ପୂରଣ ହେଲା ମାନସିକ: ୩ କୋଟିର ସୁନା ଅଳଙ୍କାର ଦାନ କଲେ ଭକ୍ତ

The Sakala Picture
Published On

ତିରୁମାଲା: ତିରୁମାଲା ଭେଙ୍କେଟେଶ୍ୱରଙ୍କୁ ସଜାଇବା ପାଇଁ ଜଣେ ଭକ୍ତ ୩କୋଟି ଟଙ୍କାର ଅଳଙ୍କାର (୫.୩ କିଲୋଗ୍ରାମ) ଦାନ କରିଛନ୍ତି । ଯାହା ଏବେ ଚର୍ଚ୍ଚାର କାରଣ ସାଜିଛି । ବ୍ୟକ୍ତିଜଣଙ୍କ ନିଜ ନାମ ଗୋପନ ରଖିବା ପାଇଁ ଅନୁରୋଧ କରିଛନ୍ତି । ଏହି ସୁନା ଅଳଙ୍କାରଗୁଡିକୁ ତିରୁମାଲା ତିରୁପତି ଦେବସ୍ଥାନମର ଅଧିକାରୀ ଭେଙ୍କେଟ ଧର୍ମା ରେଡ୍ଡୀଙ୍କୁ ଏହା ହସ୍ତାନ୍ତର କରିଛି । ଭକ୍ତ ଜଣଙ୍କ କରୋନା ସଂକ୍ରମିତ ହେବା ପରେ ସୁସ୍ଥ ହେବା ପାଇଁ ବାଲାଜୀ ମନ୍ଦିରରେ […]

ତିରୁମାଲା: ତିରୁମାଲା ଭେଙ୍କେଟେଶ୍ୱରଙ୍କୁ ସଜାଇବା ପାଇଁ ଜଣେ ଭକ୍ତ ୩କୋଟି ଟଙ୍କାର ଅଳଙ୍କାର (୫.୩ କିଲୋଗ୍ରାମ) ଦାନ କରିଛନ୍ତି । ଯାହା ଏବେ ଚର୍ଚ୍ଚାର କାରଣ ସାଜିଛି । ବ୍ୟକ୍ତିଜଣଙ୍କ ନିଜ ନାମ ଗୋପନ ରଖିବା ପାଇଁ ଅନୁରୋଧ କରିଛନ୍ତି । ଏହି ସୁନା ଅଳଙ୍କାରଗୁଡିକୁ ତିରୁମାଲା ତିରୁପତି ଦେବସ୍ଥାନମର ଅଧିକାରୀ ଭେଙ୍କେଟ ଧର୍ମା ରେଡ୍ଡୀଙ୍କୁ ଏହା ହସ୍ତାନ୍ତର କରିଛି ।

ଆହୁରି ପଢ଼ନ୍ତୁ: ମହାକାଶରୁ କେମିତି ଦିଶେ ଭାରତ? ଆରବ ସାଗର ଓ ହିମାଳୟ ଉପରୁ ନିଆଯାଇଥିବା ଅପୂର୍ବ ରାତ୍ରି ଦୃଶ୍ୟ ସେୟାର କଲା ISS

ଭକ୍ତ ଜଣଙ୍କ କରୋନା ସଂକ୍ରମିତ ହେବା ପରେ ସୁସ୍ଥ ହେବା ପାଇଁ ବାଲାଜୀ ମନ୍ଦିରରେ ମାନସିକ କରିଥିଲେ । ସେ ସୁସ୍ଥ ହେବା ସହ ତାଙ୍କ ବ୍ୟବସାୟ ଭଲ ଚାଲିଥିବାରୁ ସେ ଏହି ଅଳଙ୍କାର ପ୍ରଭୂଙ୍କ ପାଇଁ ଦାନ କରିଛନ୍ତି । ଭକ୍ତ ଜଣଙ୍କ ଜଣେ ଅଳଙ୍କାର ବ୍ୟବସାୟୀ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ରାସ୍ତା ଖାଲରେ ପଡିଲା ଆମ୍ବୁଲାନ୍ସ, ବ୍ରେନ୍ ଡେଡ୍ ମହିଳାଙ୍କ ଶରୀରରେ ଫେରିଆସିଲା ଜୀବନ

10 Dec 2021 By The Sakala

ପୂରଣ ହେଲା ମାନସିକ: ୩ କୋଟିର ସୁନା ଅଳଙ୍କାର ଦାନ କଲେ ଭକ୍ତ

ତିରୁମାଲା: ତିରୁମାଲା ଭେଙ୍କେଟେଶ୍ୱରଙ୍କୁ ସଜାଇବା ପାଇଁ ଜଣେ ଭକ୍ତ ୩କୋଟି ଟଙ୍କାର ଅଳଙ୍କାର (୫.୩ କିଲୋଗ୍ରାମ) ଦାନ କରିଛନ୍ତି । ଯାହା ଏବେ ଚର୍ଚ୍ଚାର କାରଣ ସାଜିଛି । ବ୍ୟକ୍ତିଜଣଙ୍କ ନିଜ ନାମ ଗୋପନ ରଖିବା ପାଇଁ ଅନୁରୋଧ କରିଛନ୍ତି । ଏହି ସୁନା ଅଳଙ୍କାରଗୁଡିକୁ ତିରୁମାଲା ତିରୁପତି ଦେବସ୍ଥାନମର ଅଧିକାରୀ ଭେଙ୍କେଟ ଧର୍ମା ରେଡ୍ଡୀଙ୍କୁ ଏହା ହସ୍ତାନ୍ତର କରିଛି ।

ଭକ୍ତ ଜଣଙ୍କ କରୋନା ସଂକ୍ରମିତ ହେବା ପରେ ସୁସ୍ଥ ହେବା ପାଇଁ ବାଲାଜୀ ମନ୍ଦିରରେ ମାନସିକ କରିଥିଲେ । ସେ ସୁସ୍ଥ ହେବା ସହ ତାଙ୍କ ବ୍ୟବସାୟ ଭଲ ଚାଲିଥିବାରୁ ସେ ଏହି ଅଳଙ୍କାର ପ୍ରଭୂଙ୍କ ପାଇଁ ଦାନ କରିଛନ୍ତି । ଭକ୍ତ ଜଣଙ୍କ ଜଣେ ଅଳଙ୍କାର ବ୍ୟବସାୟୀ ବୋଲି ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର