯାୟୀ, ଗତ କିଛି ମାସ ତଳେ ଆମେରିକା ପକ୍ଷରୁ ଆଫଗାନିସ୍ତାନକୁ ଦିଆଯାଇଥÒବା ୭ଟି ନୂଆ ହେଲିକପ୍ଟର ସମେତ ଅତ୍ୟାଧୁନିକ ଲାଇଟ ମେସିନଗନ୍‌ , ନାଇଟ୍‌ ୱାଚ୍‌ ସରଞ୍ଜାମ ଏବଂ ଲଢୁଆ ବିମାନଗୁଡିକୁ ମଧ୍ୟ ତାଲିବାନ ସେନା ନିଜ ଅଧୀନକୁ ନେଇଛି। ଏହାଦ୍ବାରା ତାଲିବାନ ବିରୋଧରେ ଛିଡା ହେଉଥÒବା ବିଦ୍ରୋହୀଙ୍କ ବିପକ୍ଷରେ ଏଗୁଡିକୁ ବ୍ୟବହାର କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

20 Aug 2021 By The Sakala

ତାଲିବାନୀଙ୍କ ହାତରେ ଅତ୍ୟାଧୁନିକ ଆମେରିକୀୟ ଅସ୍ତ୍ର

କାବୁଲ: କାବୁଲ ଦଖଲ କରିବା ପରେ ତାଲିବାନୀ ସେନା ଏବେ ଆଫ୍‌ଗାନିସ୍ତାନରେ ରାଜୁତି ଆରମ୍ଭ କରିଥÒଲା ବେଳେ ସରିୟତ୍‌ ଆଇନ ଲାଗୁ କରିଛି। ଏହାର ଉଲ୍ଲଘଂନରେ ତାଲିବାନୀ ସେନା ଲୋକମାନଙ୍କ ପ୍ରତି ଅତି କଠୋର ହେବା ସହିତ ମୃତ୍ୟୁ ଦଣ୍ଡ ମଧ୍ୟ ଦେଉଛି। ଏଭଳି ସ୍ଥଳେ କିଛି ସ୍ଥାନରେ ତାଲିବାନ ବିରୋଧରେ ସ୍ବର ଉଠିଛି। କିନ୍ତୁ ତାଲିବାନରେ ହାତରେ ଏବେ ଆମେରିକାର ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପଡ଼ିଥÒବାରୁ ଆଗକୁ ସ୍ଥ଄ତି ଆହୁରି କଠିନ ହେବ ବୋଲି ଆଶଙ୍କା କରାଯାଉଛି। ମିଳିଥÒବା ସୂଚନା ଅନୁଯାୟୀ, ଗତ କିଛି ମାସ ତଳେ ଆମେରିକା ପକ୍ଷରୁ ଆଫଗାନିସ୍ତାନକୁ ଦିଆଯାଇଥÒବା ୭ଟି ନୂଆ ହେଲିକପ୍ଟର ସମେତ ଅତ୍ୟାଧୁନିକ ଲାଇଟ ମେସିନଗନ୍‌ , ନାଇଟ୍‌ ୱାଚ୍‌ ସରଞ୍ଜାମ ଏବଂ ଲଢୁଆ ବିମାନଗୁଡିକୁ ମଧ୍ୟ ତାଲିବାନ ସେନା ନିଜ ଅଧୀନକୁ ନେଇଛି। ଏହାଦ୍ବାରା ତାଲିବାନ ବିରୋଧରେ ଛିଡା ହେଉଥÒବା ବିଦ୍ରୋହୀଙ୍କ ବିପକ୍ଷରେ ଏଗୁଡିକୁ ବ୍ୟବହାର କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

https://www.thesakala.in/national-international/talibans-new-us-made-war-chest/article-4743
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର