୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ରୁଷୀୟ ବିମାନ ଦୁର୍ଘଟଣାଗ୍ରସ୍ତ

The Sakala Picture
Published On

ନୂଆଦିଲ୍ଲୀ: ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ରୁଷୀୟ ବିମାନ ଦୁର୍ଘଟଣା। ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା। ଟିଣ୍ଡା ଯିବା ବେଳେ ଚୀନ ସୀମାନ୍ତ ଅମୁର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ। ବିମାନଟି ସାଇବେରିଆ ସ୍ଥିତ ଅଙ୍ଗାରା ଏୟାରଲାଇନ୍ସର ବୋଲି ଜଣାପଡିଛି। ବିମାନରେ ୫ ପିଲାଙ୍କ ସହ ୪୪ ଯାତ୍ରୀ ଓ ୬ କ୍ରିଉ ସଦସ୍ୟ ଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନକୁ ଠାବ କଲା ଉଦ୍ଧାର ପାଇଁ ଯାଇଥିବା ହେଲିକପ୍ଟର। ଏପର୍ଯ୍ୟନ୍ତ ଯାତ୍ରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ପୂରା ବିମାନ […]

ନୂଆଦିଲ୍ଲୀ: ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ରୁଷୀୟ ବିମାନ ଦୁର୍ଘଟଣା। ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା। ଟିଣ୍ଡା ଯିବା ବେଳେ ଚୀନ ସୀମାନ୍ତ ଅମୁର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ। ବିମାନଟି ସାଇବେରିଆ ସ୍ଥିତ ଅଙ୍ଗାରା ଏୟାରଲାଇନ୍ସର ବୋଲି ଜଣାପଡିଛି। ବିମାନରେ ୫ ପିଲାଙ୍କ ସହ ୪୪ ଯାତ୍ରୀ ଓ ୬ କ୍ରିଉ ସଦସ୍ୟ ଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନକୁ ଠାବ କଲା ଉଦ୍ଧାର ପାଇଁ ଯାଇଥିବା ହେଲିକପ୍ଟର।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ 'ନର୍କକୁଣ୍ଡ' ମନ୍ତବ୍ୟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା: କହିଲେ, 'ଆମେ ରିପୋର୍ଟ ଦେଖିଛୁ'

ଏପର୍ଯ୍ୟନ୍ତ ଯାତ୍ରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ପୂରା ବିମାନ ମଧ୍ୟ ମିଳିପାରିନାହିଁ। ୫୦ ଯାତ୍ରୀ ନିଖୋଜ ଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଯାତ୍ରୀବାହୀ ବିମାନ ଆନ ଆନ -୨୪ ସହ ଋଷିଆ ଏୟାର ଟ୍ରାଫିକର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଆହୁରି ପଢ଼ନ୍ତୁ: ଭାରତକୁ 'ନର୍କଖଣ୍ଡ' କହି ବିବାଦରେ ଟ୍ରମ୍ପ: କଡ଼ା ଜବାବ ଦେଲା ଭାରତ ଓ ଇରାନ

ଋଷର ଜରୁରୀକାଳୀନ ମନ୍ତ୍ରାଳୟ କହିଛି ଯେ ସାଇବେରିଆ ଆଧାରିତ ଏୟାରଲାଇନ୍‌ ଆଙ୍ଗାରା ଦ୍ୱାରା ପରିଚାଳିତ ଏକ ବିମାନ ତା’ର ଗନ୍ତବ୍ୟସ୍ଥଳ ଟାଇଣ୍ଡା ଆଡ଼କୁ ଯାଉଥିବା ବେଳେ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ଟାଇଣ୍ଡା ହେଉଛି ଚୀନ୍‌ ସୀମାବର୍ତ୍ତୀ ଅମୁର ଅଞ୍ଚଳର ଏକ ସହର।

ଆହୁରି ପଢ଼ନ୍ତୁ: ପଞ୍ଜାବ ରାଜନୀତିରେ ମହାଭୂକମ୍ପ: ବିଜେପିରେ ମିଶିବା ପରେ ହରଭଜନ ସିଂହଙ୍କ ଘର ବାହାରେ 'ଗଦ୍ଦାର' ଲେଖିଲେ ଆପ୍ କର୍ମୀ

24 Jul 2025 By The Sakala

୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ରୁଷୀୟ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ରୁଷୀୟ ବିମାନ ଦୁର୍ଘଟଣା। ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା। ଟିଣ୍ଡା ଯିବା ବେଳେ ଚୀନ ସୀମାନ୍ତ ଅମୁର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ। ବିମାନଟି ସାଇବେରିଆ ସ୍ଥିତ ଅଙ୍ଗାରା ଏୟାରଲାଇନ୍ସର ବୋଲି ଜଣାପଡିଛି। ବିମାନରେ ୫ ପିଲାଙ୍କ ସହ ୪୪ ଯାତ୍ରୀ ଓ ୬ କ୍ରିଉ ସଦସ୍ୟ ଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନକୁ ଠାବ କଲା ଉଦ୍ଧାର ପାଇଁ ଯାଇଥିବା ହେଲିକପ୍ଟର।

ଏପର୍ଯ୍ୟନ୍ତ ଯାତ୍ରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ପୂରା ବିମାନ ମଧ୍ୟ ମିଳିପାରିନାହିଁ। ୫୦ ଯାତ୍ରୀ ନିଖୋଜ ଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଯାତ୍ରୀବାହୀ ବିମାନ ଆନ ଆନ -୨୪ ସହ ଋଷିଆ ଏୟାର ଟ୍ରାଫିକର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଋଷର ଜରୁରୀକାଳୀନ ମନ୍ତ୍ରାଳୟ କହିଛି ଯେ ସାଇବେରିଆ ଆଧାରିତ ଏୟାରଲାଇନ୍‌ ଆଙ୍ଗାରା ଦ୍ୱାରା ପରିଚାଳିତ ଏକ ବିମାନ ତା’ର ଗନ୍ତବ୍ୟସ୍ଥଳ ଟାଇଣ୍ଡା ଆଡ଼କୁ ଯାଉଥିବା ବେଳେ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ଟାଇଣ୍ଡା ହେଉଛି ଚୀନ୍‌ ସୀମାବର୍ତ୍ତୀ ଅମୁର ଅଞ୍ଚଳର ଏକ ସହର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର