ଉତ୍ତର କୋରିଆରେ ଅଜବ ନିୟମ, ୧୧ ଦିନ ପାଇଁ ହସିବା ଓ ଖାଦ୍ଯଦ୍ରବ୍ଯ କିଣିବା ମନା

The Sakala Picture
Published On

ନୂଆଦିଲ୍ଲୀ: ସବୁବେଳେ ଭିନ୍ନଭିନ୍ନ ନିୟମ ପାଇଁ ଉତ୍ତର କୋରିଆ ଚର୍ଚ୍ଚାରେ ରହିଥାଏ। ଏବେ କିମ ଜୋଙ୍ଗ ଉନ ସରକାର ହସିବା, ମଦ ପିଇବା, ଖାଦ୍ୟଦ୍ରବ୍ୟ କିଣାକିଣି ଉପରେ ବ୍ୟାନ୍‌ ଲଗାଇଛନ୍ତି। ଏହି ନିଷେଧାଦେଶ ୧୧ ଦିନ ପାଇଁ ରହିଛି। କାରଣ ପ୍ୟୋଙ୍ଗୟାଙ୍ଗ ଏହାର ପୂର୍ବତନ ନେତା କିମ ଜୋଙ୍ଗ ଇଲ୍‌ଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀ ପାଳନ କରୁଛି। ଏହି ନିର୍ଦ୍ଦିଷ୍ଟ ଅବଧି ପାଇଁ ଏହି ଆଦେଶ ପାରିତ ହୋଇଛି ବୋଲି ଜଣାପଡ଼ିଛି। ଏହା ଦଶମ ଶ୍ରାଦ୍ଧ ବାର୍ଷିକୀ […]

ନୂଆଦିଲ୍ଲୀ: ସବୁବେଳେ ଭିନ୍ନଭିନ୍ନ ନିୟମ ପାଇଁ ଉତ୍ତର କୋରିଆ ଚର୍ଚ୍ଚାରେ ରହିଥାଏ। ଏବେ କିମ ଜୋଙ୍ଗ ଉନ ସରକାର ହସିବା, ମଦ ପିଇବା, ଖାଦ୍ୟଦ୍ରବ୍ୟ କିଣାକିଣି ଉପରେ ବ୍ୟାନ୍‌ ଲଗାଇଛନ୍ତି। ଏହି ନିଷେଧାଦେଶ ୧୧ ଦିନ ପାଇଁ ରହିଛି। କାରଣ ପ୍ୟୋଙ୍ଗୟାଙ୍ଗ ଏହାର ପୂର୍ବତନ ନେତା କିମ ଜୋଙ୍ଗ ଇଲ୍‌ଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀ ପାଳନ କରୁଛି। ଏହି ନିର୍ଦ୍ଦିଷ୍ଟ ଅବଧି ପାଇଁ ଏହି ଆଦେଶ ପାରିତ ହୋଇଛି ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଆମିକ୍‌ସ କ୍ୟୁରିଙ୍କ ତଥ୍ୟ: ଓଡ଼ିଶାର ୭୬% ସାଂସଦ ଅପରାଧ ଅଭିଯୁକ୍ତ

ଏହା ଦଶମ ଶ୍ରାଦ୍ଧ ବାର୍ଷିକୀ ହୋଇଥିବାରୁ ଏହି ବର୍ଷ ଶୋକ ସମୟ ୧୧ ଦିନ ରହିବ। ସାଧାରଣତଃ ପ୍ରତିବର୍ଷ ୧୦ ଦିନର ଶୋକ ପାଳନ କରାଯାଏ। ଖବର ଅନୁଯାୟୀ, ଏକଛତ୍ରବାଦୀ ଶାସକ କିମ ୧୧ ଦିନ ଧରି ସାରା ଦେଶରେ ଲୋକଙ୍କୁ ହସିବାକୁ ବାରଣ କରିଛନ୍ତି। ଏହା ସହିତ ମଦ୍ୟପାନ କରିବା ଏବଂ କୌଣସି ପ୍ରକାରର କାର୍ଯ୍ଯକ୍ରମ ଆୟୋଜନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

ଆହୁରି ପଢ଼ନ୍ତୁ: ସୁରଟ ରେଳ ଷ୍ଟେସନରେ ହାଇଡ୍ରାମା: ଟ୍ରେନରେ ଯାତ୍ରୀଙ୍କ ଉପରକୁ ଅଗ୍ନିନିର୍ବାପକ ଯନ୍ତ୍ର ସ୍ପ୍ରେ କଲେ ବିଦେଶୀ ନାଗରିକ, ପୋଲିସ ହେପାଜତରେ ମୃତ୍ୟୁ

17 Dec 2021 By The Sakala

ଉତ୍ତର କୋରିଆରେ ଅଜବ ନିୟମ, ୧୧ ଦିନ ପାଇଁ ହସିବା ଓ ଖାଦ୍ଯଦ୍ରବ୍ଯ କିଣିବା ମନା

ନୂଆଦିଲ୍ଲୀ: ସବୁବେଳେ ଭିନ୍ନଭିନ୍ନ ନିୟମ ପାଇଁ ଉତ୍ତର କୋରିଆ ଚର୍ଚ୍ଚାରେ ରହିଥାଏ। ଏବେ କିମ ଜୋଙ୍ଗ ଉନ ସରକାର ହସିବା, ମଦ ପିଇବା, ଖାଦ୍ୟଦ୍ରବ୍ୟ କିଣାକିଣି ଉପରେ ବ୍ୟାନ୍‌ ଲଗାଇଛନ୍ତି। ଏହି ନିଷେଧାଦେଶ ୧୧ ଦିନ ପାଇଁ ରହିଛି। କାରଣ ପ୍ୟୋଙ୍ଗୟାଙ୍ଗ ଏହାର ପୂର୍ବତନ ନେତା କିମ ଜୋଙ୍ଗ ଇଲ୍‌ଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀ ପାଳନ କରୁଛି। ଏହି ନିର୍ଦ୍ଦିଷ୍ଟ ଅବଧି ପାଇଁ ଏହି ଆଦେଶ ପାରିତ ହୋଇଛି ବୋଲି ଜଣାପଡ଼ିଛି।

ଏହା ଦଶମ ଶ୍ରାଦ୍ଧ ବାର୍ଷିକୀ ହୋଇଥିବାରୁ ଏହି ବର୍ଷ ଶୋକ ସମୟ ୧୧ ଦିନ ରହିବ। ସାଧାରଣତଃ ପ୍ରତିବର୍ଷ ୧୦ ଦିନର ଶୋକ ପାଳନ କରାଯାଏ। ଖବର ଅନୁଯାୟୀ, ଏକଛତ୍ରବାଦୀ ଶାସକ କିମ ୧୧ ଦିନ ଧରି ସାରା ଦେଶରେ ଲୋକଙ୍କୁ ହସିବାକୁ ବାରଣ କରିଛନ୍ତି। ଏହା ସହିତ ମଦ୍ୟପାନ କରିବା ଏବଂ କୌଣସି ପ୍ରକାରର କାର୍ଯ୍ଯକ୍ରମ ଆୟୋଜନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର