ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି. ଦେବେଗୌଡ଼ା ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ

The Sakala Picture
Published On

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍. ଡି. ଦେବେଗୌଡ଼ା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ପତ୍ନୀ ଚେନ୍ନାମା ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ନିଜେ ଏ ନେଇ ଟ୍ୱିଟ୍ କରି  ସୂଚନା ଦେଇଛନ୍ତି । ଏବେ ସେ ଓ ତାଙ୍କ ପରିବାର ସମସ୍ତେ ଆଇସୋଲେସନରେ ଅଛନ୍ତି । My wife Chennamma and I have tested positive for COVID-19. We are self-isolating along with […]

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍. ଡି. ଦେବେଗୌଡ଼ା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ପତ୍ନୀ ଚେନ୍ନାମା ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ନିଜେ ଏ ନେଇ ଟ୍ୱିଟ୍ କରି  ସୂଚନା ଦେଇଛନ୍ତି । ଏବେ ସେ ଓ ତାଙ୍କ ପରିବାର ସମସ୍ତେ ଆଇସୋଲେସନରେ ଅଛନ୍ତି ।

ଆହୁରି ପଢ଼ନ୍ତୁ: ୧୦ ଦିନରେ ଚତୁର୍ଥ ଥର ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଭୁବନେଶ୍ୱରରେ ୧୦୦ ପାର୍ କଲା ଡିଜେଲ

ଗତ କିଛି ଦିନ ହେବ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକ କୋଭିଡ୍ ଟେଷ୍ଟ କରାଇ ନେବାକୁ ସେ ଅନୁରୋଧ କରିଛନ୍ତି । ଏହାସହ ଦଳୀୟ କର୍ମୀ ଓ ଶୁଭେଚ୍ଛଙ୍କୁ ଆତଙ୍କିତ ନ ହେବାକୁ ଏଚ୍. ଡି. ଦେବେଗୌଡ଼ା କହିଛନ୍ତି।

31 Mar 2021 By The Sakala

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି. ଦେବେଗୌଡ଼ା ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍. ଡି. ଦେବେଗୌଡ଼ା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ପତ୍ନୀ ଚେନ୍ନାମା ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ନିଜେ ଏ ନେଇ ଟ୍ୱିଟ୍ କରି  ସୂଚନା ଦେଇଛନ୍ତି । ଏବେ ସେ ଓ ତାଙ୍କ ପରିବାର ସମସ୍ତେ ଆଇସୋଲେସନରେ ଅଛନ୍ତି ।

ଗତ କିଛି ଦିନ ହେବ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକ କୋଭିଡ୍ ଟେଷ୍ଟ କରାଇ ନେବାକୁ ସେ ଅନୁରୋଧ କରିଛନ୍ତି । ଏହାସହ ଦଳୀୟ କର୍ମୀ ଓ ଶୁଭେଚ୍ଛଙ୍କୁ ଆତଙ୍କିତ ନ ହେବାକୁ ଏଚ୍. ଡି. ଦେବେଗୌଡ଼ା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର