ବଢ଼ିଲା ଏକକ ପିଜି ପ୍ରବେଶିକା ଆବେଦନ ଅବଧି

The Sakala Picture
Published On

ଭୁବନେଶ୍ୱର : ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ପାଇଁ ହେବାକୁଥିବା ଏକକ ପିଜି ପ୍ରବେଶିକାର ଆବେଦନ ଅବଧି ପୁନଶ୍ଚ ବୃଦ୍ଧି ହୋଇଛି। ଛାତ୍ରଛାତ୍ରୀ ଆସନ୍ତା ଜୁଲାଇ ୧୦ ତାରିଖ ଯାଏଁ ଆବେଦନ କରିବାକୁ ଥିବାବେଳେ ୧୧ ତାରିଖ ସୁଦ୍ଧା ଫି’ ଦାଖଲ କରିବେ। ଏନେଇ ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ୧୨ରୁ ୧୪ ତାରିଖ ଯାଏଁ ଛାତ୍ରଛାତ୍ରୀ ନିଜର ଫର୍ମ ସଂଶୋଧନ କରି ପାରିବେ ବୋଲି ଏନଟିଏ ଦର୍ଶାଇଛି। ତେବେ ଏସମ୍ପର୍କିତ ସମସ୍ତ […]

ଭୁବନେଶ୍ୱର : ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ପାଇଁ ହେବାକୁଥିବା ଏକକ ପିଜି ପ୍ରବେଶିକାର ଆବେଦନ ଅବଧି ପୁନଶ୍ଚ ବୃଦ୍ଧି ହୋଇଛି। ଛାତ୍ରଛାତ୍ରୀ ଆସନ୍ତା ଜୁଲାଇ ୧୦ ତାରିଖ ଯାଏଁ ଆବେଦନ କରିବାକୁ ଥିବାବେଳେ ୧୧ ତାରିଖ ସୁଦ୍ଧା ଫି’ ଦାଖଲ କରିବେ। ଏନେଇ ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ୧୨ରୁ ୧୪ ତାରିଖ ଯାଏଁ ଛାତ୍ରଛାତ୍ରୀ ନିଜର ଫର୍ମ ସଂଶୋଧନ କରି ପାରିବେ ବୋଲି ଏନଟିଏ ଦର୍ଶାଇଛି। ତେବେ ଏସମ୍ପର୍କିତ ସମସ୍ତ ତଥ୍ୟ ଛାତ୍ରଛାତ୍ରୀ www.nta.ac.in ମାଧ୍ୟମରେ ପାଇ ପାରିବେ ବୋଲି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ଦର୍ଶାଇଛି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି: ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା

ସୂଚନାଯୋଗ୍ୟ ଏହା ପୂର୍ବରୁ  ଦୁଇ ଥର ଏକକ ପିଜି ପ୍ରବେଶିକା ଆବେଦନ ଅବଧିକୁ ବଢାଯାଇଛି। ପ୍ରଥମେ  ଆବେଦନର ଶେଷ ଦିନ ଜୁନ୍‍ ୧୯ ତାରିଖ ରହିଥିଲା । ଏହାପରେ ଆବେଦନ ଅବଧି ବୃଦ୍ଧି କରାଯାଇ  ଜୁଲାଇ ୪ ରଖାଯାଇଥିଲା।  ଏବେ ଏହି ଆବେଦନ ଅବଧି ବୃଦ୍ଧି କରାଯାଇ ଜୁଲାଇ ୧୦ ତାରିଖ ରଖାଯାଇଛି।

ଆହୁରି ପଢ଼ନ୍ତୁ: ହରମୁଜ୍ ସଙ୍କଟ: ଆମେରିକା ଓ ଇସ୍ରାଏଲର ସାମରିକ ରଣନୀତିରୁ ଦୂରେଇ ରହିଲା ସାଉଦି ଆରବ

ଦେଶର ୪୨ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁଲାଇ ଶେଷ ସପ୍ତାହରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁଥିବାବେଳେ ପିଲାଙ୍କ ପରୀକ୍ଷା ଦୈନିକ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ। ଦୁଇ ଘଣ୍ଟା ଲେଖାଏଁ ପରୀକ୍ଷାର ସମୟ ଅବଧି ରହିବ। ସିବିଟି ଜରିଆରେ ପିଲାଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଇଂରାଜୀ ଓ ହିନ୍ଦୀ ସମେତ ୧୩ ଆଞ୍ଚଳିକ ଭାଷାରେ ପିଲାଙ୍କ ପ୍ରଶ୍ନପତ୍ର ଉପଲବ୍ଧ ହେବ। ତେବେ ଛାତ୍ରଛାତ୍ରୀ ଏନଟିଏର ୱେବ ସାଇଟ୍‍ www.nta.ac.inଜରିଆରେ ଏସମ୍ପର୍କିତ ସମସ୍ତ ତଥ୍ୟ ପାଇ ପାରିବେ ବୋଲି ଏନ୍‌ଟିଏ ଦର୍ଶାଇଛି।

ଆହୁରି ପଢ଼ନ୍ତୁ: ଜ୍ୟୋତିଷ ରିକି ରାଧାନ ପଣ୍ଡିତ ହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ OSD

04 Jul 2022 By The Sakala

ବଢ଼ିଲା ଏକକ ପିଜି ପ୍ରବେଶିକା ଆବେଦନ ଅବଧି

ଭୁବନେଶ୍ୱର : ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ପାଇଁ ହେବାକୁଥିବା ଏକକ ପିଜି ପ୍ରବେଶିକାର ଆବେଦନ ଅବଧି ପୁନଶ୍ଚ ବୃଦ୍ଧି ହୋଇଛି। ଛାତ୍ରଛାତ୍ରୀ ଆସନ୍ତା ଜୁଲାଇ ୧୦ ତାରିଖ ଯାଏଁ ଆବେଦନ କରିବାକୁ ଥିବାବେଳେ ୧୧ ତାରିଖ ସୁଦ୍ଧା ଫି’ ଦାଖଲ କରିବେ। ଏନେଇ ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ୧୨ରୁ ୧୪ ତାରିଖ ଯାଏଁ ଛାତ୍ରଛାତ୍ରୀ ନିଜର ଫର୍ମ ସଂଶୋଧନ କରି ପାରିବେ ବୋଲି ଏନଟିଏ ଦର୍ଶାଇଛି। ତେବେ ଏସମ୍ପର୍କିତ ସମସ୍ତ ତଥ୍ୟ ଛାତ୍ରଛାତ୍ରୀ www.nta.ac.in ମାଧ୍ୟମରେ ପାଇ ପାରିବେ ବୋଲି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ଦର୍ଶାଇଛି।

ସୂଚନାଯୋଗ୍ୟ ଏହା ପୂର୍ବରୁ  ଦୁଇ ଥର ଏକକ ପିଜି ପ୍ରବେଶିକା ଆବେଦନ ଅବଧିକୁ ବଢାଯାଇଛି। ପ୍ରଥମେ  ଆବେଦନର ଶେଷ ଦିନ ଜୁନ୍‍ ୧୯ ତାରିଖ ରହିଥିଲା । ଏହାପରେ ଆବେଦନ ଅବଧି ବୃଦ୍ଧି କରାଯାଇ  ଜୁଲାଇ ୪ ରଖାଯାଇଥିଲା।  ଏବେ ଏହି ଆବେଦନ ଅବଧି ବୃଦ୍ଧି କରାଯାଇ ଜୁଲାଇ ୧୦ ତାରିଖ ରଖାଯାଇଛି।

ଦେଶର ୪୨ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁଲାଇ ଶେଷ ସପ୍ତାହରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁଥିବାବେଳେ ପିଲାଙ୍କ ପରୀକ୍ଷା ଦୈନିକ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ। ଦୁଇ ଘଣ୍ଟା ଲେଖାଏଁ ପରୀକ୍ଷାର ସମୟ ଅବଧି ରହିବ। ସିବିଟି ଜରିଆରେ ପିଲାଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଇଂରାଜୀ ଓ ହିନ୍ଦୀ ସମେତ ୧୩ ଆଞ୍ଚଳିକ ଭାଷାରେ ପିଲାଙ୍କ ପ୍ରଶ୍ନପତ୍ର ଉପଲବ୍ଧ ହେବ। ତେବେ ଛାତ୍ରଛାତ୍ରୀ ଏନଟିଏର ୱେବ ସାଇଟ୍‍ www.nta.ac.inଜରିଆରେ ଏସମ୍ପର୍କିତ ସମସ୍ତ ତଥ୍ୟ ପାଇ ପାରିବେ ବୋଲି ଏନ୍‌ଟିଏ ଦର୍ଶାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର