“ଦିଲ୍ଲୀରେ କେହି ବଞ୍ଚିପାରିବେନି” କହିଥିବା ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପରଲୋକ

The Sakala Picture
Published On

ନୂଆଦିଲ୍ଲୀ: ଦିନକୁ ଦିନ ପ୍ରାଣଘାତୀ ହେବାରେ ଲାଗିଛି କରୋନା ମହାମାରୀ । ରାଜଧାନୀ ଦିଲ୍ଲୀରେ ନିଜେ ଓ ନିଜପରିବାର ସହ ବଞ୍ଚିବା ବହୁତ କଷ୍ଟକର ହେଲାଣି । ନିଜର ମୃତ୍ୟୁ ପୂର୍ବରୁ ମେ ୨ ତାରିଖରେ ଟ୍ୱିଟ୍ କରି ଲୋକଙ୍କୁ ଚେତାଇ ଦେଇ ଯାଇଛନ୍ତି ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ନାବିଲା ସାଦିକ । At this rate no one will stay alive in Delhi atleast. — Mermaid […]

ନୂଆଦିଲ୍ଲୀ: ଦିନକୁ ଦିନ ପ୍ରାଣଘାତୀ ହେବାରେ ଲାଗିଛି କରୋନା ମହାମାରୀ । ରାଜଧାନୀ ଦିଲ୍ଲୀରେ ନିଜେ ଓ ନିଜପରିବାର ସହ ବଞ୍ଚିବା ବହୁତ କଷ୍ଟକର ହେଲାଣି । ନିଜର ମୃତ୍ୟୁ ପୂର୍ବରୁ ମେ ୨ ତାରିଖରେ ଟ୍ୱିଟ୍ କରି ଲୋକଙ୍କୁ ଚେତାଇ ଦେଇ ଯାଇଛନ୍ତି ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ନାବିଲା ସାଦିକ ।

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

୩୮ ବର୍ଷୀୟ ନାବିଲା କିଛି ଦିନ ତଳେ କରୋନା ସଂକ୍ରମିତ ଥିଲେ । ଗତ କିଛିଦିନ ତଳେ କରୋନାରେ ସେ ନିଜ ମାଆଙ୍କୁ ହରାଇଥିଲେ ତେଣୁ ସେ ଅତ୍ୟନ୍ତ ଉଦାସ ରହୁଥିଲେ । ତେବେ କରୋନା ପୀଡିତ ହେଲା ପରେ ମେ ୪ରେ ସେ ଟ୍ୱିଟ୍ କରି ନିଜ ପାଇଁ ଆଇସିୟୁ ବେଡ୍ ମାଗିଥିଲେ । ଟ୍ୱିଟରେ ଆହୁରି ଲେଖିଥିଲେ କି ଦିଲ୍ଲୀରେ କେହି ବଞ୍ଚିପାରିବେ ନାହିଁ । ଏଠିକାର ପରିବେଶରେ ବଞ୍ଚିବା କଷ୍ଟକର । ହେଲେ କରୋନା ସହ ଲଢେଇ କରି ଜୀବନ ଯୁଦ୍ଧରେ ସେ ଆଜି (ମେ ୧୯) କରୋନାରେ ପ୍ରାଣ ହରାଇଛନ୍ତି।

19 May 2021 By The Sakala

“ଦିଲ୍ଲୀରେ କେହି ବଞ୍ଚିପାରିବେନି” କହିଥିବା ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପରଲୋକ

ନୂଆଦିଲ୍ଲୀ: ଦିନକୁ ଦିନ ପ୍ରାଣଘାତୀ ହେବାରେ ଲାଗିଛି କରୋନା ମହାମାରୀ । ରାଜଧାନୀ ଦିଲ୍ଲୀରେ ନିଜେ ଓ ନିଜପରିବାର ସହ ବଞ୍ଚିବା ବହୁତ କଷ୍ଟକର ହେଲାଣି । ନିଜର ମୃତ୍ୟୁ ପୂର୍ବରୁ ମେ ୨ ତାରିଖରେ ଟ୍ୱିଟ୍ କରି ଲୋକଙ୍କୁ ଚେତାଇ ଦେଇ ଯାଇଛନ୍ତି ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ନାବିଲା ସାଦିକ ।

୩୮ ବର୍ଷୀୟ ନାବିଲା କିଛି ଦିନ ତଳେ କରୋନା ସଂକ୍ରମିତ ଥିଲେ । ଗତ କିଛିଦିନ ତଳେ କରୋନାରେ ସେ ନିଜ ମାଆଙ୍କୁ ହରାଇଥିଲେ ତେଣୁ ସେ ଅତ୍ୟନ୍ତ ଉଦାସ ରହୁଥିଲେ । ତେବେ କରୋନା ପୀଡିତ ହେଲା ପରେ ମେ ୪ରେ ସେ ଟ୍ୱିଟ୍ କରି ନିଜ ପାଇଁ ଆଇସିୟୁ ବେଡ୍ ମାଗିଥିଲେ । ଟ୍ୱିଟରେ ଆହୁରି ଲେଖିଥିଲେ କି ଦିଲ୍ଲୀରେ କେହି ବଞ୍ଚିପାରିବେ ନାହିଁ । ଏଠିକାର ପରିବେଶରେ ବଞ୍ଚିବା କଷ୍ଟକର । ହେଲେ କରୋନା ସହ ଲଢେଇ କରି ଜୀବନ ଯୁଦ୍ଧରେ ସେ ଆଜି (ମେ ୧୯) କରୋନାରେ ପ୍ରାଣ ହରାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର