କରୋନା ଏବେ ବି ଶେଷ ହୋଇ ନାହିଁ – କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କରୋନା ପୁଣି ଡରାଇବା ଆରମ୍ଭ କରିଛି। ଏ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜେଶ ଭୂଷଣଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ‘କରୋନା ଏବେ ବି ଶେଷ ହୋଇ ନାହିଁ, ଗତ ସପ୍ତାହର ଡାଟା ଅନୁସାରେ ଦୁନିଆରେ ଦୈନିକ ୯୩୯୭୭ ମାମଲା ଚିହ୍ନଟ ହୋଇଛି । ଆମେରିକାରେ ୧୯ %,  ରୁଷରେ ୧୨.୬ %, ଚୀନରେ ୮.୩ %, ଦକ୍ଷିଣ କୋରିଆରେ ୮ % ଏବଂ ଭାରତରେ ୧ % […]

ନୂଆଦିଲ୍ଲୀ: ଦେଶରେ କରୋନା ପୁଣି ଡରାଇବା ଆରମ୍ଭ କରିଛି। ଏ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜେଶ ଭୂଷଣଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ‘କରୋନା ଏବେ ବି ଶେଷ ହୋଇ ନାହିଁ, ଗତ ସପ୍ତାହର ଡାଟା ଅନୁସାରେ ଦୁନିଆରେ ଦୈନିକ ୯୩୯୭୭ ମାମଲା ଚିହ୍ନଟ ହୋଇଛି । ଆମେରିକାରେ ୧୯ %,  ରୁଷରେ ୧୨.୬ %, ଚୀନରେ ୮.୩ %, ଦକ୍ଷିଣ କୋରିଆରେ ୮ % ଏବଂ ଭାରତରେ ୧ % ମାମଲା ଚିହ୍ନଟ ହୋଇଛି ।

ଆହୁରି ପଢ଼ନ୍ତୁ: ବିନା ବାରୁଦ, ବିନା ବିସ୍ଫୋରଣରେ ଶତ୍ରୁ ନିପାତ: ଜାଣନ୍ତୁ ଆମେରିକାର ଭୟଙ୍କର 'ଲେଜି ଡଗ୍' ଅସ୍ତ୍ର ବିଷୟରେ

କରୋନା ମାମଲା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଦୁନିଆରେ ଛଅ ଲହର ଆସିଛି ଏବଂ ଭାରତରେ ଆମେ ତିନୋଟି ଲହର ଦେଖିଛୁ । ଉଲ୍ଲେଖଯୋଗ୍ୟ ଯେ ପିଏମ ନରେନ୍ଦ୍ର ମୋଦୀ ବୁଧବାର କରୋନା ଏବଂ ସିଜନଲ ଏନଫ୍ଲୁଏଞ୍ଜା ଉପରେ ବୈଠକ କରିଥିଲେ ।

ଆହୁରି ପଢ଼ନ୍ତୁ: ଲୋକସଭାରେ କାଟ୍ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍; ମିଳିଲାନି ଆବଶ୍ୟକ ସମର୍ଥନ, କମ୍‌ ପଡ଼ିଲା ୫୪ ଭୋଟ୍‌

ସେ କହିଛନ୍ତି ଯେ, ଭାରତରେ ଏବେ ଦୈନିକ ହାରାହାରି ୯୬୬ ମାମଲା ସାମ୍ନାକୁ ଆସୁଛି। ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ପଜିଟିଭିଟି ହାର ୦.୦୯ ପ୍ରତିଶତ ଥିବା ବେଳେ ଏବେ ତାହା ୧ ପ୍ରତିଶତକୁ ବୃଦ୍ଧି ପାଇଛି। ଫେବ୍ରୁଆରିରେ ଦୈନିକ ହାରାହାରି ପରୀକ୍ଷା ସଂଖ୍ୟା ୧ ଲକ୍ଷ ଥିଲା, ଯାହା ପରବର୍ତ୍ତୀ ସମୟରେ ହ୍ରାସ ପାଇଥିଲା। ଏବେ ଦୈନିକ ୧ ଲକ୍ଷ ନମୁନା ପରୀକ୍ଷା କରାଯାଉଛି। ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ଏବଂ ରାଜସ୍ଥାନ ଭଳି ୮ଟି ରାଜ୍ୟରେ ଏବେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଠାରେ ଅଧିକ ମାମଲା ରହିଛି, ସେଠାରେ ଅଧିକ ଟେଷ୍ଟିଂ ହେଉଛି। ବର୍ତ୍ତମାନ ଦେଶରେ ଓମିକ୍ରୋନ୍ ଭାରିଏଣ୍ଟର ଉପସ୍ଥିତି ରହିଛି ।

ଆହୁରି ପଢ଼ନ୍ତୁ: ୟୁଟ୍ୟୁବର ଅରୁଣ ପନୱାରଙ୍କୁ ଶ୍ୱଶୁର ଘରୁ ମିଳିଲା ୭୧ ଲକ୍ଷ ଟଙ୍କା ଓ ୨୧ ତୋଳା ସୁନା: ଯୌତୁକ ନା ଦାନ, ଜାଣନ୍ତୁ ପୂରା ବିବାଦ

23 Mar 2023 By The Sakala

କରୋନା ଏବେ ବି ଶେଷ ହୋଇ ନାହିଁ – କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ କରୋନା ପୁଣି ଡରାଇବା ଆରମ୍ଭ କରିଛି। ଏ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜେଶ ଭୂଷଣଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ‘କରୋନା ଏବେ ବି ଶେଷ ହୋଇ ନାହିଁ, ଗତ ସପ୍ତାହର ଡାଟା ଅନୁସାରେ ଦୁନିଆରେ ଦୈନିକ ୯୩୯୭୭ ମାମଲା ଚିହ୍ନଟ ହୋଇଛି । ଆମେରିକାରେ ୧୯ %,  ରୁଷରେ ୧୨.୬ %, ଚୀନରେ ୮.୩ %, ଦକ୍ଷିଣ କୋରିଆରେ ୮ % ଏବଂ ଭାରତରେ ୧ % ମାମଲା ଚିହ୍ନଟ ହୋଇଛି ।

କରୋନା ମାମଲା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଦୁନିଆରେ ଛଅ ଲହର ଆସିଛି ଏବଂ ଭାରତରେ ଆମେ ତିନୋଟି ଲହର ଦେଖିଛୁ । ଉଲ୍ଲେଖଯୋଗ୍ୟ ଯେ ପିଏମ ନରେନ୍ଦ୍ର ମୋଦୀ ବୁଧବାର କରୋନା ଏବଂ ସିଜନଲ ଏନଫ୍ଲୁଏଞ୍ଜା ଉପରେ ବୈଠକ କରିଥିଲେ ।

ସେ କହିଛନ୍ତି ଯେ, ଭାରତରେ ଏବେ ଦୈନିକ ହାରାହାରି ୯୬୬ ମାମଲା ସାମ୍ନାକୁ ଆସୁଛି। ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ପଜିଟିଭିଟି ହାର ୦.୦୯ ପ୍ରତିଶତ ଥିବା ବେଳେ ଏବେ ତାହା ୧ ପ୍ରତିଶତକୁ ବୃଦ୍ଧି ପାଇଛି। ଫେବ୍ରୁଆରିରେ ଦୈନିକ ହାରାହାରି ପରୀକ୍ଷା ସଂଖ୍ୟା ୧ ଲକ୍ଷ ଥିଲା, ଯାହା ପରବର୍ତ୍ତୀ ସମୟରେ ହ୍ରାସ ପାଇଥିଲା। ଏବେ ଦୈନିକ ୧ ଲକ୍ଷ ନମୁନା ପରୀକ୍ଷା କରାଯାଉଛି। ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ଏବଂ ରାଜସ୍ଥାନ ଭଳି ୮ଟି ରାଜ୍ୟରେ ଏବେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଠାରେ ଅଧିକ ମାମଲା ରହିଛି, ସେଠାରେ ଅଧିକ ଟେଷ୍ଟିଂ ହେଉଛି। ବର୍ତ୍ତମାନ ଦେଶରେ ଓମିକ୍ରୋନ୍ ଭାରିଏଣ୍ଟର ଉପସ୍ଥିତି ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର